ଭୋଟ୍‍ ୨୦୧୯: ଭାଇକୁ ଦୂରେଇଲା ରାଜନୀତି

କେନ୍ଦ୍ରାପଡ଼ା,(ପ୍ରଦୀପ କୁମାର ଜେନା): କେନ୍ଦ୍ରାପଡ଼ା ଜିଲ୍ଲାରେ ଦୁଇ ଭାଇ ନିର୍ବାଚନ ଲଢ଼ୁଛନ୍ତି । ଜଣେ ବିଜେପିରୁ ଆଉ ଜଣେ କଂଗ୍ରେସରୁ । ଅବଶ୍ୟ ଏମାନେ ଗୋଟିଏ ମା’ ପେଟରୁ ଜନ୍ମ ନୁହନ୍ତି କିନ୍ତୁ ରକ୍ତ ସମ୍ପର୍କୀୟ । ଦାଦାପୁଅ-ବଡ଼ବାପା ପୁଅ ଭାଇ … Read More

କେନ୍ଦ୍ରାପଡ଼ା ଜିଲ୍ଲା ନିର୍ବାଚନ ରଣାଙ୍ଗନରେ ୫୫ ପ୍ରତିଦ୍ୱନ୍ଦୀ: ବିଧାନସଭା ପାଇଁ ୪୮, ଲୋକସଭା ପାଇଁ ୭ ପ୍ରାର୍ଥୀ

କେନ୍ଦ୍ରାପଡ଼ା,(ପ୍ରଦୀପ କୁମାର ଜେନା): କେନ୍ଦ୍ରାପଡ଼ା ଜିଲ୍ଲାର ନିର୍ବାଚନ ରଣାଙ୍ଗନରେ ମୋଟ ୫୫ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି । କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ୭ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ଜିଲ୍ଲାର ୫ଟି ବିଧାନସଭା ଆସନ ପାଇଁ ୪୮ … Read More

ବିଜେପି ସର୍ଭେ : ବଡ଼ କଷ୍ଟରେ ମୋଦି ସରକାର

ଚଳିତ ନିର୍ବାଚନରେ ମୋଦି ଓ ଶାହଙ୍କ ବିଜେପିର ସ୍ଲୋଗାନ ‘ଅବକି ବାର – ଚାର ଶୋ ପାର’। ଉତ୍ତରପ୍ରଦେଶରୁ ନିର୍ବାଚନରେ ବିଜେପି ୭୩ଟି ଆସନରେ ବିଜୟୀ ହେବ ବୋଲି ଶାହ ଏକ ସାକ୍ଷାତକାରରେ କହିଛନ୍ତି। ଯଦି ଏହି ସଂଖ୍ୟାରୁ କମ ହୁଏ … Read More

ମହାମେଣ୍ଟ ସହଯୋଗୀଙ୍କୁ ଭୋଟ ନ ଦେବାକୁ ମମତାଙ୍କ ଅପିଲ

ଚଳିତ ଲୋକସଭା ନିର୍ବାଚନରେ ବିଜେପି ବିରୋଧରେ ହୋଇଥିବା ବିରୋଧିଙ୍କ ମହାମେଣ୍ଟରେ ଏବେ ବିଭିନ୍ନ ଦଳର ନେତାମାନଙ୍କର ଦୂରତା ବଢ଼ିବାରେ ଲାଗିଛି। ଏହି ମହାମେଣ୍ଟରେ ସାମିଲ ହୋଇଥିବା ଦଳର ନେତାମାନେ ନିଜର ଭବିଷ୍ୟକୁ ନେଇ ପ୍ରଥମରୁ ଚିନ୍ତାରେ ଅଛନ୍ତି। ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ … Read More

ନବୀନଙ୍କ ପ୍ରଶ୍ନ ; ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ?

ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କେଉଁଠାରୁ ନିର୍ବାଚନ ଲଢୁଛନ୍ତି? ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ବିଜେପି ଡରୁଛି କି? ନିର୍ବାଚନ ପରେ ଦିଲ୍ଲୀ ଇଂଜିନର ଦେଖା ମିଳିବ ନାହିଁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ୱର ଭଉଁରୀ ବସାରେ ଆଜି ହାତ ମାରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ … Read More

ମୋଦୀଙ୍କ ଅଜବ ପ୍ରତିଦ୍ୱନ୍ଦ୍ୱୀ

ତାମିଲ୍‌ନାଡୁର ୧୧୧କୃଷକ କୋଲକାତା ହାଇକୋର୍ଟ ଜଜ୍‌ ଭୀମ‍୍‌ ସେନା ମୁଖ୍ୟ ଚନ୍ଦ୍ରଶେଖର ବିଏସଏଫ ଯବାନ ସଙ୍କଟ ମୋଚନ ମନ୍ଦିରର ମହନ୍ତ ଚଳିତ ନିର୍ବାଚନରେ ବାରଣାସୀରୁ ଅନେକ ନିଆରା ପ୍ରାର୍ଥୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟକ୍କର ଦେବାକୁ ଯାଉଛନ୍ତି। କୋଲକାତା ହାଇକୋର୍ଟ ଜଜ୍‌ଙ୍କଠାରୁ … Read More

ନବୀନଙ୍କ ପାଇଁ ଚ୍ୟାଲେଞ୍ଜ ପୀତାମ୍ୱର

ବାମନ ଯେତେବେଳେ ବଟବୃକ୍ଷକୁ ଉପାଡ଼ିବା ପାଇଁ ଗଛକୁ ଦୋହଲେଇ ଥାଏ ସାଧାରଣତଃ ଲୋକେ ହସିଥାନ୍ତି। ହେଲେ ଯଦି ବର ଗଛଟିର ଚେର ଦୁର୍ବଳ ହୋଇଯାଇଥାଏ, ଆଉ ବାମନ କିଛି ବଳ ପ୍ରୟୋଗ କରିବା ସହ ବୁଦ୍ଧି ଖଟାଏ ନିଶ୍ଚୟ ଗଛଟି ଉପୁଡିଯାଇପାରେ। … Read More

କୁଆଡେ଼ ଗଲେ କଂଗ୍ରେସର ୩ଜଣିଆ ଯୁବ ବାହିନୀ

୨୦୧୭ ବିଧାନସଭା ନିର୍ବାଚନରେ ଗୁଜୁରାଟରେ କଂଗ୍ରେସର ଭଲ ପ୍ରଦର୍ଶନ ପଛରେ ବଡ଼ ଭୂମିକା ଥିଲା ରାଜ୍ୟର ଯୁବ ନେତା ହାର୍ଦ୍ଦିକ ପଟେଲ, ଜିଗ୍ନେସ ମେୱାଣୀ ଏବଂ ଅଳ୍ପେଶ ଠାକୁରଙ୍କର। ନିଜ ନିଜ ସମାଜରେ ସେମାନଙ୍କର ବଡ଼ ପ୍ରଭାବ ଥିବାରୁ ବିଧାନସଭା ନିର୍ବାଚନ … Read More

କେବେ ଆସିବେ ରାହୁଲ ଓ ପ୍ରିୟଙ୍କା?

ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାଇଟେକ ବସରେ ବସି ଦଳ ପାଇଁ କଷ୍ଟେମଷ୍ଟେ ପ୍ରଚାର ଚଳାଇଛନ୍ତି। ମୁହଁ ପୋତି ଲେଖା ଭାଷଣ ପଢନ୍ତୁ ପଛେ, କିନ୍ତୁ ପ୍ରୟାସରେ କୌଣସି କମି ଦେଖାଯାଉନାହିଁ। ତା’ଛଡ଼ା ବିଜୁ ଜନତା ଦଳର ମଜଭୁତ … Read More

ବିଜେପିକୁ ଫେରିବାକୁ ଦିଲୀପ ରାୟଙ୍କୁ ଜୁଏଲ ଓରାମଙ୍କ ଅନୁରୋଧ

ଦିଲୀପ ବାବୁ ଭାରତୀୟ ଜନତା ପାର୍ଟିରେ ବିଧାୟକ ଥିଲେ। ମୁଁ ତାଙ୍କୁ ଅନୁରୋଧ କରୁଛି ସେ ଦଳକୁ ଫେରି ଆସନ୍ତୁ, କାମରେ ସହଯୋଗ କରନ୍ତୁ। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଆଜି ରାଉରକେଲାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି। ରାଉରକେଲାରେ ସାମ୍ବାଦିକ … Read More