ଶଶିଭୂଷଣ ବେହେରା କେନ୍ଦ୍ରାପଡ଼ା ବିଜେଡି ପ୍ରାର୍ଥୀ

ବିଜେଡି ଆଜି ରାତିରେ କେନ୍ଦ୍ରାପଡ଼ା ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। କେନ୍ଦ୍ରାପଡ଼ା ଆସନରୁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ବିଜେଡି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ବିଜେଡି ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ କେନ୍ଦ୍ରାପଡ଼ା ଆସନକୁ ଶେଷ ମୁହୂର୍ତ୍ତ … Read More

ଭୁବନେଶ୍ୱର ଏୟାରପୋର୍ଟରେ ଲାଗୁ ହେଲା ନୂଆ ପାର୍କିଂ ନୀତି

ବ୍ୟକ୍ତିଗତ ଗାଡ଼ି ପାଇଁ କୌଣସି ପାର୍କିଂ ଦେୟ ପଡିବ ନାହିଁ ଆଜିଠାରୁ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ନୂଆ କାର ପାର୍କିଂ ନୀତି ଲାଗୁ ହୋଇଛି । ଘରୋଇ ବା ବ୍ୟକ୍ତିଗତ ଗାଡ଼ିଗୁଡ଼ିକ ଯାତ୍ରୀମାନଙ୍କୁ ଏୟାରପୋର୍ଟରେ ଡ୍ରପ କରିବା ଓ … Read More

ଶାହ ଆନ୍ତର୍ଜାତିକ ସ୍ତରରେ ସବୁଠାରୁ ବଡ଼ ଗୁଣ୍ଡା: ଚନ୍ଦ୍ରଶେଖର

ଅମିତ ଶାହ ଭାରତ ବର୍ଷର ନୁହେଁ ଆନ୍ତର୍ଜାତିକ ସ୍ତରରେ ସବୁଠାରୁ ବଡ଼ ଗୁଣ୍ଡା । ତାଙ୍କୁ ଗୁଜରାଟରୁ ତଡ଼ିପାର କରାଯାଇଥିଲା । ଆଉ ଆଜି ସେ ବିଜେପିର ବଡ଼ପଣ୍ଡା ପାଲଟିଛନ୍ତି । ଓଡ଼ିଶା ଲୋକଙ୍କ ଉପରେ ତାଙ୍କର କୌଣସି ପ୍ରଭାବ ପଡ଼ିବ … Read More

ଟିକେଟ୍ ଫେରାଇଲେ ସୀତାକାନ୍ତ

ଚତୁର୍ଥ ପର୍ୟ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଶେଷ ହେବାକୁ ଆଉ ମାତ୍ର ଦିନଟିଏ ଥିବାବେଳେ ଆଜି ପୁଣିଜଣେ କଂଗ୍ରେସର ବିଧାୟକ ପ୍ରାର୍ଥୀ ନିଜର ଟିକେଟ୍ ଫେରସ୍ତ କରିଛନ୍ତି। ବଡ଼ଚଣା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ସୀତାକାନ୍ତ ମହାପାତ୍ର ଚଳିତ … Read More

ନବୀନ କହିଲେ ବୈଜୟନ୍ତ ଷଡ଼ଯନ୍ତ୍ରକାରୀ, ଜୟଙ୍କ ଖଣ୍ଡନ

ଭୁବନେଶ୍ୱର, (ଓଟି): ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ସଙ୍ଗୀନ ଅଭିଯୋଗ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଆଣିଛନ୍ତି । ବୈଜୟନ୍ତ କିଭଳି ଭାବେ ଷଡ଼ଯନ୍ତ୍ର ରଚିଥିଲେ ତାଙ୍କ ଚୌକି ହାତେଇବା ପାଇଁ … Read More

ସଫଳତା ପାଇଁ ବିଜେଡିର ରାଜ୍ୟସଭା ଗୋଟି

ବାରିପଦା ବିଧାନସଭା ଆସନ ପାଇଁ ପରିଶେଷରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଜଣେ ରାଜ୍ୟସଭା ସଦସ୍ୟ ସରୋଜିନୀ ହେମ୍ୱ୍ରମଙ୍କୁ ପ୍ରାର୍ଥୀ କଲେ। ଏହାଫଳରେ ଉପବାଚସ୍ପତି ସାନନ୍ଦ ମାରାଣ୍ଡିଙ୍କ ଆଶା ଧୂଳିସାତ ହୋଇଗଲା। ତେବେ ସରୋଜିନୀଙ୍କୁ ମିଶାଇ ଚଳିତ … Read More

ବିଜେପି ଛାଡ଼ି ବିଜେଡିରେ ଯୋଗଦେଲେ କୃଷ୍ଣଚନ୍ଦ୍ର ପଣ୍ଡା

ଭୁବନେଶ୍ଵର, (ଓଟି): ପୁରୀ ବିଧାନସଭା ଆସନରୁ ପୂର୍ବତନ ବିଜେପି ପ୍ରାର୍ଥୀ ତଥା ଟିକେଟ୍‌ ନପାଇବାରୁ ଅସନ୍ତୁଷ୍ଟ ଥିବା କୃଷ୍ଣଚନ୍ଦ୍ର ପଣ୍ଡା ଆଜି ବିଜେଡିରେ ସାମିଲ୍‌ ହୋଇଛନ୍ତି। ନବୀନ ନିବାସଠାରେ ପୁରୀ ସାଂସଦ ତଥା ସାଂସଦ ପ୍ରାର୍ଥୀ ପିନାକୀ ମିଶ୍ରଙ୍କ ଉପସ୍ଥିତିରେ କୃଷ୍ଣଚନ୍ଦ୍ର … Read More

୭୫ବର୍ଷ ପରେ ପୁଣି ବଙ୍ଗ ଦୁର୍ଭିକ୍ଷର କାହାଣୀ

ବିଭୂତି ପତି ସଫ୍ଦରଜଙ୍ଗ୍ ଏନକ୍ଲେଭ୍‌, ନୂଆଦିଲ୍ଲୀ ୯୯୧୦୭୪୦୮୩୯ ଦୀର୍ଘ ୭୫ ବର୍ଷ ଅତିକ୍ରମ କରି ୭୬ ବର୍ଷରେ ପାଦ ଦେଇଛି ବଙ୍ଗ ଦୁର୍ଭିକ୍ଷର ଇତିହାସ। ଆଜିବି ସେ ଦୁର୍ଭିକ୍ଷ ମହାମାରୀ ଓ ମହାପ୍ରଳୟର ଅତୀତକୁ ଶୁଣୁଥିବା ପ୍ରତିଟି ପ୍ରାଣରେ ଭୟ ସଂଚାର … Read More

ଗୀତା ମାହାତ୍ମ୍ୟ-୨୭: ବିଭୁତି ଯୋଗ ଓ ଭଗବାନଙ୍କ ଦିବ୍ୟ ବିଭୁତିର ବର୍ଣ୍ଣନା

ମୁଁ ସମସ୍ତ ଜଗତର ଉତ୍ପତ୍ତିର କାରଣ ବୋଲି ବୁଝିପାରିଥିବା ଭକ୍ତମାନେ ମୋତେ ନିରନ୍ତର ଜପ କରନ୍ତି ଓ ଯେଉଁମାନେ ନିରନ୍ତର ଭାବେ ମୋ ଧ୍ୟାନରେ ରହିଥାଆନ୍ତି ତାଙ୍କୁ ମୁଁ ତତ୍ୱଜ୍ଞାନ ପ୍ରଦାନ କରେ ଏବଂ ସେମାନେ ମୋତ ପାଇପାରନ୍ତି ବୋଲି ଭଗବାନ … Read More

ସିବିଆଇ ତାଲିକାଭୁକ୍ତ ନେତାଙ୍କୁ ନେଇ ନବୀନ ନେଇଛନ୍ତି ବିରାଟ ରିସ୍କ

ବିଭିନ୍ନ ଦୁର୍ନୀତି ମାମଲାର ଅଭିଯୁକ୍ତ ନେତାମାନଙ୍କୁ ପୁନର୍ବାର ଟିକଟ ଦେଇ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଏକ ବଡ଼ ରାଜନୈତିକ ରିସ୍କ ନେଇଛନ୍ତି। ଏହା ତାଙ୍କର ରାଜନୈତିକ ବାଧ୍ୟବାଧକତା ନା ନିର୍ବାଚନୀ କୌଶଳ, ତାହା ଫଳାଫଳ ନିର୍ଣ୍ଣୟ କରିବ। … Read More