ଛନକାରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ

ଓଡିଶାରେ ପ୍ରଥମ ପର୍ଯ୍ୟାୟରେ ଭୋଟ ପରେ ପ୍ରମୁଖ ରାଜନୈତିକଦଳ ଓ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ପ୍ରାର୍ଥୀଙ୍କ ଭିତରେ ଛନକା ପଶିଛି । ବିଶେଷକରି ଆସନ୍ତା ୧୮ ତାରିଖରେ ହେବାକୁ ଥିବା ୫ଟି ଲୋକସଭା ଓ ତତ୍‍ସଂଲଗ୍ନ ୩୫ଟି ବିଧାନସଭା ଆସନର ପ୍ରାର୍ଥୀ … Read More

ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଙ୍ଗନବାଡି କେନ୍ଦ୍ର

ବିଦ୍ୟାଳୟ ପରିସରରେ ଅଙ୍ଗନବାଡି କେନ୍ଦ୍ର ପ୍ରତିଷ୍ଠା ଲାଗି କେନ୍ଦ୍ର ସରକାର ରାଜ୍ୟକୁ କହିଛନ୍ତି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ସଚିବ ରାକେଶ ଶ୍ରୀବାସ୍ତବ ଏହି ମର୍ମରେ ରାଜ୍ୟ ସରକାରଙ୍କୁ ପତ୍ର ଲେଖିଛନ୍ତି। ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଙ୍ଗନବାଡି ନିର୍ମାଣ … Read More

ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର ମୁହାଁ ନେତା

ରାଜ୍ୟର ଯେଉଁସବୁ ଅଞ୍ଚଳରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି ସେଠାକାର ପ୍ରମୁଖ ନେତାମାନେ ଅନ୍ୟ ଅଞ୍ଚଳରେ ଯାଇ ନିର୍ବାଚନ ପ୍ରଚାରରେ ସାମିଲ ହେବାରେ ଲାଗିଛନ୍ତି। ବିଶେଷକରି ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନରୁ … Read More

ବେକାର ହେବା ଚିନ୍ତାରେ ଘାରି ହେଲେଣି ଦଳୀୟ ମୁଖପାତ୍ର

ନିର୍ବାଚନ ସମୟରେ ଅତ୍ୟନ୍ତ ସକ୍ରିୟ ଥିବା ରାଜନୈତିକ ମୁଖପାତ୍ରମାନଙ୍କ ଚିନ୍ତା ଧିରେ ଧିରେ ବଢିବାରେ ଲାଗିଛି। ବର୍ତ୍ତମାନର ରାଜନୈତିକ ପାଣିପାଗରେ ରାତିପାହିଲେ ସେମାନଙ୍କୁ ଖୋଜା ପଡୁଥିବାବେଳେ ନିର୍ବାଚନ ସରିଲେ ସେମାନେ କଣ କରିବେ ସେହି ଚିନ୍ତାରେ ଏବେ ଘାରି ହେଉଛନ୍ତି। ବିଶେଷକରି … Read More

ପଶ୍ଚିମାଞ୍ଚଳରେ ଚାଷୀ ଅସନ୍ତୋଷ: ନୋଟାରେ ଭୋଟ୍‌ ଦେବାକୁ ପ୍ରଚାର

ଭୁବନେଶ୍ଵର, (ଓଟି): ରାଜ୍ୟର ପଶ୍ଚିମାଞ୍ଚଳରେ ଚାଷୀ ଅସନ୍ତୋଷ ଉତ୍କଟ ହୋଇଛି। ରାଜନୀତିକ ଦଳମାନେ ଯେଉଁ ଆଶ୍ଵାସନା ଦେଉଛନ୍ତି ତାହାକୁ ପ୍ରରୋଚନା ବୋଲି ସେମାନେ ଅଭିହିତ କରିଛନ୍ତି। ଏହିକ୍ରମରେ ଏଥର ଭୋଟ୍‌ କୌଣସି ଦଳୀୟ ପ୍ରାର୍ଥୀଙ୍କୁ ନୁହେଁ ବରଂ ନୋଟାରେ ଦେବାକୁ ଚାଷୀଙ୍କୁ … Read More

ଲୋକସଭା ନିର୍ବାଚନରେ ସୋସିଆଲ ମିଡିଆ ନେଟୱାର୍କର ଲଢ଼େଇ

୨୦୧୯ ଲୋକସଭା ନିର୍ବାଚନରେ ସୋସିଆଲ ମିଡିଆର ବ୍ୟବହାର ପୂର୍ବ ନିର୍ବାଚନ ତୁଳନାରେ ବେଶ ଅଧିକ ରହିଛି। ରାଜନୈତିକ ଦଳମାନେ ସୋସିଆଲ ମିଡିଆରେ ପ୍ରଚାରକୁଦେଉଛନ୍ତି ଅଧିକ ଗୁରୁତ୍ୱ। ଭିଡିଓ ଷ୍ଟ୍ରିମିଂ, ଫଟୋ ସିରିଜ, ମେସେଜ, ମଜାକଥା, ସ୍ଲୋଗାନ ଇତ୍ୟାଦି ଅଧିକରୁ ଅଧିକ ଲୋକଙ୍କ … Read More

ଅଶୋକଙ୍କ ପାଇଁ ଅଡ଼ୁଆ ଆକାଶ

ଆକାଶ ଦାସନାୟକଙ୍କୁ ଟିକଟ ନଦେଇ ଯେଉଁ ଗୋଟି ଖେଳିଛି ବିଜୁ ଜନତା ଦଳ, ଏବେ ତାହା ଦଳକୁ ମହଙ୍ଗା ପଡ଼ିପାରେ। ଯଦିଓ ଆକାଶଙ୍କୁ ବୁଝାଇବାରେ ଦଳ କିଛି ମାତ୍ରାରେ ସଫଳ ହୋଇଛି, ତଥାପି ଏହା ବିଜେଡି ପ୍ରାର୍ଥୀଙ୍କୁ ବଡ଼ ଅସୁବିଧାରେ ପକାଇବ … Read More

ରାଜନୀତିରେ ଅବସର ବୟସ ସୀମା ସ୍ଥିର କରାଯାଇପାରିବ ନାହିଁ: ସୁମିତ୍ରା

ଟିକେଟ ନମିଳିବାକୁ ନେଇ ମନ ଭିତରେ ଥିବା ଅସନ୍ତୋଷକୁ ବାହାରେ ପ୍ରଘଟ କରୁଛନ୍ତି ଲୋକସଭା ଅଧ୍ୟକ୍ଷ ସୁମିତ୍ରା ମହାଜନ। ବୟସ ଅଧିକ କାରଣରୁ ତାଙ୍କ ଟିକେଟ କଟାଯାଇଥିବା ଆଲୋଚନା ପରିପ୍ରେକ୍ଷୀରେ ଏହାର କଡ଼ା ଜବାବ ଦେଇଛନ୍ତି ସୁମିତ୍ରା। ସେ କହିଛନ୍ତି ଯେ, … Read More

ଦୁଇଟି ଆସନ ଜିତିଲେ ଭଉଣୀଙ୍କ ପାଇଁ ଛାଡିଦେବେ ଆମେଥି

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏଥର ଉତ୍ତରପ୍ରଦେଶର ଆମେଥି ଏବଂ କେରଳର ବାୟନାଡ଼ ଆସନରୁ ନିର୍ବାଚନ ଲଢୁଛନ୍ତି। କଂଗ୍ରେସର ବିଶେଷଜ୍ଞମାନେ ଏହି ଦୁଇଟି ଆସନରେ ରାହୁଲ ଜିତିବାର ବଡ଼ ଆଶା ରଖିଛନ୍ତି। ଯଦି ରାହୁଲ ଏହି ଦୁଇଟି ଆସନ ଜିତିବାରେ ସଫଳ … Read More

୧୦ ଦିନ ଭିତରେ ତିନିଟି ଦଳ ବଦଳେଇଲେ ଦେବୀ

ବାଲେଶ୍ୱର ଜିଲ୍ଲାର ପୂର୍ବତନ କଂଗ୍ରେସ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ ଦଳ ବଦଳରେ ରାଜ୍ୟର ସମସ୍ତ ରେକର୍ଡ଼କୁ ଭଙ୍ଗ କରିଦେଇଛନ୍ତି। ତାଙ୍କୁ କ୍ଷମତା ନିଶା ଏପରି ଘାରିଛି ମାତ୍ର ୧୦ ଦିନ ଭିତରେ ୩ଟି ଦଳରେ ଯୋଗ ଦେଇସାରିଲେଣି। ଦେବୀ ୨୦୦୯ରେ … Read More