ଦକ୍ଷିଣ ଭାରତରେ ମୋଦିଙ୍କ କାମକୁ କମ‍୍‌ ସମର୍ଥନ

ଦକ୍ଷିଣ ଭାରତର ପଡ଼ୁଚେରୀ, କେରଲ ଓ ତାମିଲନାଡୁରେ ଲୋକମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାମକୁ ନେଇ ସବୁଠାରୁ କମ‍୍‌ ସନ୍ତୁଷ୍ଟ ଥିବାବେଳେ ଝାଡ଼ଖଣ୍ଡ, ରାଜସ୍ଥାନ ଓ ଗୋଆର ଲୋକମାନେ ସବୁଠାରୁ ଅଧିକ ସନ୍ତୁଷ୍ଟ ବୋଲି ମତ ଦେଇଛନ୍ତି। ସି-ଭୋଟର-ଆଇଏନଏସ ଟ୍ରାକର ପକ୍ଷରୁ ଲଗାତର … Read More

ବିଜେପିରେ ଯୋଗଦେଲେ ପ୍ରକାଶ ମିଶ୍ର

ଆଜି ରାଜ୍ୟ ବିଜେପି କାର୍ଯ୍ୟାୟଳରେ ପ୍ରକାଶ ମିଶ୍ର ବିଜେପିରେ ଯୋଗ ଦେଇଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପ୍ରକାଶ ମିଶ୍ର ବିଜେପିରେ ସାମିଲ ହୋଇଛନ୍ତି। ସେହିପରି ଶନିବାର ବିଜେଡ଼ି ଛାଡ଼ିଥିବା ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ମଧ୍ୟ ବିଜେପିରେ … Read More

ଡା. ସମ୍ୱିତ ପାତ୍ର : କାଶ୍ମୀର ଗେଟ ନିଗମ ପରାଜୟରୁ ପୁରୀ ଲୋକସଭା ପ୍ରାର୍ଥୀ

ବ୍ରାହ୍ମଣ ସମୀକରଣ ଉପରେ ନଜର ୧୯୫୨ରୁ ବିଜେପି ଜିତି ନାହିଁ ପୁରୀ ଲୋକସଭା ଧର୍ମକ୍ଷେତ୍ର ପୁରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ଯେଉଁ ପ୍ରଚାର ହେଉଥିଲା ବିଜେପିର ମୁଖପାତ୍ର ଡା. ସମ୍ୱିତ ପାତ୍ରଙ୍କ ନାମ ଘୋଷଣା ପରେ … Read More

ହୋଲି ଶୁଭେତ୍ସା ଜରିଆରେ ଉପସ୍ଥିତି ଜାହିର କଲେ ଅରୁପ

ଅପରାଜିତା ଷଡ଼ଙ୍ଗୀଙ୍କୁ ଭୁବନେଶ୍ୱର ଲୋକସଭା ପାଇଁ ପ୍ରାର୍ଥୀ ହେବା ପରେ ତାଙ୍କୁ ମୁକାବିଲ୍ଳା କରିବା ପାଇଁ ଜଣେ ପୂର୍ବତନ ପ୍ରଶାସକ ତଥା ବିଜେଡି ନେତା ଅରୁପ ପଟ୍ଟନାୟକ ହୋଲି ଶୁଭେତ୍ସା ଜରିଆରେ ଉପସ୍ଥିତି ଜାହିର କରିଛନ୍ତି। ତାଙ୍କ ନାମ ଭୁବନେଶ୍ୱର ଳୋକସଭା … Read More

କେନ୍ଦ୍ରରେ ଏଥର ଝୁଲା ସଂସଦ : ନବୀନ

ବିଜେଡିର ପ୍ରଚାର ଆରମ୍ଭ ଓଡ଼ିଶା ହକ୍ ପାଇଁ ବିଜେପି କେବେ ଲଢ଼ିନାହିଁ ବିଜେଡିର ରିମୋଟ୍ କଣ୍ଟ୍ରୋଲ ସାଢେ ୪କୋଟି ଓଡ଼ିଆଙ୍କ ପାଖରେ ରହିଛି ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟ ରାଜନୀତି ସେତିକି ସରଗରମ ହେଉଛି। ବିଭିନ୍ନ ପର୍ଯ୍ୟାୟର ନିର୍ବାଚନ ପାଇଁ … Read More

ରାହୁଲଙ୍କୁ କେରଳର ୱେନାର୍ଡରୁ ମୁକାବିଲ୍ଲା କରିବେ ସ୍ମୃତି

ଭାରତର ଯେ କୌଣସି ନିର୍ବାଚନ ମଣ୍ଡଳୀରେ ରାହୁଲ ଗାନ୍ଧୀ ଛିଡାହେଲେ ବି ବିଜେପି ନେତ୍ରୀ ସ୍ମୃତି ଇରାନୀ ତାଙ୍କର ମୁକାବିଲ୍ଲା କରିବେ। ସେ ଆମେଥି ହେଉକି କେରଳର ୱେନାର୍ଡ ହେଉ ସେଠି ମଧ୍ୟ ଲଢ଼ିବାକୁ ସ୍ମୃତି ଇରାନୀ ପ୍ରସ୍ତୁତ ଅଛନ୍ତି ବୋଲି … Read More

ଟିକଟ ବଣ୍ଟାକୁ ନେଇ କଂଗ୍ରେସରେ ବି କନ୍ଦଳ ଚରମରେ

ଟିକଟ ବଣ୍ଟନରେ ଅହେତୁକ ବିଳମ୍ୱ ଓ ପ୍ରାର୍ଥୀ ଚୟନ ବେଳେ ବିଜୟ ସମ୍ଭାବନା ଥିବା ନେତାଙ୍କୁ ଟିକଟ ଦିଆଯାଉ ନଥିବା ଅଭିଯୋଗ କରି କଂଗ୍ରେସ ଭିତରେ ପ୍ରବଳ ଉେତ୍ତଜନା ପ୍ରକାଶ ପାଉଛି। ଟିକଟ ପାଉ ନଥିବା ଆଶାୟୀ ସମର୍ଥକମାନେ ବିଭିନ୍ନ ସ୍ଥାନରେ … Read More

ବାଦ‍୍‌ ପଡ଼ିବେ ଉପବାଚସ୍ପତି ସାନନ୍ଦ

ସାଂସଦ ସରୋଜିନୀଙ୍କ ସମ୍ଭାବନା ଅଧିକ ଉପବାଚସ୍ପତି ସାନନ୍ଦ ମାରାଣ୍ଡି ବିଜେଡି ଟିକଟ ପାଇବାରୁ ବଞ୍ଚିତ ହେବେ ବୋଲି ସୂଚନା ମିଳିଛି। ଉପବାଚସ୍ପତି ସାନନ୍ଦଙ୍କର ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀ ପଟ୍ଟନାୟକଙ୍କଠାରେ ରିପୋର୍ଟ କାର୍ଡ ସନ୍ତୋଷଜନକ ନାହିଁ ବୋଲି ଜଣାପଡ଼ିଛି। ସାନନ୍ଦ ଲୋକପ୍ରିୟତା … Read More

କେନ୍ଦ୍ରାପଡ଼ା ଲୋକସଭା ଆସନକୁ ନେଇ ବିଜେଡି ଓ କଂଗ୍ରେସର ଅଙ୍କ ଛିଡ଼ୁନି

କେନ୍ଦ୍ରାପଡ଼ା, (ପ୍ରଦୀପ କୁମାର ଜେନା): କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେପି ଟିକେଟରେ ବୈଜୟନ୍ତ ପଣ୍ଡା ସାଂସଦ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା ପାଇଁ ସ୍ପଷ୍ଟ ହେବାପରେ ତାଙ୍କ ବିପକ୍ଷରେ ବିଜେଡି ଓ କଂଗ୍ରେସରୁ କିଏ ପ୍ରତିଦ୍ୱନ୍ଦିତା କରିବେ ସେନେଇ ଅଙ୍କ ଛିଡ଼ୁନି । … Read More

ଗୀତା ମାହାତ୍ମ୍ୟ-୧୭: ଆତ୍ମ ସଂଯୋଗ ଯୋଗ ସାଧନ ସମ୍ପର୍କରେ ଉପଦେଶ

ମନୁଷ୍ୟ ନିଜେ ନିଜର ମିତ୍ର ଓ ଶତ୍ରୁ ବୋଲି କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବୁଝାଇବା ସହ ମନୁଷ୍ୟ ନିଜ ସ୍ୱଭାବ ଓ ପ୍ରକୃତି ବଶତଃ କର୍ମ କରିଥାଏ ଏବଂ ସେହି କର୍ମ ଅନୁସାରେ ମନୁଷ୍ୟକୁ ଫଳ ମିଳୁଥିବାରୁ ମନୁଷ୍ୟ … Read More