୩୦ ବିଶ୍ୱବିଦ୍ୟାଳୟର ୩୦୦ ଅଧ୍ୟାପକ ମୋଦିଙ୍କ ପ୍ରଚାର କରିବେ

ଜବାହାର ଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ), ଆଇଆଇଟି ସମେତ ଭାରତର ୧୫ଟି ସହରରେ ଥିବା ୩୦ଟି ବିଶ୍ୱବିଦ୍ୟାଳୟର ୩୦୦ ଅଧ୍ୟାପକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ କ୍ଷମତାସୀନ କରାଇବା ପାଇଁ ପ୍ରଚାର କରିବା ଉଦ୍ଦେଶ୍ୟରେ ଏକତ୍ରିତ ହୋଇଛନ୍ତି। ଏହି ଅଧ୍ୟାପକମାନେ … Read More

ଓଡିଶା ଦିବସରୁ ଓଡ଼ିଆ ଲିପିରେ ଟ୍ରେନ ଟିକେଟ

ଇଂରାଜୀ ଓ ହିନ୍ଦୀ ଲିପି ବ୍ୟତୀତ ରେଳବାଇ ଓଡ଼ିଆ ଲିପିରେ ଟ୍ରେନ ଟିକେଟ ପ୍ରଚଳନ କରିବ ଇଂରାଜୀ ଓ ହିନ୍ଦୀ ଲିପି ବ୍ୟତୀତ ଓଡ଼ିଆ ସହିତ ଅନ୍ୟାନ ଆଞ୍ଚଳିକ ଭାଷା ବା ଲିପିରେ ଟ୍ରେନ ଟିକେଟ ଉପଲବ୍ଧ କରାଇବାପାଇଁ ରେଳବାଇ ପକ୍ଷରୁ … Read More

ସହିଦ‍୍‌ ପରିବାରଙ୍କୁ କୋଟିଏ ଟଙ୍କାର ସହାୟତା ଦେବେ କେନ୍ଦ୍ର ସରକାର

ଜମ୍ମୁ-କାଶ୍ମୀରର ପୁଲୱାମାରେ କେନ୍ଦ୍ରୀୟ ସୁରକ୍ଷା ବଳ (ସିଆରପିଏଫ) ଉପରେ ହୋଇଥିବା ଆତଙ୍କୀ ଆକ୍ରମଣରେ ସହିଦ‍୍‌ ହୋଇଥିବା ଅର୍ଦ୍ଧ ସୈନିକ ପରିବାରକୁ ଆଥିର୍କ ସଂକଟରୁ ମୁକ୍ତ କରିବା ପାଇଁ ନରେନ୍ଦ୍ର ମୋଦିଙ୍କ ସରକାର ଅନେକ ଉପାୟ ସ୍ଥିର କରିଛନ୍ତି। ପୁଲୱାମା ଆକ୍ରମଣରେ ସହିଦ‍୍‌ … Read More

କଂଗ୍ରେସ କ୍ଷମତାକୁ ଆସିଲେ ଓଡ଼ିଶାରେ ଜନତାଙ୍କ ସରକାର ପ୍ରତିଷ୍ଠା କରାଇବ : ରାହୁଲ

ଦିନକିଆ ଓଡ଼ିଶା ଗସ୍ତରେ ଆସି ଜୟପୁର ଏକମ୍ବାରେ ପ୍ରଥମେ ମହିଳା ସମାବେଶ ଓ ପରେ ଚାଷୀ ସମାବେଶକୁ ସମ୍ବୋଧିତ କରି ଶ୍ରୀ ଗାନ୍ଧି କହିଛନ୍ତି ଯେ, ଓଡ଼ିଶାରେ ଏବେ ୪-୫ଜଣ ଅଫିସରଙ୍କ ଦ୍ୱାରା ଶାସନ ଚାଲିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବନ୍ଧୁମାନେ … Read More

ବୈଜୟନ୍ତ ବିଜେପି ରାଷ୍ଟ୍ରୀୟ ଉପସଭାପତି ଓ ମୁଖପାତ୍ର

ଗତ ୪ ତାରିଖରେ ବିଜେପିରେ ଯୋଗ ଦେଇଥିବା ବୈଜୟନ୍ତ ପଣ୍ଡାଙ୍କୁ ଦଳର ୨ଟି ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରୀୟ ପଦପଦବୀରେ ଦାୟିତ୍ୱ ମିଳିଛି। ବୈଜୟନ୍ତଙ୍କୁ ବିଜେପିର ରାଷ୍ଟ୍ରୀୟ ଉପସଭାପତି ସହିତ ଦଳର ରାଷ୍ଟ୍ରୀୟ ମୁଖପାତ୍ର ମଧ୍ୟ କରାଯାଇଛି। ବିଜେପି ସଭାପତି ଅମିତ ଶାହା ଏହି … Read More

ମିଜୋରାମ ରାଜ୍ୟପାଳଙ୍କ ଇସ୍ତଫା

ଶଶି ଥରୁରଙ୍କ ବିରୋଧରେ ଲଢିବେ ନିର୍ବାଚନ ! ମିଜୋରାମର ରାଜ୍ୟପାଳ କେ.ରାଜଶେଖରନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ଇସ୍ତଫା ପତ୍ରକୁ ସ୍ୱୀକାର କରିଛନ୍ତି। କୁହାଯାଉଛି ଯେ ବିଜେପିର କେରଳ ପ୍ରଦେଶର ରାଜଶେଖରନ ତିରୁଅନନ୍ତପୁରମରୁ ଶଶି ଥରରୁଙ୍କ … Read More

ଜାଣନ୍ତୁ ଅଯୋଧ୍ୟା ମାମଲାର ମଧ୍ୟସ୍ଥିଙ୍କୁ

ଅଯୋଧ୍ୟା ମାମଲାକୁ ମଧ୍ୟସ୍ଥତା ମାଧ୍ୟମରେ ସମାଧାନ କରିବା ପାଇଁ ସୁପ୍ରମକୋର୍ଟ ଶୁକ୍ରବାର ଦିନ ମଧ୍ୟସ୍ଥତା କମିଟି ଗଠନ କରିଛନ୍ତି। ସୁପ୍ରମକୋର୍ଟ ଜଷ୍ଟିସ ଏଫ.ଏମ.କଲିଫୁଲ୍ଲାଙ୍କ ଅଧ୍ୟକ୍ଷତାରେ ମଧ୍ୟସ୍ଥି ପେନଲ ଗଠନ କରାଯାଇଛି। ଯେଉଁଥିରେ ଆଧ୍ୟତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଏବଂ ବିରଷ୍ଠ … Read More

ପୂର୍ବତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ ବିଜେଡିରେ

ଯାହା ଆଶଙ୍କା କରାଯାଉଥିଲା ତାହା ସତ ବୋଲି ପ୍ରମାଣିତ ହୋଇଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସରେ ଶଙ୍ଖ ଧରିଛନ୍ତି ପୂର୍ବତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ । ଗତ ୨୮ ତାରିଖରେ ବ୍ୟକ୍ତିଗତ … Read More

ମୋଦୀଙ୍କ ‘ଲକି’ ଚେୟାର

ବିଜେପି ନେତାମାନେ କ୍ଷମତା ହାସଲ ପାଇଁ ଏବେ ଅନ୍ଧ ବିଶ୍ୱାର ଶୀକାର ହୋଇଛନ୍ତି। ଗୋଟିଏ ଚୌକିରେ ବସି କିଛି ର୍ୟାଲି କଲେ ଯେ ବଡ଼ ସଫଳତା ମିଳେ, ଆଉ ପ୍ରଧାନମନ୍ତ୍ରୀ ଆସନ ପାଇବା ସହଜ ହୋଇଯାଏ ଏପରି ଭାବନାକୁ ବିଜେପିର କାନପୁର … Read More

ଅନ୍ତର୍ଜାତୀୟ ମହିଳା ଦିବସ: ଆଜିବି ଦୂରରେ ମହିଳାଙ୍କ ସୁରକ୍ଷା ସ୍ଵପ୍ନ

ବିଭୂତି ପତି ସଫ୍ଦରଜଙ୍ଗ୍ ଏନ୍‌କ୍ଲେଭ୍‌, ନୂଆଦିଲ୍ଲୀ ୯୯୧୦୭୪୦୮୩୯ କିଛିଦିନ ପୂର୍ବେ ନୂତନ ଭାରତୀୟ ଯୁବ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ, “ଜଣେ ମହିଳା ଦୁଷ୍କର୍ମର ଶିକାର ହେଲେ ସେହି ଖବର ବହୁଦିନ ପର୍ଯ୍ୟନ୍ତ ଗଣମାଧ୍ୟମର ଶିରୋନାମାରେ … Read More