ଉପଗ୍ରହ ନିରୋଧୀ କ୍ଷେପଣାସ୍ତ୍ର ‘ମିଶନ ଶକ୍ତି’ର ସଫଳ ପରୀକ୍ଷଣ

ବିଶ୍ୱର ଚତୁର୍ଥ ରାଷ୍ଟ୍ର ଭାବେ ଭାରତର କ୍ଷମତା ହାସଲ ଆଜି ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ (ଡିଆରଡିଓ) ଓଡ଼ିଶାର ଡ. ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଉପଗ୍ରହ ନିରୋଧୀ କ୍ଷେପଣାସ୍ତ୍ର (ଆଣ୍ଟି ସାଟେଲାଇଟ‌୍‍ ମିଶାଇଲ) ମିଶନ ଶକ୍ତି ସଫଳ ପରୀକ୍ଷଣ … Read More

ଅମଙ୍ଗ ଅରୁଣ

ନିର୍ବାଚନ ଯେତିକି ପାଖେଇ ଆସୁଛି ସବୁ ଦଳରେ ରାଜନୀତିକ ଉଷ୍ମତା କ୍ରମଶଃ କ୍ଲାଇମାକ୍ସ ଆଡ଼କୁ ଗତିକରୁଛି। ବିଶେଷକରି ଶାସକ ଦଳ ବିଜେଡିର ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ସର୍ବାଧିକ ଉଷ୍ମତା ପରିଲକ୍ଷିତ ହୋଇଛି। ତେବେ ଏହି ସମୟରେ ଭିନ୍ନ ଏକ ଘଟଣା ରାଜନୀତିକ … Read More

ସମ୍ୱଲପୁର ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ସୁବାସ!

ବରଗଡ ଲୋକସଭା ଆସନ ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚକ୍ରାନ୍ତ ଯୋଗୁଁ ଟିକଟ ପାଇବାରୁ ବଞ୍ଚିତ ହୋଇଥିବା ସୁବାସ ଚ୍ଭୌହ୍ୱାନ ଆଜି ବିଜେଡିରେ ଯୋଗ ଦେବା ପରେ ତାଙ୍କୁ ନେଇ ରାଜନୈତିକ ଅଟକଳ ଆରମ୍ଭ ହୋଇଯାଇଛି। ବିଜୁ ଜନତା ଦଳ ବର୍ତ୍ତମାନ ସୁଦ୍ଧା … Read More

ବିଜେଡିରେ ଯୋଗଦେଲେ ସୁବାସ ଚୌହ୍ୱାନ

ବରଗଡ଼ ଲୋକସଭା ଆସନ ପାଇଁ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ଚକ୍ରାନ୍ତର ଶୀକାର ହୋଇ ଦଳୀୟ ଟିକଟରୁ ବଞ୍ଚିତ ହେବା ପରେ ସୁବାସ ଚୌହ୍ୱାନ ଶାସକ ବିଜେଡିରେ ସାମିଲ ହୋଇଛନ୍ତି। ନିଜର ସମର୍ଥକମାନଙ୍କୁ ନେଇ ଶ୍ରୀ ଚୌହ୍ୱାନ ଆଜି ନବୀନ ନିବାସରେ … Read More

ନିର୍ବାଚନରୁ ଓହରିଲେ ପ୍ରଭାତ ବିଶ୍ୱାଳ

କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ ୨୦୧୯ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିଛନ୍ତି। ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ବୋଲି ସେ ଚିଠରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିବା କଥା ଜଣାପଡ଼ିଛି। … Read More

ବିଜେଡିରେ ଯୋଗଦେବେ ସୁବାସ ଚୌହାନ

ଖବର ପକ୍କା। ପୂର୍ବତନ ବିଜେପି ନେତା, ବରଗଡ଼ ସାଂସଦ ପ୍ରାର୍ଥୀ ଆଶାୟୀ କଟ୍ଟର ହିନ୍ଦୁତ୍ଵବାଦୀ ସୁବାସ ଚୌହାନ ବିଜେଡିରେ ଯୋଗଦେବେ। ଏଥିଲାଗି ନବୀନ ନିବାସରେ ସ୍ଵତନ୍ତ୍ର ଆୟୋଜନ ହୋଇଛି। ସୁବାସ ନିଜେ ବି ଭୁବନେଶ୍ଵରରେ ଉପସ୍ଥିତ ଅଛନ୍ତି। ସକାଳ ସାଢ଼େ ୧୧ଟାବେଳେ … Read More

ଲୋକସଭା ନିର୍ବାଚନ ପୂର୍ବରୁ ଓଡ଼ିଶାରୁ ୧.୫୪ କୋଟି ନଗଦ ଟଙ୍କା ଜବତ

ସାରା ଦେଶରୁ ୫୪୦ କୋଟି ନଗଦ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ତାମିଲନାଡ଼ୁ, ଉତ୍ତରପ୍ରଦେଶ ଓ ଆନ୍ଧ୍ରପ୍ରଦେଶରୁ ସର୍ବାଧିକ ପରିମାଣରେ ଟଙ୍କା ଜବତ ଲୋକସଭା ସାଧାରଣ ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଏବଂ ନିରପେକ୍ଷ କରିବା ଉଦ୍ଦେଶ୍ୟରେ ଭାରତର ନିର୍ବାଚନ ଆୟୋଗଙ୍କ … Read More

ସମ୍ବିତ ପାତ୍ରଙ୍କ ଜଗନ୍ନାଥଙ୍କ ମୂର୍ତ୍ତି ଧରି ପ୍ରଚାରକୁ କଂଗ୍ରେସର ବିରୋଧ

ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ଧରି ନିର୍ବାଚନ ପ୍ରଚାରକୁ କଂଗ୍ରେସ ବିରୋଧ କରିଛି। ଏ ନେଇ କଂଗ୍ରେସ ପୁରୀ ଲୋକସଭା ଆସନ ପାଇଁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ବିରୋଧରେ ନିର୍ବାଚନ ଅଧିକାରୀଙ୍କ … Read More

ଧର୍ମେନ୍ଦ୍ରଙ୍କ ମନୋମୁଖୀ କାରବାରକୁ ନେଇ ସଂଘ ଦୁଇ ଫାଳ

ରାଜନୀତିରେ ତିଷ୍ଠି ରହି ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନରେ ମସଗୁଲ ଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେପରି ଦଳର ମୂଳ ଲୋକମାନଙ୍କୁ ଅପମାନିତ କରି ସେମାନଙ୍କ ରାଜନୈତିକ ଜୀବନକୁ ଲୋପ କରିବା ପାଇଁ ଜାଲ ବିଛାଇବାରେ ଲାଗିଛନ୍ତି ତାକୁ ନେଇ ସଂଘ … Read More

ଆଡଭାନୀଙ୍କ ପରେ ମୁରଲୀ ମନୋହର ଯୋଶୀଙ୍କ ଟିକେଟ୍ କାଟିଲା ବିଜେପି

ଦଳରେ ଏବେ କୌଣସି ସଂସ୍କାର ନାହିଁ : ଯୋଶୀ ଲାଲକୃଷ୍ଣ ଆଡ଼ଭାନୀଙ୍କ ପରେ ବିଜେପିର ବରିଷ୍ଠ ନେତା ମୁରଲୀ ମନୋହର ଙ୍କ ଟିକେଟ କାଟିବା ପାଇଁ ନିଷ୍ପତ୍ତି ନେଇଛି ଦଳ । ଏହାପରେ ବିଜେପିର ଅନେକ ଟାଣୁଆ ନେତା ଟିକେଟ କଟିବା … Read More