୭ ପର୍ଯ୍ୟାୟରେ ନିର୍ବାଚନ, ୧୧ ଏପ୍ରିଲ୍‌ରୁ ଆରମ୍ଭ, ୧୯ ମେ’ରେ ଶେଷ, ୨୩ରେ ଗଣତି

ଲୋକସଭା ନିର୍ବାଚନ ୨୦୧୯ ପାଇଁ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ୧୧ଏପ୍ରିଲ୍‌ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପର୍ଯ୍ୟାୟରେ ୯୧ଟି ନିର୍ବଚନ ମଣ୍ଡଳୀ ପାଇଁ ନିର୍ବାଚନ ହେବ। ୨୦ଟି ରାଜ୍ୟର ନିର୍ବାଚନ ଏହି ତାରିଖରେ ଅନୁଷ୍ଠିତ … Read More

ଆଜିଠୁ ଲାଗୁ ହେଲା ଆଚରଣ ବିଧି, ପ୍ରଚାର ଉପରେ କଟକଣା

ନିର୍ବାଚନ କମିଶନର ଭାରତରେ ସଂସଦୀୟ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବାକୁ ଯାଉଛନ୍ତି। ଏହାସହ ୫ ରାଜ୍ୟର ବିଧାନସଭା ପାଇଁ ତାରିଖ ଘୋଷଣା କରାଯିବ। ଏହି ଅନୁସାରେ ନିର୍ବାଚନ କମିଶନର ବିଧି ଅନୁସାରେ ଆଚରଣ ବିଧି ଲାଗୁ କରିଛନ୍ତି। ଏହାସହ ନିର୍ବାଚନ … Read More

ବିଜେପି ଫେରିବାକୁ ଖାରବେଳ ପ୍ରସ୍ତୁତ

ବୈଜୟନ୍ତ ପଣ୍ଡା ବିଜେପିରେ ମିଶିବା ପରେ ଏବେ ଅନ୍ୟ ବରିଷ୍ଠ ତଥା ଟାଣୁଆ ନେତାମାନେ ବିଜେପିରେ ମିଶିବା ପାଇଁ ଧାଡ଼ି ବାନ୍ଧିବା ଆରମ୍ଭ କରିଛନ୍ତି। ଏହି କ୍ରମରେ ବିଜେଡ଼ିରୁ ବହିଷ୍କୃତ ପୂର୍ବତନ ମନ୍ତ୍ରୀ ତଥା ପାରାଦୀପ ବିଧାୟକ ଡ଼ା. ଦାମୋଦର ରାଉତ … Read More

ନବୀନଙ୍କ ଘୋଷଣା : ୭ ମହିଳାଙ୍କୁ ଲୋକସଭାରେ ପ୍ରାର୍ଥୀ କରିବ ବିଜେଡ଼ି

କେନ୍ଦ୍ରାପଡାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସାରା ଦେଶରେ ମହିଳାଙ୍କ ପାଇଁ ସାଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ଅଭିଯାନର ନେତୃତ୍ୱ ନେଉଥିବାରୁ ୨୦୧୯ରେ ବିଜେଡି କେତେ ମହିଳାଙ୍କୁ ଦଳୀୟ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଥିବା … Read More

ପ୍ରାର୍ଥୀ ବିବାଦରେ କଂଗ୍ରେସ

ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ଓ ଜିତେନ୍ଦ୍ର ସିଂହ ରାଜ୍ୟ ପ୍ରଭାରୀ ହେବା ପରେ କଂଗ୍ରେସରେ ପ୍ରାର୍ଥୀ ମନୋନୟନ ସମସ୍ୟା ସୃଷ୍ଟି କରିବ ବୋଲି କେହି ଆଶଙ୍କା କରୁ ନଥିଲେ। ଏମିତିରେ ଅନେକ ନେତା ଭବିଷ୍ୟତ ସୁରକ୍ଷା ସନ୍ଧାନରେ ଆଗୁଆ ଦଳରୁ … Read More

ଏୟାର ଷ୍ଟ୍ରାଇକ ପରେ ମୋଦିଙ୍କ ଲୋକପ୍ରିୟତା ୧୨% ବଢ଼ିଥିବାବେଳେ ରାହୁଲଙ୍କର ୧୬% ହ୍ରାସ

ଫେବ୍ରୁଆରି ୧୪ ତାରିଖ ଦିନ ପୁଲୱାମାରେ ସିଆରପିଏଫ ଯବାନଙ୍କ ଉପରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ୪୦ଜଣ ସହିଦ ହୋଇଛନ୍ତି। ଏହି ଆକ୍ରମଣ ପରେ ବାୟୁସେନା ପକ୍ଷରୁ ବାଲାକୋଟ, ମୁଜାଫରବାଦ, ଚିକୋଟ ଉପରେ ଏୟାର ଷ୍ଟ୍ରାଇକ କରିଛି। ଏହି ଘଟଣା ପରେ ହୋଇଥିବା … Read More

ଚିନ୍ତା କରନ୍ତୁ : ଗୋଟିଏ ଆସନରେ ଯଦି ହଜାରେ ଅଧିକ ପ୍ରାର୍ଥୀ ହେବେ

କୌଣସି ନିର୍ବାଚନରେ ଗୋଟିଏ ଆସନ ପାଇଁ ଯଦି ଏକ ହଜାରରୁ ଅଧିକ ପ୍ରାର୍ଥୀ ଯଦି ନାମାଙ୍କନ କରି ନିର୍ବାଚନ ଲଢ଼ନ୍ତି ତେବେ କ’ଣ ହେବ? ଏହା କିଛି ନୂଆ କଥା ନୁହେଁ। ଭାରତରେ ଆଗରେ ଏଭଳି ହଜାର ସଂଖ୍ୟାରେ ପ୍ରାର୍ଥୀ ଗୋଟିଏ … Read More

ଆକାଶ ଅମ୍ବାନୀ- ଶ୍ଲୋକା ମେହେଟ୍ଟା ବାହାଘର ଫଟୋ: ଟୋନି ବ୍ଲେୟାରଙ୍କଠୁ ରତନ ଟାଟା ଓ ଆଲିଆ ଭଟ୍ଟ ଥିଲେ ବିଶେଷ ଅତିଥି

ଅମୀର ଖାନ୍‌ଙ୍କଠୁ ଆରମ୍ଭ କରି ରଣବୀର କପୁର, ଅମିତାଭ ବଚ୍ଚନ, ଜୟାବଚ୍ଚନ, ସିଦ୍ଧାର୍ଥ ମଲହୋତ୍ରା, କରନ୍‌, କରିସ୍ମା କରିନା, ଶାହାରୁଖ୍‌ ଖାନ୍‌, ଗୌରୀ ଖାନ୍‌, ରଜନୀକାନ୍ତ, ଅଭିଶେକ ବଚ୍ଚନ .. ତଥା ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ଚେହେରା ଆଜି ଏକାଠି … Read More

୮ଟି ରାଜ୍ୟରେ ବିଜେପି-କଂଗ୍ରେସ ଓ ୭ଟିରେ ତ୍ରିକୋଣୀୟ ମୁକ୍କାବିଲା

ଯେ କୌଣସି ମୂହୁର୍ତ୍ତରେ ୨୦୧୯ ଲୋକସଭା ସହିତ କେତେକ ରାଜ୍ୟର ବିଧାନସଭାର ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ କମିଶନର ତାରିଖ ଘୋଷଣା କରିପାରନ୍ତି। ଏହି ଘୋଷରା ପୂର୍ବରୁ ଦେଶର ଅଲଗା ଅଲଗା ରାଜ୍ୟରେ ବିଜେପି ଓ କଂଗ୍ରେସ ଆଞ୍ଚଳିକ ଦଳଗୁଡିକ ସହିତ … Read More

ଏସପି-ବିଏସପି ମେଣ୍ଟରେ ସାମିଲ ହୋଇପାରେ କଂଗ୍ରେସ

ଜାନୁଆରୀ ମାସରେ ଏସପି-ବିଏସପି ଉତ୍ତରପ୍ରଦେଶରେ ଏକତରଫା ଭାବେ ମେଣ୍ଟ ଘୋଷଣା ସହ କଂଗ୍ରେସକୁ ନିଜ ସହ ନେବା ପାଇଁ ସିଧାସଳଖ ମନା କରିଦେଇଥିଲେ। ଉଭୟ ଦଳ ମଧ୍ୟରେ ଆସନ ବୁଝାମଣା ହୋଇସାରିଛି। ହେଲେ ଏବେ ଏସପି-ବିଏସପି ମେଣ୍ଟ ପକ୍ଷରୁ କଂଗ୍ରେସକୁ ନୂଆ … Read More