ମହାମେଣ୍ଟର ଅପମୃତ୍ୟୁ

ବିଜେପିକୁ ନିର୍ବାଚନରେ ରୋକିବା ପାଇଁ ବର୍ଷକ ତଳୁ ସମସ୍ତ ବିରୋଧି ଦଳର ନେତାମାନେ ଯେଉଁ ମହାମେଣ୍ଟର ସ୍ୱପ୍ନ ଦେଖୁଥିଲେ ତାହା ଏବେ ଦୁଃସ୍ୱପ୍ନରେ ପରିଣତ ହୋଇଛି। ଭାରତୀୟ ରାଜନୀତିକୁ ନିଜ ଇଛାରେ ଚଳାଇବାକୁ ଆସ୍ପର୍ଦ୍ଧା କରୁଥିବା ଦୁଇ ମହିଳା ନେତ୍ରୀଙ୍କ କାର୍ଯ୍ୟକଳାପ … Read More

କଂଗ୍ରେସକୁ ମାୟାବତୀଙ୍କ ଝଟକା

ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ କଂଗ୍ରେସକୁ ଅନେକ ଝଟକା ଲାଗିବାରେ ଲାଗିଛି। ମଙ୍ଗଳବାର ଦିନ ଉତ୍ତରପ୍ରଦେଶ କଂଗ୍ରେସକୁ ବଡ ଝଟ୍‌କା ଲାଗିଛି। ବହୁଜନ ସମାଜବାଦୀ ପାର୍ଟିର ସୁପ୍ରିମୋ ମାୟାବତୀ ଆଜି ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ଦଳ କଂଗ୍ରେସ … Read More

ମୋଦିଙ୍କୁ ବିପଦ ୫ରାଜ୍ୟ

ନରେନ୍ଦ୍ର ମୋଦି ପୁଣି ଥରେ ପ୍ରାନମନ୍ତ୍ରୀ ହେବାରେ ୫ଟି ରାଜ୍ୟ ବାଧକ ସାଜିବାକୁ ଯାଉଛନ୍ତି। ଏକଥାକୁ ନରେନ୍ଦ୍ର ମୋଦି, ବିଜେପି ଅଧ୍ୟକ୍ଷ ଅମିତ୍ ଶାହ ଓ ବିରୋଧି ଦଳର ସମସ୍ତ ନେତାମାନେ ଭଲ ଭାବରେ ଜାଣିଛନ୍ତି। ୫୪୩ ସଦସ୍ୟ ବିଶିଷ୍ଟ ଲୋକସଭାରେ … Read More

ବିଧାୟକ ନୁହେଁ, ବହୁ ସାଂସଦଙ୍କ ଟିକଟ କଟିବ

ବିଧାନସଭା ପାଇଁ ସେଫ ଗେମ ଖେଳିବ ବିଜୁ ଜନତା ଦଳ। ଏକ ସମୟରେ ଚର୍ଚ୍ଚା ହେଉଥିଲା ଯେ, ଗତ ଥରର ୬ ୦-୭୦ଜଣ ବିଧାୟକଙ୍କୁ ଏଥର ବିଜୁ ଜନତା ଦଳ ରିପିଟ କରିବ ନାହିଁ। ଏମାନଙ୍କ ମଧ୍ୟରୁ ୫୦ବର୍ଷ ବୟସରୁ ଊର୍ଦ୍ଧ୍ୱ … Read More

ବଢ଼ୁଛି ପ୍ରଣବଙ୍କ ଟିକଟ ଚିନ୍ତା

ସାଧାରଣ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ହେବା ପରେ ଦଳୀୟ ଟିକଟ ପାଇବା ପାଇଁ ଏବେ ରାଜନୈତିକ ଉଷ୍ମତା ଜୋର ଧରିବାରେ ଲାଗିଛି। ରାଜ୍ୟର ବହୁ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ଧର୍ମଶାଳାରେ ଏବେ ପ୍ରମୁଖ ରାଜନୈତିକ ଦଳମାନଙ୍କର ଟିକଟ ଆଶାୟୀଙ୍କ ଭିଡ଼ ଯୋଗୁଁ ପାଣିପାଗ … Read More

ପୁରୀ ପାଇଁ ଅଣ୍ଟା ଭିଡ଼ିଲେଣି ସମ୍ବିତ୍‌ ପାତ୍ର

ଭୁବନେଶ୍ଵର, (ଓଟି): ଭାରତୀୟ ଜନତା ପାର୍ଟିର ଜାତୀୟ ମୁଖପାତ୍ର ତଥା ହିନ୍ଦୁତ୍ଵ ମୁଖା ସମ୍ବିତ୍‌ ପାତ୍ର ପୁରୀରୁ ପ୍ରାର୍ଥୀ ହେବା ନେଇ ବାତାବରଣ ସ୍ପଷ୍ଟ ହେଉଛି। ବିଜେଡି ଗଡ଼କୁ ଭାଙ୍ଗିବା ଲାଗି ତାଙ୍କ ଭଳି ଜଣେ ବକ୍ତାଙ୍କ ଆବଶ୍ୟକ ରହିଛି ବୋଲି … Read More

ବିପଦରେ ବିଶ୍ୱ : ସୁରକ୍ଷା ପାଇଁ ମଧ୍ୟବିତ୍ତ ଓ ଗରିବଙ୍କ ବିଶ୍ୱବ୍ୟାପୀ ଆନ୍ଦୋଳନ

ବିଭୂତି ପତି ସଫ୍ଦରଜଙ୍ଗ୍ ଏନ୍‌କ୍ଲେଭ୍‌, ନୂଆଦିଲ୍ଲୀ ୯୯୧୦୭୪୦୮୩୯ ଭାରତ ପରି ଦେଶ ଅର୍ଥନୈତିକ ପ୍ରଗତୀ ହାସଲ ଏବଂ ତାହାକୁ ନିରନ୍ତର ବଜାୟ ରଖିବାର ବହୁଳ ପ୍ରଚଳିତ ମାର୍ଗ ଆପଣେଇବା ଅପରିହାର୍ଯ୍ୟ । ଅଥବା ଆମେ ଏଥିପାଇଁ କ’ଣ କୌଣସି ବିକଳ୍ପ ମାର୍ଗ … Read More

ଗୀତା ମାହାତ୍ମ୍ୟା-୮: କର୍ମ ଅନାସକ୍ତ ହେବା ସହ ଈଶ୍ୱରଙ୍କୁ ଉତ୍ସର୍ଗୀକୃତ ହେବା ଆବଶ୍ୟକ

କର୍ମ କ’ଣ, ତାହା କେମିତି ହେବା ଆବଶ୍ୟକ। କାହିଁକି ଗୋଟିଏ ପ୍ରାଣୀ କର୍ମ କରିବ? ଜୀବନତତ୍ତ୍ଵର ଏକ ମୌଳିକ ପ୍ରଶ୍ନଗୁଡ଼ିକୁ ଏହି ଅଧ୍ୟାୟରେ ସ୍ଥାନୀତ କରାଯାଇ ତାହାର ଉତ୍ତର ଦେବାକୁ ଚେଷ୍ଟା କରାଯାଇଛି। ଅର୍ଜୁନଙ୍କ ବିଷାଦ ଦୂର ପାଇଁ ମନୁଷ୍ୟ ଆସକ୍ତି … Read More

ମେଣ୍ଟ ରାଜନୀତି : ନାୟକ ଏକ; ସେନାପତି ଅନେକ

ଲୋକସଭା ନିର୍ବାଚନର ବିଗୁଲ ବାଜି ସାରିଛି। ଲଢ଼େଇ ମୈଦାନ ଓ ତାରିଖ ଏବେ ପ୍ରସ୍ତୁତ। ବିଜେପି ନେତୃତ୍ୱାଧିନ ଏନଡ଼ିଏକୁ ଟକ୍କର ଦେବା ପାଇଁ ତଥାକଥିତ ମହାମେଣ୍ଟ ଦାବି କରିବାରେ ଲାଗିଲାଣି। କିନ୍ତୁ ପ୍ରକୃତ ପକ୍ଷେ ଯାହାକୁ ମହାମେଣ୍ଟ କୁହାଯାଉଛି ତାହା କେବଳ … Read More

ବିଜେପିକୁ ଫେରିପାରନ୍ତି ବିଜୟ ଓ ଦିଲ୍ଲୀପ

ଭୁବନେଶ୍ଵର, (ଓଟି): ଅଭିମାନ ଓ ଗୁରୁତ୍ଵ ପାଇଁ କିଛିଦିନ ତଳେ ବିଜେପି ଓ ବିଧାୟକ ପଦ ଛାଡ଼ିଥିବା ଶିଳ୍ପପତି ଦିଲ୍ଲୀପ ରାୟ ଏବଂ ତାଙ୍କ ବନ୍ଧୁ ତଥା ଓଡ଼ିଶା ରାଜନୀତିର ଅନ୍ୟତମ ହେବି ଓ୍ବେଟ୍‌ ବିଜୟ ମହାପାତ୍ର ପୁଣିଥରେ ପାର୍ଟିକୁ ଫେରିପାରନ୍ତି। … Read More