ଦାମୋଦର ରାଉତ ଅପ୍ଡେଟ୍: ଆଜି ଦିଲ୍ଲୀରେ ଭେଟିଲେ, କାଲି ଓଡ଼ିଶା ଆସିବେ ବରିଷ୍ଠ ବିଜେପି ନେତା
ଭୁବନେଶ୍ଵର, (ଓଟି): ପୂର୍ବତନ ମନ୍ତ୍ରୀ, ୭ଥର ବିଧାୟକ ତଥା ବିଜେଡିରୁ ନିକଟରେ ବିତାଡ଼ିତ ହୋଇଥିବା ଡା. ଦାମୋଦର ରାଉତ ଶନିବାର ବରିଷ୍ଠ ବିଜେପି ନେତାଙ୍କ ସହ ଆଲୋଚନା କରିଛନ୍ତି। ସଭାପତି ତଥା ରାଜ୍ୟ ପ୍ରଭାରୀ ଓ ମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ଆଲୋଚନା … Read More











