ଚାଷୀଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ର କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି : ରାହୁଲ

ନିର୍ବାଚନୀ ବିଗୁଲ ବାଜିବା ପରେ ପ୍ରଥମ ଥର ଓଡ଼ିଶା ଗସ୍ତରେ ଆସି ବରଗଡ଼ର ସରସରା ପଡିଆରେ ଜନସଭାକୁ ସମ୍ବୋଧିତ କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ। ବରଗଡରେ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗଦେବା ସହ … Read More

କଂଗ୍ରେସ ଛାଡ଼ିବେ ପ୍ରକାଶ!

ବିଜେଡି ନୁହଁ ବିଜେପିରେ ମିଶି ପାରନ୍ତି ସାଲେପୁର କଂଗ୍ରେସର ବିଧାୟକ ପ୍ରକାଶ ବେହେରା ଦଳରୁ ଇସ୍ତଫା ଦେଇ ବିଜେଡି ନୁହଁ ବିଜେପିରେ ମିଶି ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ପ୍ରକାଶ ବେହେରା ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ କଂଗ୍ରେସରୁ … Read More

କେନ୍ଦ୍ରାପଡ଼ା ବିଧାନସଭା: ବିଜେଡି ଦୁର୍ବଳ ହେଲେ କଂଗ୍ରେସକୁ ଫାଇଦା

ସାଧାରଣ ନିର୍ବାଚନରେ ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ୪ଟି ବିଧାନ ସଭା କ୍ଷେତ୍ରରେ କେଉଁ ଦଳରୁ କିଏ ପ୍ରାର୍ଥୀ ହେବ ସେନେଇ ଆଶା ଆଶଙ୍କା ଲାଗି ରହିଥିବା ବେଳେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ। ଏହି … Read More

ବିଶାଳ ପଟୁଆରରେ ଦାମଙ୍କୁ ସ୍ଵାଗତ କଲା ଓଡ଼ିଶା ବିଜେପି

ଭୁବନେଶ୍ଵର, (ଓଟି): ଅନେକ ସମୟରେ ଦାମ ବାଣରେ ଆଘାତ ହୋଇଥିବା ବିଜେପି ଆଜି ବିଜେଡିରୁ ବିତାଡ଼ିତ ଡା. ଦାମୋଦର ରାଉତଙ୍କୁ ପଟୁଆରରେ ନେଇ ପାଛୋଟି ଆଣିଛି। ବିମାନବନ୍ଦରଠାରୁ ଏହି ପଟୁଆର ବିଜେପି ଅଫିସ ଯାଏ ଆସିଥିଲା। ଶିଶୁଭବନ ଛକଠାରୁ ଜମିଥିବା ମାଇକ୍‌ … Read More

ବିଜୁ ଜନତା ଦଳକୁ ଅଡୁଆ ମହିଳା କୋଟା

ଲୋକସଭାରେ ନିର୍ବାଚନରେ ବିଜେଡ଼ି ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିବା ପାଇଁ ଟିକଟ ଦେବ ବୋଲି କେନ୍ଦ୍ରାପଡ଼ାରେ ମିଶନ ଶକ୍ତି ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଏହି ଘୋଷଣାକୁ ଅନେକ ନବୀନଙ୍କର ରାଜନୈତିକ ମାଷ୍ଟର ଷ୍ଟ୍ରୋକ ବୋଲି କହିଥିଲେ। … Read More

ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ଇସ୍ତଫା

ନୀଳଗିରି ବିଧାୟକ ଇଂ. ସୁକାନ୍ତ ନାୟକ ଆଜି ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି । ସୁକାନ୍ତ ନାୟକ ୨୦୧୪ରେ ଗତ ବିଧାନସଭା ନିର୍ବାଚନରେ ବାଲେଶ୍ୱର ଜିଲ୍ଲାର ନୀଳଗିରିରୁ ବିଜେଡି ଟିକେଟରେ ଲଢ଼ି ନିର୍ବାଚିତ ହୋଇଥିଲେ। ଦଳ ପକ୍ଷରୁ ଅଣଦେଖାର ଶିକାର … Read More

ଲୋ ବିପି ଅଛିକି? ଲୁଣ, ଅଦା, ତୁଳସୀ ହୋଇପାରେ ଅବ୍ୟର୍ଥ ମହୌଷଧୀ

ନିମ୍ନ ରକ୍ତଚାପ ବା ଲୋ ବିପିକୁ ଡାକ୍ତରୀ ଭାଷାରେ ହାଇପୋଟେନ୍‌ସନ୍‌ କୁହାଯାଏ । ଲେ ବିପି ହେଲେ ବାନ୍ତି ଆସିବା, ବେହୋସ୍ ହୋଇଯିବା, ଅସ୍ୱସ୍ତିକର ଅନୁଭବ ହେବା, ନିଶ୍ୱାସ ନେବାରେ କଷ୍ଟ ହେବା, ଆଖିକୁ ଠିକ୍ ନ ଦିଶିବା, ହାଲକା କାମରେ … Read More

ବିବାହ ପରେ ବଦଳିଗଲେ କପିଲ୍ : ଭାରତୀ ସିଂ

ଗତ ଡିସେମ୍ବର ମାସରେ ଟେଲି ଦୁନିଆର ଲୋକପ୍ରିୟ କମେଡ଼ି ଶୋ’ ‘ଦ କପିଲ୍ ଶର୍ମା ଶୋ’ ନୂଆ ଭାବେ ପୁଣିଥରେ ଆରମ୍ଭ କରାଯାଇଥିଲା । ଟିଆରପି କ୍ଷେତ୍ରରେ ଏହି ଶୋ’ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିପାରିଛି । ତେବେ … Read More

ଫେରିଲେ ଡ୍ୟାନ୍ସିଙ୍ଗ୍ ଅଙ୍କଲ, ନୂଆ ଭିଡିଓ ଭାଇରାଲ୍

ଡ୍ୟାନ୍ସିଙ୍ଗ୍ ଅଙ୍କଲ ଭାବେ ଲୋକପ୍ରିୟତା ଅର୍ଜନ କରିଥିବା ସଂଜିବ ଶ୍ରୀବାସ୍ତବଙ୍କର ଆଉ ଏକ ନୂଆ ଭିଡିଓ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ସୋସିଆଲ୍ ମିଡିଆରେ ରିଲିଜ୍ ହୋଇଥିବା ଏହି ନୂଆ ଭିଡିଓ ହେଉଛି ‘ଚାଚା ନାଚ୍’ । ଏହି … Read More

୫୪ତମ ଜନ୍ମଦିନରେ ସିକ୍ରେଟ୍ ସେୟାର୍ କଲେ ଅମୀର୍

ପ୍ରଶଂସକ ମହଲରେ ମିଷ୍ଟର୍ ପରଫେକ୍ଟ ବୋଲାଉଥିବା ଅମୀର୍ ଖାନ୍ ତାଙ୍କର ୫୪ ତମ ଜନ୍ମଦିନ ପାଳିଛନ୍ତି । ଏହି ଖୁସିର ଅବସରରେ ଅମୀର୍ ତାଙ୍କର କିଛି ସିକ୍ରେଟ୍ ମିଡିଆକୁ ଜଣାଇଛନ୍ତି । ଏକ ସାକ୍ଷାତକାରରେ ଅମୀର୍ଙ୍କୁ ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ … Read More