୨୯ରେ ପ୍ରଧାନମନ୍ତ୍ରୀ ଜୟପୁର ଆସିବେ
ନିର୍ବାଚନ ପ୍ରଚାରରେ ଆସନ୍ତା ୨୯ରେ ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିବେ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେଉଥିବା କୋରାପୁଟର ଜୟପୁରକୁ ଆସି ସେଠାରେ ନିର୍ବାଚନ ସଭାରେ ଭାଷଣ ଦେବେ। ଗତ ୮ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆସିଥିଲେ। … Read More











