ବିଜେପିରେ ବଢ଼ୁଛି ବିଦ୍ରୋହ, କଣ୍ଣେଲ ପଣ୍ଡା ଆଣିଲେ ଅଭିଯୋଗ

ସମ୍ବଲପୁର, ( ପ୍ରଫୁଲ୍ଲ କୁମାର ଦାଶ): ବିଜେପିରେ ତାଙ୍କୁ ପ୍ରତାରଣା ଦିଆଯାଇଛି। ଖାଲି ତାଙ୍କୁ ନୁହେଁ ପଶ୍ଚିମାଞ୍ଚଳର ଅନେକ ନେତା ପ୍ରତାରିତ ବୋଲି ଅଭିଯୋଗ କରିଛନ୍ତି ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ପୂର୍ବତନ ସୈନିକ ସେବା ପରିଷଦର ଉଭସଭାପତି ପ୍ରଭାତ ପଣ୍ଡା। … Read More

ନିର୍ବାଚନ ଲଢିବେ ନାହିଁ ଦିଲୀପ ତିର୍କୀ!

ବିଜୁ ଜନତା ଦଳ ପକ୍ଷରୁ ସପ୍ତାହକ ଆଗରୁ ସୁନ୍ଦରଗଡ଼ ଜିଲ୍ଲାର ୭ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ୬ଟି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇ ସାରିଛି। ତେବେ ଏପର୍ଯ୍ୟନ୍ତ ବୀରମିତ୍ରପୁର ଆସନ ପାଇଁ ଦଳ ପକ୍ଷରୁ ବିଧିବଦ୍ଧ ଭାବେ କାହାରି ନାମ … Read More

ରାୟଗଡ଼ାରେ ଭୋଟ୍‌ ବର୍ଜନ ଡାକରା

ରାୟଗଡ଼ା, (ଓଟି): ମାଓବାଦୀଙ୍କ ପକ୍ଷରୁ ଭୋଟ୍‌ ବର୍ଜନ ଡାକରା ଦିଆଯାଇଛି। ରାୟଗଡ଼ା ଜିଲ୍ଲା ବାଘୁନା ଡିଭିଜନାଲ୍‌ କମିଟି ପକ୍ଷରୁ ଏଥିନେଇ ପୋଷ୍ଟର ମରାଯାଇଛି। ଏପ୍ରିଲ୍‌ ୧୧ରେ ରାୟଗଡ଼ାରେ ହେବାକୁ ଥିବା ନିର୍ବାଚନକୁ ବର୍ଜନ କରିବାକୁ ସେମାନେ ଡାକରା ଦେଇଛନ୍ତି। ରାୟଗଡ଼ା ଏରିଆ … Read More

ବିଜେପିର ପ୍ରାର୍ଥୀ ତାଲିକା ପ୍ରକାଶ: ଖାରବେଳ ପ୍ରକାଶଙ୍କ ସମେତ ୯ ବିଧାନସଭା ପାଇଁ ନାଁ ଘୋଷଣା

ଭୁବନେଶ୍ଵର, (ଓଟି): ଭାରତୀୟ ଜନତା ପାର୍ଟି ଏହାର ୮ମ ଲୋକସଭା ପ୍ରାର୍ଥୀ ତାଲିକା ଓ ତୃତୀୟ ଓଡ଼ିଶା ବିଧାରନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଏଥିରେ କନ୍ଧମାଳ ଏବଂକଟକ ଲୋକସଭା ସମେତ ୯ ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା … Read More

ସ୍ବାଧୀନ ପ୍ରାର୍ଥୀ ହେବେ ସୀମନ୍ତିନୀ!

ଯାଜପୁର ଜିଲ୍ଲା ବଡଚଣାରେ ବିଜେପିର ନୂଆ ଓ ପୁରୁଣା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ଗତ ୨୦୧୪ରେ ବଡଚଣାରେ ବିଜେପି ପ୍ରାର୍ଥିନୀ ହୋଇଥିବା ବିଜେପି ରାଜ୍ୟ ସମ୍ପାଦିକା ସୀମନ୍ତିନୀ ଜେନା ଏଥର ଟିକେଟ୍ ପାଇନଥିବା ବେଳେ ନୂତନ ଭାବେ ଦଳରେ … Read More

ବିଜେପିରେ ଉତ୍କଳ ଭାରତ ବିଲୀନ: ଖାରବେଳ ପୁଣି ଧରିଲେ ପଦ୍ମ, ଲଢ଼ିବେ କନ୍ଧମାଳରୁ

ଉତ୍କଳ ଭାରତ ରାଜନୀତିକ ଦଳର ପ୍ରତିଷ୍ଠାତା ତଥା ପୂର୍ବତନ ସାଂସଦ ଐରଖାରବେଳ ସ୍ଵାଇଁ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ତାଙ୍କ ସହ ଉତ୍କଳ ଭାରତର ସମସ୍ତ କାର୍ଯ୍ୟକର୍ତ୍ତା ମଧ୍ୟ ବିଜେପିରେ ସାମିଲ୍‌ ହୋଇଛନ୍ତି। ଏହାଦ୍ଵାରା ଉତ୍କଳ ଭାରତର ବିଲୀନ ହୋଇଛି। … Read More

ବିଜେପିକୁ ବିଜେପୁର ସଙ୍କଟ, ନବୀନଙ୍କ ବିରୋଧରେ ଲଢ଼ିବାକୁ ଧର୍ମେନ୍ଦ୍ରଙ୍କୁ ପ୍ରସ୍ତାବ

ବଜରଙ୍ଗ ଦଳର ପୂର୍ବତନ ଜାତୀୟ ଆବାହକ ଓଡ଼ିଶା ବିଜେପିରେ ଆଗଧାଡ଼ିର ହିନ୍ଦୁତ୍ଵବାଦୀ ନେତା ସୁବାସ ଚୌହାନ ବିଜେପିର ସଦସ୍ୟ ହୋଇ ନିଜକୁ ଧିକ୍କାର ମନେ କରିଛନ୍ତି। ବିଗତ ନିର୍ବାଚନରେ ବିଜେପି ଓଡ଼ିଶାରେ ଦେଇଥିବା ସମସ୍ତ ଲୋକସଭା ପ୍ରାର୍ଥୀଙ୍କ ତୁଳନାରେ ଅଧିକ ଭୋଟ୍‌ … Read More

ବିଜେପିର ଔରଙ୍ଗଜେବ ଧର୍ମେନ୍ଦ୍ର : ରାଜ କିଶୋର ଦାସ

ବିଜେପିର ଏକଦା ଅତି କ୍ଷମତାଶାଳୀ ସାଧାରଣ ସମ୍ପାଦକ ଥିବା ତଥା ମୟୁରଭଞ୍ଜ ବିଜେପି ନେତା ରାଜକିଶୋର ଦାସ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାକୁ ପାଗଭିଡି ବସିଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦଳର ଔରଙ୍ଗଜେବ ବୋଲି ଅଭିହିତ କରିଛନ୍ତି। ଧର୍ମେନ୍ଦ୍ରଙ୍କୁ ଏଭଳି କଟୁ … Read More

ନିର୍ବାଚନ ଘୋଷଣାପତ୍ର : ପ୍ରତି ପରିବାରକୁ ମାସିକ ୧୦ ଲିଟର ମଦ

ଗୃହିଣୀମାନଙ୍କୁ ଘର ଚଳାଇବା ପାଇଁ ମାସିକ ୨୫ ହଜାର ଟଙ୍କା ନବ ବିବାହିତଙ୍କୁ ୧୦ଲକ୍ଷ ଟଙ୍କା ସହିତ ୧୦ଟି ସୁନା ଟଙ୍କା ନିର୍ବାଚନ ଜିତିବା ପାଇଁ ପ୍ରାର୍ଥୀମାନେ ପ୍ରତିଶ୍ରୁତି ଦେବା ବେଳେ ନିଜର ତଥା ସମାଜର ମର୍ଯ୍ୟାଦାକୁ କିପରି ଭୂଲି ଯାଇ … Read More

ବିଜେଡିର ୪ ବିଧାୟକଙ୍କ ଟିକେଟ୍‌ କଟିଲା

ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୯ଜଣ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଏଥିମଧ୍ୟରୁ ୪ ବିଧାୟକଙ୍କ ଟିକେଟ କାଟିଛନ୍ତି । ଏପରିକି ମନ୍ତ୍ରୀ ଥିବା ଲୋକସିଂହାରୁ ଯୋଗେନ୍ଦ୍ର ବେହେରାଙ୍କୁ ମଧ୍ୟ … Read More