ବିଜୟ ନାୟକ ହେଲେ ବିଜେଡି ସାଧାରଣ ସମ୍ପାଦକ

ବିଜେଡିର ସମ୍ପାଦକ ପଦରେ ଥିବା ବିଜୟ ନାୟକଙ୍କ ଉପରେ ଦଳୀୟ ସୁପ୍ରିମୋଙ୍କ ଭରସା ଦିନକୁ ଦିନ ବଢ଼ି ଚାଲିଛି। ଏହିକ୍ରମରେ ତାଙ୍କୁ ଆଜି ପଦୋନ୍ନତି ମିଳିଛି। ଏଣିକି ସେ ଦଳର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିବେ। ଯୁବଗୋଷ୍ଠୀକୁ ପ୍ରତିଫଳିତ କରୁଥିବା … Read More

ଶୁକ୍ରବାର ଆସିବେ ଶାହ, ୧୬ରେ ମୋଦି

ଭୁବନେଶ୍ଵର, (ଓଟି): ଆସନ୍ତା ମଙ୍ଗଳବାର ଭୁବନେଶ୍ଵରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ଅଭିଭାଷଣ ରଖିବେ। ଅପରାହ୍ଣ ୫ଟା ବରମୁଣ୍ଡା ପଡ଼ିଆରେ ଏଥିଲାଗି ସ୍ଵତନ୍ତ୍ର ଆୟୋଜନ ହେବ। ଏହା ପୂର୍ବରୁ ମୋଦି ସେହିଦିନ ପୂର୍ବାହ୍ଣରେ ସମ୍ବଲପୁରର ହୀରାକୁଦ ରୋଡ୍‌ ସ୍ଥିତ ଲୋରପଙ୍କଠାରେ ଆୟୋଜିତ … Read More

ମୁଁ କାଠରେ ତିଆରି ନୁହେଁ ଯେ ସହଜରେ ଜଳିଯିବି: ମେହବୁବା ମୁଫ୍‌ତି

ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ବିଜେପି ନେତାଙ୍କ ଆକ୍ଷେପକୁ କଡ଼ା ଜବାବ ଦେଇଛନ୍ତି। ତାଙ୍କୁ ଗିରଫ କରିବା ପାଇଁ ଏତଲା ଦାୟର କରାଯିବା ଉଚିତ ବୋଲି ବିଜେପି ମୁଖପାତ୍ରଙ୍କ ଦାବିକୁ ଚ୍ୟାଲେଞ୍ଜ କରି ମେହବୁବା କହିଛନ୍ତି, ମୁଁ କାଠରେ ଗଢ଼ା … Read More

ତାସ୍‌କେଣ୍ଟ ଫାଇଲ୍ସକୁ ଲିଗାଲ୍‌ ନୋଟିସ୍‌

ଭାରତର ଦ୍ଵିତୀୟ ପ୍ରଧାନମନ୍ତ୍ରୀ ଲାଲ୍‌ ବାହାଦୂର ଶାସ୍ତ୍ରୀଙ୍କ ମୃତ୍ୟୁ ରହସ୍ୟକୁ ନେଇ ତିଆରି ହୋଇଥିବା ଫିଲ୍ମ ‘ତାସ୍‌କେଣ୍ଟ ଫାଇଲ୍ସ’କୁ ଆଇନଗତ ନୋଟିସ୍‌ ମିଳିଛି। ଏହି ଫିଲ୍ମ ନିର୍ବାଣ ପୂର୍ବରୁ ତାଙ୍କ ପରିବାର ସଦସ୍ୟଙ୍କ ଅନୂମତି ନିଆଯାଇ ନାହିଁ ବୋଲି ଅଭିଯୋଗ କରିଛନ୍ତି … Read More

ଓଟିଭି ବିରୁଦ୍ଧରେ ବିଜେଡିର ଫେରାଦ, ‘ଭୋଟରଙ୍କୁ ପ୍ରଭାବିତ କରୁଛି’

ଭୁବନେଶ୍ଵର, (ଓଟି): ଓଡ଼ିଶାରେ ସର୍ବାଧିକ ଟିଆର୍‌ପି ହାସଲ କରୁଛି ବୋଲି ଦାବି କରୁଥିବା ଓଟିଭି ନ୍ୟୁଜ୍‌ ଚ୍ୟାନେଲ୍‌ ଭୋଟରଙ୍କୁ ପ୍ରଭାବିତ କରୁଛି ବୋଲି ଅଭିଯୋଗ କରୁଛି ଶାସକ ଦଳ ବିଜେଡି। ଏ ସମ୍ପର୍କରେ ନିର୍ବାଚନ କମିଶନଙ୍କ ପାଖରେ ଦଳ ଫେରାଦ ହୋଇଛି। … Read More

ଗଣତନ୍ତ୍ରର ମହାପର୍ବ ଆରମ୍ଭ: ୯୧ ଲୋକସଭା ଏବଂ ୧୭୫ ବିଧାନସଭା ମଣ୍ଡଳୀ ପାଇଁ ମତଦାନ ଜାରି

ଭାରତୀୟ ଗଣତନ୍ତ୍ର ମହାପର୍ବର ବିଶେଷ ଅଧ୍ୟାୟ ଆଜିଠୁ ଆରମ୍ଭ ହୋଇଛି। ଅର୍ଥାତ୍‌ ୭ଟି ପର୍ଯ୍ୟାୟରେ ଶେଷ ହେବାକୁ ଥିବା ଭୋଟ୍‌ ଗ୍ରହଣ ଅଭିଯାନର ପ୍ରଥମ ପର୍ଯ୍ୟାୟ ଅଜେିଠୁ ଶୁଭାରମ୍ଭ ହୋଇଛି। ସକାଳ ୭ଟାରୁ ଦେଶର ୯୧ଟି ଲୋକସଭା ଆସନ ପାଇଁ ଭୋଟ୍‌ … Read More

କୋଟିଆବାସୀ ଆନ୍ଧ୍ର ପ୍ରେଦେଶ ପ୍ରାର୍ଥୀଙ୍କୁ ଭୋଟ ଦେବେ ନା ଓଡିଶା ପ୍ରାର୍ଥୀଙ୍କୁ ?

ଆସନ୍ତା କାଲି ଓଡ଼ିଶାରେ ୪ ଲୋକସଭା ୨୮ ବିଧାନସଭା ଆସନରେ ପ୍ରଥମ ପର୍ଯ୍ୟାୟରେ ଭୋଟ୍‌ହେଉଛି । ଏମିତିରେ ପ୍ରଥମ ପର୍ଯ୍ୟାୟରେ ଭୋଟିଂ ହେଉଥିବା କୋରାପୁଟ ଲୋକସଭା କ୍ଷେତ୍ର ଅଧୀନରେ ଥିବା କୋଟିଆରେ ମଧ୍ୟ ଆସନ୍ତା କାଲି ଭୋଟ୍‌ହେବ । ହେଲେ ଏଠି … Read More

ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ଲଢ଼େଇରେ ୨୧୭ ପ୍ରାର୍ଥୀ

୬୦ଲକ୍ଷ ୩୦ହଜାର ୭୦୭ ମତଦାତା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଓଡ଼ିଶାରେ ଆସନ୍ତା କାଲି ହେବାକୁ ଯାଉଥିବା ପ୍ରଥମ ପର୍ଯ୍ୟାୟ ମତଦାନ ନିମନ୍ତେ ୪ଟି ଲୋକସଭା ଆସନରେ ୨୮ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ବେଳେ ୨୮ଟି ବିଧାନସଭା ଆସନରେ ୧୯୧ ପ୍ରାର୍ଥୀ … Read More

୩୩% ମହିଳା ପ୍ରାର୍ଥୀ ଘୋଷଣା କେନ୍ଦ୍ରାପଡ଼ାରେ : କିନ୍ତୁ ଜିଲ୍ଲାରେ ଜଣେ ବି ନାହାନ୍ତି ମହିଳା ପ୍ରାର୍ଥୀ

କେନ୍ଦ୍ରାପଡ଼ାରେ ମାର୍ଚ୍ଚ ୧୦ତାରିଖ ଦିନ ନବୀନ ସରକାର ଆୟୋଜନ କରିଥିଲେ ବିଶାଳ ମହିଳା ଶକ୍ତି ସମାବେଶ। ଏହି ସମାବେଶ ସ୍ଥଳରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଐତିହାସିକ ଘୋଷଣା କରିଥିଲେ। ଲୋକସଭାରେ ୩୩ ପ୍ରତଶତ ମହିଳାଙ୍କୁ ବିଜୁ ଜନତା ଦଳ ଟିକଟ … Read More

ଶ୍ରୀମନ୍ଦିର ପରିଚାଳନା ପାଇଁ ନୂଆ ସମ୍ବିଧାନ ଜରୁରୀ: ଶଙ୍କରାଚାର୍ଯ୍ୟ

ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜା ଶ୍ରୀମନ୍ଦିର ସଂସ୍କାରକୁ ନେଇ ସୁପ୍ରିମକୋର୍ଟଙ୍କ ପ୍ରସ୍ତାବ ଉପରେ ପ୍ରତିକ୍ରିୟା ରଖିଛନ୍ତି। ଗୋବର୍ନ୍ଧନ ମଠ ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋକପାତ କରିଛନ୍ତି ଶଙ୍କରାଚାର୍ଯ୍ୟ। ସେ କହିଛନ୍ତି ଯେ, ଶାସ୍ତ୍ରୀୟ, … Read More