ନିର୍ବାଚନ ଲଢ଼ିବାକୁ ହାର୍ଦ୍ଦିକଙ୍କୁ କୋର୍ଟଙ୍କ ବାରଣ

ପଟିଦାର ଆନ୍ଦୋଳନରୁ ଲୋକଲୋଚନକୁ ଆସିଥିବା ହାର୍ଦ୍ଦିକଙ୍କୁ ଗୁଜରାଟ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି। ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିବା ସହିତ ବିଜେପିକୁ ପରାଜିତ କରିବାକୁ ସେ ଯେଉଁ ମନ ବଳାଇଥିଲେ ତାହା ଫସର ଫରଟି ଯାଇଛି। ୨୦୧୫ ମସିହାରେ ରାଜ୍ୟରେ ହୋଇଥିବା … Read More

କ’ଣ କହୁଛି ମୋଦୀ ଏବଂ ରାହୁଲଙ୍କ ଜନ୍ମକୁଣ୍ଡଳୀ

ଜନ୍ମକୁଣ୍ଡଳୀରେ ଗ୍ରହମାନଙ୍କ ସ୍ଥିତି କୌଣସି ବ୍ୟକ୍ତିଙ୍କ ସାଂସାରିକ ଜୀବନ ସଫଳତା ଓ ବିଫଳତାକୁ ଖାଲି ଉଲ୍ଲେଖ କରି ନଥାଏ, ବରଂ ସେମାନଙ୍କ ସ୍ୱଭାବ ଏବଂ ମାନସିକ ସ୍ଥିତି ସମ୍ପର୍କରେ ମଧ୍ୟ ଅନେକ କିଛି କହିଥାଏ। ୨୦୧୯ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ରାହୁଲ … Read More

‘କାଳିଆ’ ଓ ‘ରୟୁତୁ ବନ୍ଧୁ’ ଯୋଜନା : ବୁଡ଼ିବାକୁ ଯାଉଛି ଦୁଇ ରାଜ୍ୟର ଅର୍ଥବ୍ୟବସ୍ଥା

ଓଡ଼ିଶାର ‘କାଳିଆ’ ତେଲଙ୍ଗାନାର ରୟୁତୁ ବନ୍ଧୁ ଯୋଜନାର କାର୍ବନ କପି। ଉଭୟ ଯୋଜନାର ହେତୁ ହେଲା ଚାଷୀଙ୍କ ଭୋଟ ହାତେଇବା। ଗତବର୍ଷ ଅପ୍ରେଲରେ ତେଲଙ୍ଗାନା ଏହି ଯୋଜନା କରିଥିଲା। ନବୀନ ସରକାର କଲେ ବର୍ଷ ଶେଷରେ। ଏହି ଦୁଇ ରାଜ୍ୟର ଶାସକ … Read More

ନିଜାମାବାଦ୍‌ ଲୋକସଭା ନିର୍ବାଚନ ମଣ୍ଡଳୀରେ ବାଲଟ ପେପରରେ ମତଦାନ

୨୦୧୯ ଲୋକସଭା ନିର୍ବାଚନରେ ଦେଶର ସମସ୍ତ ଲୋକସଭା ନିର୍ବାଚନ ମଣ୍ଡଳୀରେ ଇଭିଏମ୍‌ରେ ଭୋଟ ଗ୍ରହଣ କରାଯିବାକୁ ଥିବାବେଳେ କେବଳ ମାତ୍ର ଗୋଟିଏ ଲୋକସଭା ନିର୍ବାଚନ ମଣ୍ଡଳୀର ଭୋଟରମାନେ ପୁରୁଣା ବାଲାଟ ପେପର ଜରିଆରେ ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିବେ। ଏହି … Read More

ସୁବାସଙ୍କ ସମର୍ଥକ ୯ ଜିଲ୍ଳା ପରିଷଦ ସଦସ୍ୟ ବିଜେପି ଛାଡ଼ିଲେ

ବିଜେପିରୁ ସୁବାସ ଚୌହ୍ୱାନ ଇସ୍ତଫା ଦେବା ପରେ ବରଗଡ଼ ଜିଲ୍ଲାର ଜିଲ୍ଲାପରିଷଦ ଉପରେ ପ୍ରଭାବ ପଡ଼ିଛି। ବରଗଡ଼ ଜିଲ୍ଲାର ୯ଜଣ ଜିଲ୍ଲା ପରିଷଦ ସଭ୍ୟ ଦଳ ଛାଡ଼ିଛନ୍ତି। ଜିଲ୍ଲା ପରିଷଦ ସଭ୍ୟଙ୍କ ଇସ୍ତଫା ପରେ ଏହାର ପ୍ରଭାବ ଚଳିତ ନିର୍ବାଚନରେ ପଡ଼ିବ … Read More

ବିଜେଡିରେ ବିଜେପି ପ୍ରାର୍ଥୀ ଭାଗିରଥୀ ସେଠୀ

ନିର୍ବାଚନୀ ଋତୁରେ ଚାଲିଛି ଦଳବଦଳ। ଟିକେଟ୍ ନ ମିଳିବାରୁ ଅନେକ ନେତା ଦଳ ବଦଳାଉଥିବା ବେଳେ ଜଣେ ପୂର୍ବତନ ବିଧାୟକ ଟିକେଟ୍ ପାଇ ସୁଦ୍ଧା ଦଳ ବଦଳାଇଛନ୍ତି। ତାଙ୍କ ନାଁ ଭାଗିରଥୀ ସେଠୀ। ସେ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ପୂର୍ବତନ … Read More

୨୦ ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା

ସର୍ବଭାରତୀୟ କଂଗ୍ରେସ କମିଟିର ସ୍ଵତନ୍ତ୍ର ନିର୍ବାଚନ କମିଟି ଆଜି ଓଡ଼ିଶା ବିଧାନସଭା ପାଇଁ ୨୦ଟି ନୂଆ ନାଁ ଘୋଷଣା କରିଛି। ୨୦ ଆସନରେ ସେମାନେ ବିଧାନସଭା ନିର୍ବାଚନ ଲଢ଼ିବେ। ତାଙ୍କୁ ପାର୍ଟି ଟିକେଟ୍‌ ଦେବ। ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। … Read More

କୋଲଗେଟ : ଦେବାଶୀଷଙ୍କ ମୁଣ୍ଡ ଉପରେ ସିବିଆଇ ଖଣ୍ଡା

ହଠାତ ଇଲେକସନ ଆଗରୁ ସୁପ୍ରିମକୋର୍ଟରେ କୋଲଗେଟ କଥା ଉଠିବାରୁ ବିଜେଡି ନେତାଙ୍କୁ ଛନକା ପଶିଛି। ଦଳର ଅନେକ ନେତା ଭାରି ବିଚଳିତ ଓ ବିବ୍ରତ ହେଇପଡିଚନ୍ତି। କାରଣ ମରଣ ଠାରୁ ଘୋଷଡା ବେଶି ବାଧେ। ଅତୀତରେ ସିବିଆଇ ଘୋଷଡା ଯୋଗୁ ଦଳର … Read More

କୋରାପୁଟରେ ମୋଦି: ବିଜେଡି ସରକାରଙ୍କୁ ଅଣ ସମ୍ବେଦନଶୀଳ କହିଲେ

ଭୁବନେଶ୍ଵର, (ଓଟି)। ଦୀର୍ଘଦିନ ଧରି ଓଡ଼ିଶାରେ ଶାସନ ଚଳାଇଥିବା ବିଜେଡି ନେତୃତ୍ଵାଧୀନ ସରକାରଙ୍କୁ ସମ୍ବେଦନହୀନ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଆପଣଙ୍କ ଏହି ଚୌକିଦାର ଦେଶ ଓ ରାଜ୍ୟକୁ ବିକାଶ ରାସ୍ତାରେ ନେବ ବୋଲି କହିବା ସହ ଏ ସରକାରଙ୍କୁ ଝଟକା … Read More

୭ ଲୋକସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା, ପୁରୀରୁ ସତ୍ୟ, ବାଲେଶ୍ଵରରୁ ନବଜ୍ୟୋତି

ଭୁବନେଶ୍ଵର, (ଓଟି): ରାଜ୍ୟ କଂଗ୍ରେସ ମୁଖିଆଙ୍କ ପୁଅ ତଥା କଂଗ୍ରେସର ଦୈନନ୍ଦିନ ବ୍ୟାପାର ବୁଝୁଥିବା ନବଜ୍ୟୋତି ପଟ୍ଟନାୟକ ବାଲେଶ୍ଵର ସଂସଦୀୟ ମଣ୍ଡଳୀରୁ ପ୍ରାର୍ଥୀ ହେବେ। ରାଜ୍ୟ କଂଗ୍ରେସର ଏହି ନିଷ୍ପତ୍ତି ଉପରେ ଏଆଇସିସି ଚୟନ କମିଟି ମୋହର ଲଗାଇଛନ୍ତି। ସେହିପରି ପୁରୀ … Read More