ଦାମ ଯିବେ ବିଜେପି
ଭୁବନେଶ୍ଵର, (ଓଟି): ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଓ ଏବେକାର ପାରାଦୀପ ବିଧାୟକ ଡା. ଦାମୋଦର ରାଉତ ଭାରତୀୟ ଜନତାପାର୍ଟି (ବିଜେପି)ରେ ଯୋଗ ଦେବେ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗ୍ରହ ପ୍ରକାଶ କରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ଏହିକ୍ରମରେ … Read More











