ମୃତକଙ୍କୁ ୨୫ ଲକ୍ଷ ସହାୟତା ଦେବ ବେଦାନ୍ତ

ଭୁବନେଶ୍ଵର, (ଓଟି): ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ଆଲୁମିନିୟମ୍‌ ପ୍ଲାଣ୍ଟ ସାମ୍ନାରେ ସୁରକ୍ଷାବଳ ଏବଂ ଗ୍ରାମବାସୀଙ୍କ ଭିତରେ ଚାଲିଥିବା ଉତ୍ତେଜନାରେ ଅନ୍ତ ଆଣିବା ଲାଗି ପ୍ଲାଣ୍ଟ କର୍ତ୍ତୃପକ୍ଷ ମୃତକଙ୍କ ପାଇଁ କ୍ଷତିପୂରଣ ସହାୟତା ଘେଶଷଣା କରିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କୁ କମ୍ପାନୀ ପକ୍ଷରୁ ୨୫ … Read More

ହତାଶ ହେବେ ଛାତ୍ର ନେତା ?

ରାଜ୍ୟର ତିନି ପ୍ରମୁଖ ରାଜନୈତିକଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ତାଲିକାକୁ ଚୂଡାନ୍ତ ରୂପ ଦେଉଥିବାବେଳେ କୌଣସି ଦଳର ଛାତ୍ରନେତାଙ୍କ ନାମ ଚର୍ଚ୍ଚାକୁ ନଆସିବା ଏବେ ଅନେକଙ୍କୁ ହତାଶ କରିଛି। ବିଶେଷକରି ବିଜେଡିରୁ ଟିକଟ ପାଇବାପାଇଁ ପାଗ ବାନ୍ଧିଥିବା କିଛି … Read More

ପ୍ରାର୍ଥୀ ତାଲିକା ଦେଖି ଉପକୂଳ ନେତା ଛାନିଆ

ବିଜେଡିର ପ୍ରଥମ ପର୍ଯ୍ୟାୟ ତାଲିକା ଦେଖି ଏବେ ଦଳର ଉପକୂଳିଆ ନେତା ଛାନିଆ। ବିଶେଷକରି ୭ ସାଂସଦଙ୍କୁ ଟିକଟ ନମିଳିବା, ଦଳଡିଆଁ ମାନଙ୍କୁ ଗୁରୁତ୍ୱ ଦିଆଯିବା ଓ ନାଁ ଗାଁ ଶୁଣାନଥିବା ବ୍ୟକ୍ତିଙ୍କୁ ଟିକଟ ମିଳିବା ଏବେ ଉପକୂଳ ବିଜେଡି ସାଂସଦ, … Read More

ମଇଦାନରେ ୨୨୯୩ ଦଳ

ନାମରେ କ’ଣ ଅଛି? ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନଙ୍କ ନିକଟରେ ଅଜବ ନାମ ସହ ଅନେକ ଦଳ ନିଜକୁ ତାଲିକାଭୁକ୍ତ କରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଟ୍ୱେଣ୍ଟି ୨୦ ପାର୍ଟି, ଜାଗତେ ରହେ।ପାର୍ଟି, ଇଣ୍ଡିଆନ ଲଭର୍ସ ପାର୍ଟି, ପାର୍ଟି, … Read More

୬ ଲୋକସଭା ଓ ୩୬ ବିଧାନସଭା ଆସନରେ କ˚ଗ୍ରେସ ତାଲିକା

ପ୍ରାର୍ଥୀ ତାଲିକାରେ ଜଣେ ମାତ୍ର ମହିଳା କୋରାପୁଟ ଆସନ ପାଇଁ ପ୍ରାର୍ଥୀ ଚୟନ ଚୂଡାନ୍ତ ହୋଇପାରିନାହିଁ ୨୦୧୯ ସାଧାରଣ ନିର୍ବାଚନ ପାଇଁ ଆଜି ବିଳମ୍ବିତ ରାତିରେ ପ୍ରଥମ ପର୍ଯ୍ୟାୟ କଂଗ୍ରେସ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଲୋକସଭାର ୬ ଓ ବିଧାନସଭାର … Read More

ଟାଇମ୍ସ ନାଓ-ଭିଏମଆର ସର୍ଭେ: ଏନଡ଼ିଏ-୨୮୩ : ୟୁପିଏ-୧୩୫

ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଏବେ ପ୍ରଚାର ମୁଡରେ ଆସିଗଲେଣି।। ଆଗାମୀ ନିର୍ବାଚନରେ କେଉଁ ଦଳର କ’ଣ ସ୍ଥିତି ରହିବ ସେ ଦିଗରେ ତଥ୍ୟ ଜାଣିବା ପାଇଁ ଟାଇମ୍ସ ନାଓ-ଭିଏମଆର ପକ୍ଷରୁ ସର୍ଭେ କରାଯାଇଥିଲା। ଏହି ସର୍ଭେ ରିପୋର୍ଟ ଅନୁସାରେ … Read More

ଯାହାବି କିଛି ଘଟିଛି ନବୀନବାବୁଙ୍କ ପାଇଁ : ପ୍ରମିଳା ବିଶୋଇ

ମୁଁ ହିନ୍ଦୀ କିମ୍ବା ଇଂରାଜୀ ଜାଣେନାହିଁ ଜୀବନର ପ୍ରଥମ ନିର୍ବାଚନ ସାଂସଦ ପାଇଁ ଲଢିବାକୁ କେବେ ବି ସ୍ୱପ୍ନରେ ସୁଦ୍ଧା ଭାବିନଥିବା ଗଞ୍ଜାମ ଜିଲ୍ଲାର ଜଣେ ୭୦ ବର୍ଷ ବୟସ୍କ ମହିଳାଙ୍କୁ ବିଜୁ ଜନତା ଦଳ ଆସିକା ଆନରେ ପ୍ରାର୍ଥୀ ଭାବେ … Read More

‘ଲଢ଼ାଇ ଜିତନୀ ଜୋରଦାର ହୋଗୀ, ଜିତ୍ ଭି ଉତନୀ ଶାନଦାର ହୋଗୀ’।

‘ଲଢ଼ାଇ ଜିତନୀ ଜୋରଦାର ହୋଗୀ, ଜିତ୍ଭୀ ଉତନୀ ଶାନଦାର ହୋଗୀ’ ବୋଲି ବିଜୁ ଜନତା ଦଳର ସୁନ୍ଦରଗଡ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହେବା ପରେ ଏଭଳି ମନ୍ତବ୍ୟ ଦେଇଛନ୍ତି ସୁନୀତା ବିଶ୍ୱାଳ। ବର୍ତ୍ତମାନ ସୁନ୍ଦରଗଡରେ ବିଜେପିର ଜୁଏଲ ଓରାମ … Read More

ରଣକ୍ଷେତ୍ର ପାଲଟିଲା ବେଦାନ୍ତ ପ୍ଲାଣ୍ଟ ପରିସର

ଦୁଇ ମୃତ, ୧୪୪ ଧାରା ଜାରି ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ଆଲୁମିନା ପ୍ଲାଣ୍ଟରେ ଆଜି ତୁମୁଳକାଣ୍ଡ ଘଟିଛି। ମୁହାଁମୁହିଁ ହୋଇଛନ୍ତି ଠିକା କର୍ମଚାରୀ ଓ କମ୍ପାନୀ ସୁରକ୍ଷାକର୍ମୀ। ଉତ୍ତ୍ୟକ୍ତ ଲୋକେ ପ୍ଲାଣ୍ଟ ପରିସରକୁ ଧସେଇ ପଶିବା ପରେ ସଂଘର୍ଷ ଘଟିଥିଲା। ଏଥିରେ … Read More

ସାଂସଦ ହେବାପରେ ପିନାକୀ ଭଲ କମେଇଛନ୍ତି ଆଉ ଅର୍ଜୁନ ହରାଇଛନ୍ତି

କଥାରେ ଅଛି ଭଲ ବ୍ୟବସାୟ ରାଜନୀତି। ଅର୍ଥାତ୍‌ ଏଥିରେ ଲାଭ ହିଁ ଲାଭ। ହେଲେ ବାସ୍ତବରେ ତାହା କ’ଣ ସତ? ଏମିତି ଏକ ପ୍ରଶ୍ନର ଉତ୍ତର ଖୋଜିଛନ୍ତି ‘ଇଲେକ୍ସନ୍‌ ୱାଚ୍‌’। ନିକଟରେ ଦୁଇଥର ସାଂସଦ ହୋଇଥିବା ଦେଶର ୧୫୩ ପ୍ରତିନିଧିଙ୍କ ସମ୍ପତ୍ତି … Read More