ବସ୍‌ ଉପରୁ ନବୀନଙ୍କ ପ୍ରଚାର ଆରମ୍ଭ, ବିଜେପି ନେତାଙ୍କୁ ଟାର୍ଗେଟ

କଂଗ୍ରେସ ନୁହେଁ, ବିଜେପି ହିଁ ବିଜେଡିର ପ୍ରଧାନ ପ୍ରତିଦ୍ଵନ୍ଦ୍ଵୀ। ରାଜ୍ୟରେ ଏହି ସ୍ଥିତିକୁ ବିଜେଡି ପରୋକ୍ଷରେ ସ୍ଵୀକାର କରିଛି। ବିଜେଡି ପାଇଁ ପ୍ରଚାର ତ୍ଵରାନ୍ବିତ କରିବାକୁ ଯାଇ ନବୀନ ଯେଉଁ ରଣନୀତି ଧାରଣ କରିଛନ୍ତି ସେଥିରୁ ଏହା ସ୍ପଷ୍ଟ ଜଣାପଡ଼ୁଛି। ନିର୍ବାଚନ … Read More

ମାର୍ଚ ଦରମା ଦେଇପାରିଲାନି ଜେଟ୍‌ ଏୟାରଓ୍ବେଜ୍‌

ଭୁବନେଶ୍ଵର, (ଓଟି): ପନ୍ଦର ହଜାର କୋଟି ଟଙ୍କା ଋଣରେ ବୁଡ଼ି ରହିଥିବା ଜେଟ୍‌ ଏୟାର୍‌ଓ୍ବେଜ୍‌ କର୍ମଚାରୀଙ୍କୁ ଦରମା ଦେବାରେ ଅକ୍ଷମ ପ୍ରକାଶ କରିଛି। ମାର୍ଚ ମାସର ଦରମା ଆହୁରି ବିଳମ୍ବ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଋଣ ଦାତାଙ୍କ ସହ … Read More

ଜାଣନ୍ତୁ ବିଜେଡିର ୭ ମହିଳା ସାଂସଦ ପ୍ରାର୍ଥୀଙ୍କ ସମ୍ପର୍କରେ

ନିର୍ବାଚନରେ ମହିଳାଙ୍କ ପାଇଁ ପ୍ରତିଶ୍ରୁତି ରକ୍ଷା କରିବାର କଥା ଉଠିଲେ, ଦେଶର ସବୁ ରାଜନେତାଙ୍କ ଠାରୁ ଆଗରେ ରହିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଯେଉଁଥିପାଇଁ ଜାତୀୟ ରାଜନୀତିରେ ତାଙ୍କୁ ସବୁଠାରୁ ବିଶ୍ବାସ ଯୋଗ୍ୟ ରାଜନେତା ଭାବେ ଗ୍ରହଣ କରାଯାଏ … Read More

ପୁଣି କଂଗ୍ରେସକୁ ଝଟ୍‌କା: ବିଭୁ ତରାଇ ଇସ୍ତଫା ଦେଲେ

ରାଜ୍ୟ ନେତୃତ୍ଵ ଉପରେ ଅସନ୍ତୋଷ ଜାହିର କରି ଗୋଟିଏ ପରେ ଗୋଟିଏ ନେତା ଦଳର ନିଷ୍ପତ୍ତିକୁ ଅବଜ୍ଞା କରିବାରେ ଲାଗିଛନ୍ତି। ଏପରିକି ପାର୍ଟି ଟିକେଟ୍‌ ପାଇ ମଧ୍ୟ ତାହାକୁ ସ୍ଵୀକାର କରୁ ନାହାନ୍ତି କଂଗ୍ରେସ ନେତାଏଁ। ସେ ଜାନକୀ ନନ୍ଦନ ପୃଥ୍ବୀବଲ୍ଲଭ … Read More

ସର୍ବଭାରତୀୟ ଚାକିରିରେ ଲ୍ୟାଟେରାଲ୍‌ ଏଣ୍ଟ୍ରି ସୁବିଧା କରିବ କଂଗ୍ରେସ

ଭୁବନେଶ୍ଵର, (ଓଟି): ଘରୋଇ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ପ୍ରଫେସନାଲ୍‌ଙ୍କୁ ଲ୍ୟାଟେରାଲ୍‌ ଏଣ୍ଟ୍ରି ମାଧ୍ୟମରେ ଯୁଗ୍ମ ପାହ୍ୟା ଦେବାପାଇଁ ଦ୍ଵାର ଉନ୍ମୁକ୍ତ କରିଥିବା ଏନ୍‌ଡିଏ ସୀରକାରଙ୍କ ଯୋଜନାକୁ ଆଉ ପାଦେ ଆଗକୁ ନେବାକୁ ଘୋଷଣା କରିଛି କଂଗ୍ରେସ। ପାର୍ଟିର ଅଧ୍ୟକ୍ଷ ରାହୁଲ … Read More

କଂଗ୍ରେସ ହରଡ଼ଘଣାରେ : ଯୁଧିଷ୍ଠିର ସାମନ୍ତରାୟ ନିର୍ବାଚନ ଲଢ଼ିବାକୁ ମନାକଲେ

ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଥିବାବେଳେ ପିପିଲିରୁ ଦଳୀୟ ପ୍ରାର୍ଥୀ ହୋଇଥିବା ଯୁଧିଷ୍ଠିର ସାମନ୍ତରାୟ ନିର୍ବାଚନ ଲଢ଼ିବା ପାଇଁ ଅନିଚ୍ଛା କଂଗ୍ରେସକୁ ଚିନ୍ତାରେ ପକାଇଛି। ଶ୍ରୀ ସାମନ୍ତରାୟ ଦଳୀୟ ନେତୃତ୍ୱଙ୍କୁ ଦାୟୀ କରି ନିର୍ବାଚନ ଲଢ଼ିବାକୁ ମନା କରିଛନ୍ତି। … Read More

ଦେବା ପାଇଁ ନୁହେଁ; ମାଗିବାକୁ ଆସିଥିଲେ ମୋଦି : ବିଜେଡି

ଶାସନ କ୍ଷମତାରେ ୫ବର୍ଷ ରହିବା ଭିତରେ କେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଳାହାଣ୍ଡି କଥା ଚିନ୍ତା କରିନାହାଁନ୍ତି କିମ୍ବା କିଛି ସ୍ବତନ୍ତ୍ର ଅନୁଦାନ ଦେଇନାହାଁନ୍ତି । ପାଞ୍ଚ ବର୍ଷ ମଧ୍ୟରେ ସେ କଳାହାଣ୍ଡିକୁ କିଛି ଦେବା ପାଇଁ ନୁହେଁ, ମାଗିବାକୁ ଆସିଛନ୍ତି। … Read More

କିଏ ସତ କହୁଛି : ମୋଦି ନା ଶାହା ?

ଓଡ଼ିଶାର ଏବେ ଆଞ୍ଚଳିକ ପ୍ରଶ୍ନ ‘ଉଜ୍ଜ୍ୱଳା’ ଯୋଜନାର ସତ କ’ଣ? ମହିଳାଙ୍କ ପାଇଁ ମୋଦି ସରକାରଙ୍କ ସବୁଠାରୁ ବଡ଼ ଯୋଜନା ଉଜ୍ଜ୍ୱଳାରେ ରାଜ୍ୟର କେତେ ମହିଳାଙ୍କୁ ମାଗଣାରେ ଗ୍ୟାସ୍ ମିଳିଛି ସେ ଅଙ୍କକୁ ନେଇ ଦ୍ୱନ୍ଦ ବଢ଼ିବାରେ ଲାଗିଛି। କାରଣ ଖୋଦ୍ … Read More

ଚିଟଫଣ୍ଡ ଅଭିଯୁକ୍ତଙ୍କୁ ବିଜେଡି ଟିକଟ : ପ୍ରତାପ ଷଡଙ୍ଗୀ

ବିଜୁ ଜନତା ଦଳର ଯେଉଁ ସାଂସଦ ଓ ବିଧାୟକମାନେ ଚିଟ୍‍ ଫଣ୍ଡରେ ସାମିଲ ଥିଲେ ସେମାନେ ସମସ୍ତଙ୍କୁ ଏବେ ପୁଣି ବିଜେଡି ଡାକିଆଣି ଟିକେଟ ଦେଇଛି। ତେଣୁ ଚିଟଫଣ୍ଡ ମାନେ ବିଜେଡି, ବିଜେଡି ମାନେ ଚିଟଫଣ୍ଡ, ଏକଥା ଆଜି ଓଡିଆ ଲୋକ … Read More

ନିର୍ବାଚନରେ ପରଷ୍ପର ବିରୋଧରେ ବାମପନ୍ଥୀ

କଂଗ୍ରେସ ସହ ସିପିଆଇ ଓ ସିପିଏମ୍‍ ମେଣ୍ଟ କରି କେତେକ ଆସନରୁ ଓଡିଶାରେ ନିର୍ବାଚନ ଲଢୁଥିବାବେଳେ ଏହି ମେଣ୍ଟର ପ୍ରାର୍ଥୀଙ୍କ ବିରୁଦ୍ଧରେ ଅନ୍ୟ ବାମପନ୍ଥୀ ଦଳମାନେ ନିର୍ବାଚନ ମଇଦାନକୁ ଓହ୍ଲାଇବା ଏକ ଗୋଳମାଳିଆ ପରିସ୍ଥିତି ସୃଷ୍ଟି କରିଛି। ନିର୍ବାଚନ ଘୋଷଣା ପୂର୍ବରୁ … Read More