ଏପ୍ରିଲ୍‌୨ରୁ ସକାଳୁଆ ସ୍କୁଲ୍‌, ମେ’୬ରୁ ଛୁଟି

ଭୁବନେଶ୍ଵର, (ଓଟି): ଆସନ୍ତା ଏପ୍ରିଲ୍‌ ୨ ତାରିଖରୁ ସବୁ ସ୍କୁଲ୍‌ ସକାଳୁଆ ହେବ। ସକାଳ ସାଢ଼େ ୬ରୁ ସ୍କୁଲ୍‌ ଆରମ୍ଭ ହୋଇ ସାଢ଼େ ୧୦ ସୁଦ୍ଧା ଛୁଟି ହେବ। ଅତିବେଶୀରେ ଏହା ୧୧ଟାଯାଏ ଚାଲିପାରେ। ସରକାରୀ ସ୍କୁଲ୍‌ଗୁଡ଼ିକରେ ମଧ୍ୟାହ୍ନ ଭୋଜନ ୧୦ଟା … Read More

ୟୁପି ଓ କେରଳରୁ ଲଢ଼ିବେ ରାହୁଲ ଗାନ୍ଧି

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଥମ ଥର ପାଇଁ ପାରିବାରିକ ଆସନ ଆମେଥି ସହିତ କର୍ଣ୍ଣାଟକା ଏବଂ କେରଳ ସୀମାବର୍ତ୍ତୀ ଅଞ୍ଚଳ ୱାଇନାଡ଼ ଆସନରୁ ଲଢ଼ିବେ । ତେବେ ତାଙ୍କ ପ୍ରାର୍ଥୀତ୍ୱ ନେଇ ବିଧିବଦ୍ଧ ଘୋଷଣା ହୋଇନଥିଲେ ମଧ୍ୟ ଦଳର କେରଳ … Read More

ମମତାଙ୍କ ପାର୍ଟିରୁ କଂଗ୍ରେସ ହଟିଲା : ଏବେ କେବଳ ତୃଣମୂଳ

ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସରୁ ଇସ୍ତଫା ଦେଇ ଅଲଗା ହେବାର ୨୧ବର୍ଷ ପରେ ମମତା ବାନାର୍ଜୀଙ୍କ ପାର୍ଟିରୁ କଂଗ୍ରେସ ଶବ୍ଦ ହଟିବା ସହିତ ନୂଆ ଲୋଗୋ ଜାରୀ ହୋଇଛି। ନୂଆ ଲୋଗୋରେ ସବୁଜ ରଙ୍ଗରେ ତୃଣମୂଳ ଲେଖା ହୋଇଛି। ଲୋଗୋରେ ଦୁଇଟି ଫୁଲ … Read More

ବିଜେଡି-କଂଗ୍ରେସଠାରୁୁ ବଳିଗଲା ବିଜେପି ଘରର କଳି

ଚଳିତ ନିର୍ବାଚନରେ ଠଟିକଟ ପାଇନଥିବା ବିଜେଡି ଓ କଂଗ୍ରେସ ନେତାମାନେ ବିଜେପିରେ ଯୋଗ ଦେଉଥିବାବେଳେ ବିଜେପି ନେତାମାନେ ଖୁସି ସମ୍ଭାଳି ପାରୁନଥିଲେ। ଏଥିରେ ବିଜେପି ନେତାମାନେ ଆଉପାଦେ ଆଗକୁ ଯାଇ ଏହି ଦୁଇ ଦଳର ମୁଖିଆଙ୍କୁ ସମାଲୋଚନା କରିବାକୁ ପଛାଉନଥିଲେ। କିନ୍ତୁ … Read More

ପ୍ରତ୍ୟୁଷା ରାଜେଶ୍ଵରୀ ବିଜେପିରେ ଯୋଗଦେଲେ

ଭୁବନେଶ୍ଵର, (ଓଟି): କନ୍ଧମାଳର ସାଂସଦ ତଥା ବିଜେଡିରୁ ଟିକେଟ୍‌ ପାଇଁ ପ୍ରତ୍ୟାଖ୍ୟାତ ହୋଇଥିବା ପ୍ରତ୍ୟୁଷା ରାଜେଶ୍ଵରୀ ବିଜେପିରେ ଯୋଗ ଦେଇଛନ୍ତି। ସେ ବିଜେଡି ପ୍ରାର୍ଥୀ ବିରୁଦ୍ଧରେ ନୟାଗଡ଼ ବିଧାନସଭା ଆସନ ପାଇଁ ଲଢ଼ିପାରନ୍ତି। ଦଳ ପକ୍ଷରୁ ତାଙ୍କ ଟିକେଟ୍‌ ସ୍ପଷ୍ଟ ହୋଇ … Read More

ନିର୍ବାଚନରେ ମାତିଲେ, ଭୁଲିଗଲେ ପ୍ରତିଶ୍ରୁତି : ଚାଷୀ ପାଇଲେନି ସହାୟତା

କେନ୍ଦ୍ରାପଡ଼ା, (ପ୍ରଦୀପ କୁମାର ଜେନା): ଚାଷୀଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରି ଚାଷୀଙ୍କୁ ସହାୟତା ପ୍ରଦାନ କରୁଥିବା ପ୍ରଚାର କରାଯାଉଛି । କିନ୍ତୁ ଗତ ଖରିଫ ଋତୁରେ ଲଗାଣ ବର୍ଷା ଯୋଗୁ କ୍ଷତିଗ୍ରସ୍ଥ ହୋଇଥିବା ଚାଷୀଙ୍କୁ ସରକାର ଦେଇଥିବା ପ୍ରତିଶ୍ରୁତି … Read More

‘ବରଗଡ଼’, ‘ସମ୍ବଲପୁର’ ଓ ‘କଳାହାଣ୍ଡି’: ବିଜେଡିକୁ ବିଜେପିର ଉପହାର

ଓଡ଼ିଶାର ଯେଉଁ ପଶ୍ଚିମାଞ୍ଚଳକୁ ବିଜେପି ଗଡ଼ ଭାବେ ଗଢ଼ି ତୋଳୁଥିଲା ତାହାକୁ ତୋପ ଫୁଟାଇ ଧ୍ବଂସ କରିଦେଇଛନ୍ତି ବିଜେପିର ନିର୍ବାଚନ କମିଟି ସଦସ୍ୟ ତଥା ଉପଦେଷ୍ଟା। ଏହାଦ୍ଵାରା ତିନୋଟି ନିଶ୍ଚିତ ଆସନରେ ଏବେ ପରାଜୟ ବାଦଲ ଆଚ୍ଛାଦିତ ହେଉଛି ବୋଲି ରାଜ୍ୟ … Read More

ସମରେନ୍ଦ୍ର ମିଶ୍ର- ସପ୍ତଗିରି ଉଲ୍ଲାକା କଂଗ୍ରେସ ଲୋକସଭା ପ୍ରାର୍ଥୀ

କଂଗ୍ରେସ ପକ୍ଷରୁ ଆଉ ୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ବଲାଙ୍ଗିରରୁ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର ନିର୍ବାଚନ ଲଢ଼ିବେ। ଦଳ ତାଙ୍କୁ ଟିକେଟ୍ ଦେଇଛି। ସେହିପରି କୋରାପୁଟ ସଂରକ୍ଷିତ ଆସନରୁ ସପ୍ତଗିରି … Read More

ଗୀତା ମାହାତ୍ମ୍ୟ୦୧୬: ଆତ୍ମ ସଂଯୋଗ ଯୋଗ କ’ଣ, ଯୋଗୀ କିଏ

କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଅର୍ଜୁୁନଙ୍କ ବିଷାଦ ଦୂର କରିବା ପାଇଁ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କର୍ମସନ୍ୟାସ ଯୋଗ ସମ୍ପର୍କରେ ବୁଝାଇବା ପରେ ବି ଅର୍ଜୁନଙ୍କ ବିଷାଦ ଦୂର ହୋଇନାହିଁ । ଏହାପରେ ଭଗବାନ ତାଙ୍କୁ ଆତ୍ମସଂଯମଯୋଗ ସମ୍ପର୍କରେ ବୁଝାଇବାକୁ ଚାହିଁଛନ୍ତି । କହିଛନ୍ତି, … Read More

ବିଜେପିର ଦ୍ଵିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା, ୨୨ ମଣ୍ଡଳୀରେ କିଏ ହେଲେ ପ୍ରାର୍ଥୀ

ଭୁବନେଶ୍ଵର, (ଓଟି): ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ଆଉ ୨୨ ଜଣ ପ୍ରାର୍ଥୀଙ୍କ ନାଁ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଘୋଷଣା କରିଛି। ପୂର୍ବରୁ ୧୦୦ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ଅର୍ଥାତ୍‌ ଆଉ ୨୫ଟି ଆସନ ପାଇଁ … Read More