ପାଦତଳୁ ଖସିଯାଉଛି ମାଟି : ଚିନ୍ତାରେ ଧର୍ମେନ୍ଦ୍ର

ମାସକ ପୂର୍ବରୁ ରାଜ୍ୟ ବିଜେପି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ହିଁ ବୁଝାଉଥିଲା। କିନ୍ତୁ ଏବେ ସେହି ସ୍ଥିତିରେ ବ୍ୟାପକ ପରିବର୍ତ୍ତନ ହେବାରେ ଲାଗିଛି। ଧର୍ମେନ୍ଦ୍ର ନ ଚାହିଁଲେ ବି ଦଳରେ ଅନେକ କଥା ଘଟିବାରେ ଲାଗିଛି। ଏସବୁ ଘଟଣା କେମିତି ହେଉଛିଓ … Read More

କେନ୍ଦ୍ରର ନିଯୁକ୍ତି ଦାବିକୁ ଅକ୍ସଫାମ ଝଟକା; ବଢୁଛି ବେରୋଜଗାରୀ

କେନ୍ଦ୍ର ସରକାରଙ୍କ ନିଯୁକ୍ତି ଦାବିକୁ ବଡ଼ ଝଟକା। ଦେଶ ଆଗଉଛି, ହେଲେ ନିଯୁକ୍ତି ସୁଯୋଗ କମୁଛି। ଲକ୍ଷ ଲକ୍ଷ ଲୋକ ଜୀବିକା ହରାଉଛନ୍ତି। କାର୍ଯ୍ୟ କ୍ଷେତ୍ରରେ ଲିଙ୍ଗଗତ ଓ ମଜୁରୀ ଅସମାନତା ଉଦବେଗଜନକ ଭାବେ ବୃଦ୍ଧି ପାଉଛି। ଅକ୍ସଫାମ ଇଣ୍ଡିଆର ଏଭଳି … Read More

ଭାରତୀୟ ରାଜନୀତିରେ ୭ଟି ପ୍ରମୁଖ ଦଳର ‘ନିର୍ବାଚନ ଚିହ୍ନ’ ଇତିହାସ

ଭାରତରେ ବିଭିନ୍ନ ରାଜନୈତିକ ଦଳକୁ ନିର୍ବାଚନ ଚିହ୍ନ ବଣ୍ଟନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନିର୍ବାଚନରେ ଛିଡା ହୋଇଥିବା ପ୍ରାର୍ଥୀଙ୍କୁ ମତଦାତାଙ୍କ ନିକଟରେ ପରିଚିତ କରିବାରେ ସହାୟତା କରିବ। ମତଦାତା ନିର୍ବାଚନ ଚିହ୍ନ ସାହାଯ୍ୟରେ ରାଜନୈତିକ ଦଳକୁ ମନେ ରଖି ଭୋଟ … Read More

ବାରଣାସୀରୁ ନିର୍ବାଚନ ଲଢ଼ିବେ ପ୍ରିୟଙ୍କା!

ଗାନ୍ଧି ପରିବାରର ପ୍ରିୟଙ୍କା ଗାନ୍ଧି ନିର୍ବାଚନ ଲଢ଼ିବା ପାଇଁ ମନବଳାଇଛନ୍ତି । ଦଳ ଚାହିଁଲେ ସେ ନିର୍ବାଚନ ଲଢ଼ିବେ ବୋଲି ଗତକାଲି କହିଥିବା ପ୍ରିୟଙ୍କା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପ୍ରାର୍ଥୀ ହେବାକୁ ନିଜର ଇଚ୍ଛା ପ୍ରକାଶ କରିଛନ୍ତି। ସେ … Read More

ସୁବାସଙ୍କୁ ରାଜ୍ୟ ସାଧାରଣ ସମ୍ପାଦକ ସହ ୪ ଜିଲ୍ଲା ଦାୟିତ୍ୱ

ଲୋକସଭା ଟିକେଟ ନପାଇବାରୁ ବିଜେପି ଛାଡ଼ିଥିବା ସୁବାସ ଚୌହାନଙ୍କୁ ବିଜେଡି ଆଜି ସାଂଗଠନିକ ପଦପଦବୀରେ ଥଇଥାନ କରିଛି। ବିଜେଡିରେ ଯୋଗ ଦେବାର ୨୪ଘଣ୍ଟା ନପୁରୁଣୁ ବିଜେଡି ତାଙ୍କୁ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେବା ସହ କଳାହାଣ୍ଡି, ବରଗଡ଼, … Read More

ନବୀନ ନିବାସର ଭିଡ଼ ଭିତରେ ମୁହଁ: ରାଉତ ଚରଣ ଲାଗୁରି

ନିର୍ବାଚନ ପାଇଁ ଆଶାୟୀ ହେବା ଆଉ ସେଇ ଆଶାୟୀଙ୍କ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆବାସିକ କାର୍ଯ୍ୟାଳୟ ଆଗରେ ଭିଡ଼ ଜମିବା କିଛି ନୂଆ କଥା ନୁହେଁ। ଗଲା କିଛିଦିନ ହେଲା ପରିସ୍ଥିତି ଏପରି ହୋଇଛଇ ଯେ, ଏୟାରପୋର୍ଟ ପାଖ ନବୀନ … Read More

ରାହୁଲଙ୍କ ‘ନ୍ୟୁନତମ ନିଶ୍ଚତ ରୋଜଗାର’ ଯୋଜନା କେତେଦୂର ସମ୍ଭବ?

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଚଳିତ ନିର୍ବାଚନରେ କ୍ଷମତା ଆସିଲେ ଦେଶର ୨୦ ପ୍ରତିଶତ ଗରିବ ଥିବା ପ୍ରତି ପରିବାରକୁ ବାର୍ଷିକ ୭୨ ହଜାର ଟଙ୍କା ଦେବାକୁ ଯେଉଁ ଘୋଷଣା କରିଛନ୍ତି, ସେଥିରେ କୌଣସି ଆଶ୍ଚର୍ଯ୍ୟ ହେବାର ନାହିଁ। କାରଣ ଏହା … Read More

ବିଜେଡି ଛାଡ଼ିଲେ ନୀଲୁ ଷଡ଼ଙ୍ଗୀ ଓ ମୋହନ ଜେନା, ବିଜେପି ଯିବା ସମ୍ଭାବନା

ଭୁବନେଶ୍ଵର, (ଓଟି): ପୁରୀ ମ୍ୟୁନିସିପାଲିଟିର ପୂର୍ବତନ ଅଧ୍ୟକ୍ଷ ତଥା ପୁରୀର ପ୍ରମୁଖ ବିଜେଡି ସଂଗଠକ ଜୟନ୍ତ( ନୀଲୁ) ଷଡ଼ଙ୍ଗୀ ବିଜେଡିର ପ୍ରାଥମିକ ସଭ୍ୟପଦରୁ ଇସ୍ତଫା ଦେଇଛନ୍ତି। ସେ ଦଳର ଜିଲ୍ଲା ସଭାପତିଙ୍କ ଉପରେ ଖପ୍ପା ହୋଇ ଦଳ ଛାଡ଼ିଥିବା କହିଛନ୍ତି। ଠିକ୍‌ … Read More

ବିବାଦୀୟ ବାବରୀ ଢାଞ୍ଚା ଭାଙ୍ଗିବା ନେତୃତ୍ୱ ନେଇଥିବା ଆଡ଼ଭାନୀ,ଯୋଶୀ,ଉମାଙ୍କୁ ସଂସଦରେ ଦେଖିବାକୁ ମିଳିବ ନାହିଁ

ଦୀର୍ଘ ୩୦ବର୍ଷ ପରେ ରାମ ମନ୍ଦିର ଆନ୍ଦୋଳନରେ ଜଡିତ ଥିବା ଓ ବାବରୀ ଢ଼ାଞ୍ଚାକୁ ଭାଙ୍ଗିବା ଦିଗରେ ଷଡଯନ୍ତ୍ର କରିଥିବା କୌଣସି ନେତା ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନରେ ଲଢ଼ୁନାହାନ୍ତି। ସେମାନଙ୍କ ମଧ୍ୟରେ ବିଜେପିର ପ୍ରତିଷ୍ଠାତା ଲାଲକୃଷ୍ଣ ଆଡ଼ଭାନୀ, ବରିଷ୍ଠ … Read More

ବିଜୟଙ୍କ ପ୍ରତ୍ୟାବର୍ତ୍ତନ : ବିଜେପି ନୁହେଁ; ବୈଜୟନ୍ତଙ୍କ ଲାଭ

ପାଞ୍ଚ ମାସ ତଳୁ ବିଜେପିରୁ ଇସ୍ତଫା ଦେଇଥିବା ବିଦ୍ରୋହୀ ନେତା ବିଜୟ ମହାପାତ୍ରଙ୍କୁ ଦଳର କେନ୍ଦ୍ରୀୟ ନେତୃତ୍ୱ ଫେରାଇ ଆଣିବାରେ ସଫଳ ହୋଇଛନ୍ତି। ବିଜୟ ଫେରିବା ପରେ ବିଜେପିର ଲାଭ ହେବ ବୋଲି ଅନେକ ମତ ଦେଉଥିବାବେଳେ ଏହାକୁ କିନ୍ତୁ ରାଜନୀତିକ … Read More