ରାଗ ସୁଝାଇଲେ ସୀତାକାନ୍ତ!

ନିର୍ବାଚନୀ ତାରିଖ ଯେତିକି ପାଖେଇ ଆସୁଛି କଂଗ୍ରେସରେ ଦେଖା ଦେଇଥିବା ଅସନ୍ତୋଷ ସେତିକି ମାତ୍ରାରେ ବଢ଼ିବାରେ ଲାଗିଛି। ଟିକେଟ ପାଇଥିବା ଅନେକ ପ୍ରାର୍ଥୀ ଟିକେଟ ଫେରାଇବାରେ ଲାଗିଛନ୍ତି। ଏହି ଧାରାରେ ଦଳକୁ ବଡ ଝଟକା ଦେଇଛନ୍ତି ବଡ଼ଚଣାର କଂଗ୍ରେସ ପ୍ରାର୍ଥୀ ସୀତାକାନ୍ତ … Read More

ନିରଞ୍ଜନଙ୍କ ବିରୋଧରେ ଅସନ୍ତୋଷ ତେଜିଲା

କଂଗ୍ରେସ ନେତୃତ୍ୱ ଦଳରେ ସଂଗଠନ କରୁଥିବା ନେତାମାନଙ୍କୁ କୌଣସି ପ୍ରକାର ସୁଯୋଗ ଦେବାକୁ ଚାହୁଁନାହାନ୍ତି। ଯେଉଁମାନେ ବର୍ଷ ବର୍ଷ ଧରି ଦଳର କାର୍ଯ୍ୟକ୍ରମକୁ ହାତକୁ ନେଇ ସଂଗଠନ ବୃଦ୍ଧି କରୁଛନ୍ତି ସେମାନଙ୍କୁ ନିର୍ବାଚନରେ ଟିକଟ ମିଳୁନାହିଁ। ଏଠାରେ କେବଳ ବାପ ପୁଅଙ୍କ … Read More

ନିର୍ଣ୍ଣାୟକ ଲଢ଼େଇରେ ବିଜେଡି-ବିଜେପି

ଗତ ୪ଟି ନିର୍ବାଚନ ଥିଲା ସମ୍ପୂର୍ଣ୍ଣ ଏକତରଫା। ଫଳାଫଳ ପୂର୍ବାନୁମାନ କରିବା ଅତ୍ୟନ୍ତ ସହଜ ଥିଲା। କିନ୍ତୁ ଏଥର ଜୋରଦାର ଲଢ଼େଇର ସବୁ ପ୍ରକାର ଆଭାସ ମିଳିଗଲାଣି ବିଭିନ୍ନ ନିର୍ବାଚନମଣ୍ଡଳୀରୁ। ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ଅନେକେ ଆଶା କରୁଥିଲେ। କିନ୍ତୁ … Read More

ବିଜେପି-ବିଜେଡିରେ ବ୍ୟକ୍ତି କେନ୍ଦ୍ରିକ ପ୍ରଚାର ଶିଖର ଛୁଆଁ

ଦେଶର ରାଜନୀତି ଇତିହାସରେ ୧୬ଟି ସାଧାରଣ ନିର୍ବାଚନ ସରିଯାଇଛି। ଏବେ ୧୭ତମ ସାଧାରଣ ନିର୍ବାଚନର ସମୟ। ପ୍ରଥମ ପର୍ଯ୍ୟାୟ ଭୋଟ ପ୍ରଚାର ଆଜି ସରିବାକୁ ଯାଉଛି। ସାଧାରଣ ନିର୍ବାଚନ ସାଙ୍ଗକୁ ଓଡ଼ିଶା ସମେତ କିଛି ରାଜ୍ୟରେ ମଧ୍ୟ ରାଜ୍ୟ ବିଧାନସଭା ନିର୍ବାଚନ … Read More

ଭାଇରାଲ ହେଉଛି ‘ରହସ୍ୟମୟ ଆଙ୍ଗୁଠି’

ବିଭିନ୍ନ ଗଣମାଧ୍ୟମରେ ରାହୁଲ ଗାନ୍ଧୀଙ୍କ ଏକ ଫଟୋ ପ୍ରକାଶିତ ହେବା ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏହା। ଫଟୋରେ ଜଣେ ଗରିବ ବୟସ୍କା ମହିଳାଙ୍କୁ ରାହୁଲ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି। ଏହା କଂଗ୍ରେସ ଦଳ ପକ୍ଷରୁ ଦିଆଯାଇଥିବା ବିଜ୍ଞାପନରେ … Read More

ଚନ୍ଦ୍ରାଣୀଙ୍କୁ ବିପଦ ବାପା ଓ ଫଟୋ

କେନ୍ଦୁଝରର ବିଜେଡି ଲୋକସଭା ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁ ଅଡ଼ୁଆରେ ପଡିଛନ୍ତି। ପ୍ରଥମରୁ ତାଙ୍କ ନାମରେ ତିନିଟି ବାପା ରହିଥିବା ଅଭିଯୋଗ ଉଠିଛି। ଏସମ୍ପର୍କରେ ଚନ୍ଦ୍ରାଣୀ ଏପର୍ଯ୍ୟନ୍ତ ସଫେଇ ଦେଇନାହାଁନ୍ତି। ଠିକ ଏତିକି ବେଳକୁ ଆପତ୍ତିଜନକ ଫଟୋ ବୁଲିଲାଣି ବଜାରରେ। ଏହାକୁ ଦେଖାଇବା … Read More

କଂଗ୍ରେସ କନ୍ଦଳ ବିଜେପି ପାଇଁ ମଉକା

କଂଗ୍ରେସରୁ ମହିଳା ସଭାନେତ୍ରୀ ସୁମିତ୍ରା ଜେନାଙ୍କ ଇସ୍ତଫା ରାଜ୍ୟ କଂଗ୍ରେସର କନ୍ଦଳ ଏବେ ଧିରେ ଧିରେ ବଢିବା ସହିତ ବିଜେପି ପାଇଁ ମଉକା ଆଣିଛି। ଯେଉଁସବୁ ସ୍ଥାନରେ କଂଗ୍ରେସ ଦୁର୍ବଳ ହେବାରେ ଲାଗିଛି ସେଠାରେ କଂଗ୍ରେସ ଭୋଟକୁ ନିଜ ଆଡକୁ ଆଣିବାକୁ … Read More

ବିଜେଡିର ଏକଚାଟିଆ ଅଧିକାର ଶେଷ: ଏଥର ବସ୍ତି ଭୋଟ ଭାଗ ଭାଗ ହେବ

ସହରାଞ୍ଚଳର ବସ୍ତିଭୋଟ ଉପରେ ନଜର ରଖିଥିବା ରାଜନୈତିକଦଳମାନେ ଏଥର ପୂର୍ବଭଳି ସଫଳତା ପାଇବେନାହିଁ।କାରଣ ଚଳିତବର୍ଷ ବହୁ ବାମପନ୍ଥୀଦଳ ବସ୍ତି ଭୋଟକୁ ଦୃଷ୍ଟିରେ ରଖି ପ୍ରାର୍ଥୀ ଦେବା ସହିତ ବିଭିନ୍ନ ବସ୍ତିରେ ଦିନରାତି ଘୂରି ବୁଲୁଥିବାରୁ ଏହି ଭୋଟ ଭାଗ ଭାଗ ହେବାର … Read More

ଭୋଟ ପାଇଁ ଆଣ୍ଠେଇ ନମସ୍କାର କଲେ ପୂର୍ବତନ ଡ଼ିଜି

ଭୋଟ ଆସିଲେ ନେତାମାନେ କେତେ କ’ଣ ଅଭିନୟ କରନ୍ତି ଓ କହନ୍ତି ତାହା ସର୍ବଜନ ବିଦିତ। କିନ୍ତୁ ପୁଲିସ‍୍‌ ଅଫିସର ଲୋକଙ୍କୁ ଧମକାଇବାର ଦେଖିବାକୁ ମିଳିଥାଏ। ଚଳିତ ନିର୍ବାଚନରେ ପୁଲିସ‍୍‌ ଅଧିକାରୀଙ୍କ ଭିନ୍ନ ରୂପ ଦେଖିବାକୁ ମିଳିଛି। କଟକ ଲୋକସଭା ନିର୍ବାଚନ … Read More

ଟିକେଟ ଫେରାଇଥିବା ଦୁଇଟି ଆସନରୁ ନୂଆ ପ୍ରାର୍ଥୀ ଦେଲା କଂଗ୍ରେସ

୧ମ ପର୍ଯ୍ୟାୟ ମତଦାନଙ୍କୁ ଆଉ ଗୋଟିଏ ଦିନ ଅନ୍ତର ଥିବାବେଳେ ରାଜ୍ୟ କଂଗ୍ରେସର କେଁ ଏ ଯାଏଁ ସରୁନି । ପୁଣି ଥରେ କଂଗ୍ରେସ ପ୍ରାର୍ଥୀ ବଦଳାଇଛି । ବଡ଼ଚଣା ଓ ନିମାପଡ଼ାରେ ନୂଆ ପ୍ରାର୍ଥୀଙ୍କୁ ପୁଣି ଟିକେଟ୍‌ ଦେଇଛି । … Read More