ପୁରୀରୁ ସମ୍ବିତ ପାତ୍ର ହେବେ ବିଜେପି ପ୍ରାର୍ଥୀ, ଅନ୍ୟ ୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା
ଭୁବନେଶ୍ଵର, (ଓଟି): ଆଜ୍ୟର ଆଉ ୪ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତଲିକା ଘୋଷଣା କରିଛି ବିଜେପି। ଏଥିରେ ପୁରୀ ଲୋକସଭା ଆସନ ରହିଛି। ଅନେକ ଦିନ ଧରି ହେଉଥିବା ଚର୍ଚାରେ ମୋହ ମାରିଛନ୍ତି ବିଜେପି ନିର୍ବାଚନ କମିଟି। ଅର୍ଥାତ୍ ପୁରୀରୁ … Read More











