ଓଡ଼ିଶାରୁ ୧୮୦ କିଲୋ ଗଞ୍ଜେଇ ନେଇ ସୀମା ପାର: ବଙ୍ଗଳା ପୁଲିସ ଜବତ କଲା, ୭ ଗିରଫ
ବାଲେଶ୍ଵର, (ଦିବ୍ୟଜ୍ୟୋତି ପାତ୍ର): ରାଜ୍ୟ ସୀମା ଡେଇଁ ଚାଲିଛି ଗଞ୍ଜେଇ ଚୋରା ଚାଲାଣ। କିନ୍ତୁ ରାଜ୍ୟ ସରକାରଙ୍କ ଅଧିନରେ ଥିବା ଉଚ୍ଚ ଟେକ୍ନୋଲୋଜି ସମ୍ପନ୍ନ ଚେକ୍ ଗେଟ୍ସବୁ ଏ ବାବଦରେ ଅବଗତ ହୋଇପାରୁ ନାହାନ୍ତି। ଗୋଟିଏ ନୁହେଁ କି ଦୁଇଟି ବରଂ … Read More











