ବିଜେଡ଼ିରେ ମିଶିଲେ କାକଟପୁରର ବିଜେପି ପ୍ରାର୍ଥୀ

ନିକଟରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ପୂର୍ବତନ ବିଧାୟକ ଭାଗିରଥୀ ସେଠୀ ବିଜେପିରୁ ଟିକେଟ ପାଇବା ପରେ ବିଜେଡିରେ ସାମିଲ ହୋଇଥିବା ବେଳେ ଆଜି ଆଉ ଜଣେ ନେତା ମଧ୍ୟ ତାଙ୍କ ରାସ୍ତା ଆପଣାଇଛନ୍ତି। ୟାଙ୍କ ନାଁ ତୁଷାରକାନ୍ତି ବେହେରା। ତୁଷାରକାନ୍ତିଙ୍କୁ ବିଜେପି … Read More

କଂଗ୍ରେସ-ବିଜେଡି ଗରିବ ଓ କୃଷକଙ୍କ ଶତ୍ରୁ

ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି।  ପ୍ରଧାନମନ୍ତ୍ରୀ ମୋଦୀ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାର କୃଷ୍ଣନଗର ପଡ଼ିଆରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଉଦବୋଧନ ଦେବା ପୂର୍ବରୁ ପ୍ରଥମେ ସମ୍ବଲପୁରୀ ଭାଷାରେ ସମସ୍ତଙ୍କୁ … Read More

ଲୋକସଭା ନିର୍ବାଚନକୁ ନେଇ ଦକ୍ଷିଣ ଭାରତର ୭ମୁଖ୍ୟମନ୍ତ୍ରୀ ଚିନ୍ତାରେ

ଦକ୍ଷିଣ ଭାରତର ରାଜ୍ୟ ଗୁଡିକର ରାଜନୀତି ସେମାନେ ପ୍ରସ୍ତୁତ କରିଥିବା ରାସ୍ତାରେ ଚାଲିଥାଏ। ଦିଲ୍ଲୀର ରାଜନୀତି ଦକ୍ଷିଣ ଭାରତର ରାଜ୍ୟମାନଙ୍କ ଉପରେ କୌଣସି ପ୍ରଭାବ ପକାଏ ନାହିଁ। କିନ୍ତୁ ଦକ୍ଷିଣ ଭାରତର ରାଜନୀତି ଦିଲ୍ଳୀ ରାଜନୀତିକୁ ପ୍ରଭାବିତ କରିଥାଏ। ବିଗତ ଦଶନ୍ଧି … Read More

ଆଦର୍ଶ ଆଚରଣ ବିଧିର ଉଲଙ୍ଘନ: ମନ୍ଦିର କାନ୍ଥରେ ଦଳୀୟ ଚିହ୍ନ

ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ରସୁଲପୁର ବ୍ଲକରୁ ୯ଗୋଟି ପଞ୍ଚାୟତ ସାମିଲ ହୋଇଛି। ପଞ୍ଚାୟତ ଗୁଡିକ ମଧ୍ୟରୁ ନଠୁଆବର ପଞ୍ଚାୟତରେ ଆଦର୍ଶ ଆଚରଣବିଧି ଉଲଙ୍ଘନ ହୋଇଛି। ପଞ୍ଚାୟତ କୃଷ୍ଣପଡା ଗ୍ରାମର ଗ୍ରାମଦେବତୀ କୁଆଶୁଣୀ ମନ୍ଦିର ବିଜେଡି କବଜାରେ ରହିଛି। ମନ୍ଦିର ମୁଖଶାଳା ଗୃହ … Read More

ବିରୋଧିଙ୍କ ଚ୍ୟାଲେଞ୍ଜର ସାମ୍ନା କରୁଛନ୍ତି ରାଜନୀତିର ଚତୁର ଖେଳାଳି

ରାଜନୀତି ସହ ସିଧାସଳଖ ନିଜର ପରିଚୟ ନଥିବା ନବୀନ ପଟ୍ଟନାୟକ ପିତା ବିଜୁ ପଟ୍ଟନାୟକଙ୍କ ପରଲୋକ ପରେ ଆସିଥିଲେ ଓଡ଼ିଶା। ରାଜନୈତିକ ଦୁନିଆ ସହ ତାଙ୍କର ଅଭିଜ୍ଞତା ଓ ଅନୁଭୂତି କମଥିବାରୁ ସେ କେତେ ଦିନ ରାଜନୀତିରେ ରହିବେ, ତାହାକୁ ନେଇ … Read More

୩ରୁ ଦକ୍ଷିଣ ଓଡ଼ିଶାରୁ ନବୀନଙ୍କ ମାରାଥନ ପ୍ରଚାର ଆରମ୍ଭ

ବିଜେଡିର ବିଜୟ ବାନା ଉଡାଇବା ପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକ ଏପ୍ରିଲ ୩ରୁ ମାରାଥନ ପ୍ରଚାର ଆରମ୍ଭ କରିବେ। ପୂର୍ବରୁ ନୟାଗଡରେ ପ୍ରଚାର ମୈଦାନକୁ ଓହ୍ଲାଇ ସାରିଛନ୍ତି ନବୀନ । ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା … Read More

ସମ୍ୱିତ୍ ପାତ୍ରଙ୍କ ଅଭିନବ ପ୍ରଚାର

ବିଜେପି ନେତା ସମ୍ୱିତ୍ ପାତ୍ର ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀପତ୍ର ଦାଖଲ କରିବା ପରେ ଏବେ ପ୍ରଚାରରେ ଲାଗିପଡ଼ିଛନ୍ତି। ସେ ତାଙ୍କ ପ୍ରଚାର ଅଭିନବ ଢଙ୍ଗରେ କରୁଥିବାରୁ ତାହା ଜାତୀୟ ମିଡ଼ିଆରେ ଶିରୋନାମା ହେବାରେ ଲାଗିଛି। ସେ କେତେବେଳେ ବୁଢ଼ି … Read More

ଆଉ ୯ ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା, ୩ ବରିଷ୍ଠ କଟିଲେ, ଭର୍ତ୍ତୃହରି ସୁରକ୍ଷିତ

କଟକ ଲୋକସଭା ଆସନରେ ଭର୍ତ୍ତୃହରି ମହତାବ ହିଁ ନିର୍ବାଚନ ଲଢ଼ିବେ। ବିଜେଡି ତାଙ୍କ ପାଇଁ ସପ୍ତମଥର ଲାଗି ସାଂସଦ ହେବାର ସୁଯୋଗ ଦେଇଛି। ୧୯୯୮ ମସିହାରୁ ସେ କଟକ ଆସନରେ ନିର୍ବାଚନ ଲଢ଼ି ବିଜୟୀ ହେଉଛନ୍ତି। ଏଥର ପାର୍ଟି ତାଙ୍କୁ ଟିକେଟ୍‌ … Read More

ଆଜିଠାରୁ ବଦଳିଲା ଟିକସ ସମ୍ପର୍କିତ ଅନେକ ନିୟମ

ଏପ୍ରିଲ ୧ ତାରିଖଠାରୁ ନୂଆ ଆର୍ଥିକ ବର୍ଷ ୨୦୧୯- ୨୦ର ଶୁଭାରମ୍ଭ ହୋଇଛି। ଫଳରେ ଆଜିଠାରୁି ଅନେକ ପ୍ରକାରର ଟିକସ ସମ୍ପର୍କିତ ପରିବର୍ତ୍ତନ ଦେଖାଦେବ। ଏଥିରେ ମଧ୍ୟ ବ୍ୟକ୍ତିଗତ ଆର୍ଥିକସ୍ଥିତି ସମ୍ପର୍କିତ ଅନେକ ପରିବର୍ତ୍ତନ ରହିଛି। ଏହା ବ୍ୟକ୍ତିଗତ ନିବେଶ ଓ … Read More

ଆମେ ବହୁତ ଭଲ କରିବୁ: ନବୀନ

ଆଗାମୀ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ବହୁତ ଭଲ କରିବ ବୋଲି ସୋମବାର ଦିନ ଦଳର ମୁଖ୍ୟ ନବୀନ ପଟ୍ଟନାୟକ କହିଛନ୍ତି। ନୟାଗଡ଼ରୁ ନବୀନ ତାଙ୍କର ପ୍ରଥମ ନିର୍ବାଚନୀ ସଭା ଆରମ୍ଭ କଲା ବେଳେ ସେଠାରେ ସେ ଦୃଢ଼ୋକ୍ତି ପ୍ରକାଶ … Read More