ବାହାଘର ଆୟୋଜନ ପାଇଁ ଚିନ୍ତିତ କି? ଜାଣି ରଖନ୍ତୁ ‘ପ୍ରେସିଡେନ୍ସୀ ରିସର୍ଟ’ର ସୁଯୋଗସବୁକୁ

ବାହାଘର ପାଇଁ ଆପଣ ପ୍ରସ୍ତୁତ ହେଲେ ବର ବା କନ୍ୟା ବ୍ୟତୀତ ଯାହା କିଛି ଜରୁରୀ ପଡ଼େ ସେ ଭିତରେ ଅତ୍ୟାବଶ୍ୟକ ହେଉଛି ଗୋଟିଏ ସୁନ୍ଦର ଯାଗା। ପୁଣି ଏ ଯାଗା ଏମିତି ହେବା ଦରକାର ଯେଉଁଠି ଆପଣଙ୍କ ବାହାଘରର ଖାସ୍‌ … Read More

ଏୟାର ଷ୍ଟ୍ରାଇକରେ ଆତଙ୍କୀ ଓ ବିରୋଧି ଧ୍ୱସ୍ତ

ବାଜିଗର ସିନେମାୋ ଶାହରୁଖ ଖାଁଙ୍କ ପ୍ରସିଦ୍ଧ ଡ଼ାୟଲଗ ଥିଲା ‘ ହାର କରି ଜିତି ଥିବା ଲୋକକୁ ବାଜିଗର କୁହାଯାଏ’। ବର୍ତ୍ତମାନ ଦେଶର ପରିସ୍ଥିତି ଓ ରାଜନୀତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୌଣସି ବାଜିଗର ଠାରୁ କମ‍୍‌ ନୁହଁନ୍ତି। ଏହାର କାରଣ … Read More

ବିରୋଧିଙ୍କ ପ୍ରମାଣ ଦାବି ପାକିସ୍ତାନକୁ ଫାଇଦା

ପାକିସ୍ତାନର ବାଲାକୋଟରେ ଭାରତୀୟ ବାୟୁସେନା ପକ୍ଷରୁ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ଦେବାକୁ ଦେଶର ବିରୋଧିଦଳମାନେ ଲଗାତର ଦାବି କରିବାରେ ଲାଗିଲେଣି। କଂଗ୍ରେସ, ତୃଣମୂଳ କଂଗ୍ରେସ, ଆପ ଭଳି ରାଜନୈତିକ ଦଳର ନେତାମାନେ ଯେଉଁ ଭଳି ଢ଼ଙ୍ଗରେ ଦେଶର ସରକାରଙ୍କୁ ସର୍ଜିକାଲ … Read More

ତଥାଗତଙ୍କ ନିଷ୍ପତ୍ତି : ପୁଅ ପାଇଁ ନିର୍ବାଚନ ରାଜନୀତି ସ୍ଵାହା

ଭୁବନେଶ୍ଵର, (ଓଟି): କାହା ଚାପରେ ସେ ଚେପା ନୁହଁନ୍ତି ବୋଲି କହୁଥିବା ସାଂସଦ ତଥା ସମ୍ପାଦକ ତଥାଗତ ସତପଥି ଏବେ କିଛି ଅଜଣା ଶକ୍ତିର ଶିକାର ହୋଇଛନ୍ତି। କାହାକୁ କିଛି ନକହିଲେ ବି ସେ ପରୋକ୍ଷରେ ଏହାର ଇଙ୍ଗିତ ଦେଇଛନ୍ତି। କହିଛନ୍ତି, … Read More

ବୋଝ ବଢ଼ାଉଛନ୍ତି ବିଜୁଳି କମ୍ପାନୀ ନିର୍ଦେଶକ

ଭୁବନେଶ୍ଵର, (ଓଟି): ବିଭିନ୍ନ ବିଜୁଳି କମ୍ପାନୀରେ ନିଯୁକ୍ତି ପାଉଥିବା ନିର୍ଦେଶକମାନେ କମ୍ପାନୀ ଗୁଡ଼ିକ ଉପରେ ବୋଝ ସାଜୁଛନ୍ତି। ସେମାନେ କୌଣସି କମ୍ପାନୀର କର୍ମଚାରୀ ନୁହନ୍ତି। କୌଣସି ଲିଖିତ ବା ବାଚନିକ ପରୀକ୍ଷାରେ ପ୍ରତିଦ୍ଵନ୍ଦ୍ଵିତା କରି ପଦବୀ ପାଆନ୍ତି ନାହିଁ ତଥାପି ବିଭିନ୍ନ … Read More

ବେପାର ପାଇଁ ବିଜେପି ଗଲେ ବୈଜୟନ୍ତ: ବିଜେଡି

ଭୁବନେଶ୍ଵର, (ଓଟି):ପୂର୍ବତନ ବିଜେଡି ସାଂସଦ ବୈଜୟନ୍ତ ( ଜୟ) ପଣ୍ଡା ବିଜେପିରେ ଯୋଗ ଦେବାର ଅଳ୍ପ କିଛଇ ସମୟ ପରେ ବିଜେଡି ପକ୍ଷରୁ ପ୍ରତିକ୍ରିୟା ପୟକାଶ ପାଇଛି। ଦଳର ମୁଖପାତ୍ର ତଥା ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ବୈଜୟନ୍ତଙ୍କ ଯୋଗଦାନ କେବଳ … Read More

ଆକ୍ରମଣ ବେଳେ ବାଲାକୋଟ ଆତଙ୍କୀ ଶିବିରରେ ୩୦୦ ଫୋନ ସକ୍ରିୟ ଥିଲା: ଏନଟିଆରଓ

ଗତ ୨୬ ତାରିଖରେ ବାଲାକୋଟ ସ୍ଥିତ ଜୈଶ-ଏ ମୁହମ୍ମଦ ଆତଙ୍କୀ ଶିବିର ଉପରେ ଭାରତର ଆକ୍ରମଣ ସମୟରେ ୩୦୦ ମୋବାଇଲ ଫୋନ ସକ୍ରିୟ ଥିଲା ବୋଲି ନ୍ୟାସନାଲ ଟେକ୍ନିକାଲ ରିସର୍ଚ୍ଚ ଅର୍ଗାନାଇଜେସନ (ଏନଟିଆରଓ) ପକ୍ଷରୁ କୁହାଯାଇଛି। ଏହି ଆକ୍ରମଣ ପରେ ୩୦୦ … Read More

ବିଜେପିରେ ବୈଜୟନ୍ତ

ଆଜି ଦିଲ୍ଲୀରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗଦେଇଛନ୍ତି। ନୂଆଦିଲ୍ଲୀରେ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ଅଧକ୍ଷ ଅମିତ ଶାହଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି। ଶ୍ରୀ ଶାହ ତାଙ୍କୁ ନିଜ କାର୍ଯ୍ୟାଳୟରେ ଫୁଲ ତୋଡ଼ା ଦେଇ ପ୍ରଥମେ ଦଳକୁ ସ୍ଵାଗତ … Read More

ସମ୍ବଲପୁର-ଶାଲିମାର ଟ୍ରେନ୍‌ ତାଳଚେରରେ ରହିବ

ଏବେ ସମ୍ବଲପୁର-ଶାଲିମାର ମଧ୍ୟରେ ଚାଲୁଥିବା ଟ୍ରେନ୍‌ ତାଳଚେରରେ ରହିବେ। ସପ୍ତାହକୁ ୩ ଦିନ ଏହି ଟ୍ରେନ ଚାଲିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। । ସେହିପରି ଗଣ୍ଡୱାନା ଏକ୍ସପ୍ରେସ ମଧ୍ୟ ସମ୍ବଲପୁର ଯାଏଁ ସମ୍ପ୍ରସାରିତ ହୋଇଛି ।  ଏହାଛଡ଼ା ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ … Read More

ସଂଧ୍ୟା ୫ଟାରେ ବିଜେପିରେ ମିଶିବେ ବୈଜୟନ୍ତ

ସଂଧ୍ୟା ୫ଟାରେ ବିଜେପିରେ ବୈଜୟନ୍ତ ପଣ୍ଡା ଯେଗଦେବେ ବୋଲି ସମୟ ସ୍ଥିର ହୋଇଛି। ନୂଆଦିଲ୍ଲୀରେ ଶ୍ରୀ ପଣ୍ଡା ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏବଂ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେବେ ବୋଲି … Read More