ବିଜେପିର ନମ୍ୱର-୨ ନେତାଙ୍କ ପାଇଁ ନମ୍ୱର-୧ ଆସନ ହେଉଛି ଗାନ୍ଧୀନଗର!

ବିଜେପିର ବରିଷ୍ଠ ନେତାଙ୍କ ପାଇଁ ଗାନ୍ଧୀନଗର ଲୋକସଭା ଆସନ ୧୯୮୯ ମସିହାରୁ ଏକ ସୁରକ୍ଷିତ ଆସନ ହୋଇ ରହିଆସିଛି। ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ୧୯୯୬ ମସିହାରେ ଏହି ଆସନରୁ ଜିତିଥିଲେ। ୧୯୯୮ରେ ଲାଲକୃଷ୍ଣ ଆଡଭାନୀ ମଧ୍ୟ ଜିତିଥିଲେ ଏହି … Read More

‘ମେଣ୍ଟ ଭାଙ୍ଗି ଦେବେ ମାୟାବତୀ, ବାନରଙ୍କ ଭଳି ବୁଲିବେ ଅଖିଳେଶ

ଉତ୍ତରପ୍ରଦେଶ ବିଜେପିର ବରିଷ୍ଠ ନେତା ନରେଶ ଅଗ୍ରୱାଲ ନିଜ ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି। ନିକଟରେ ସେ ଏସପି-ବିଏସପି ମେଣ୍ଟ ନେଇ ମନ୍ତବ୍ୟ ଦେଇଛନ୍ତି। ନରେଶ ଅଗ୍ରୱାଲ ଯେ, ଏହି ମେଣ୍ଟ ଭୋଟ ଘୋଷଣା ହେବାର ପରଦିନ ହିଁ … Read More

ପରିସଂସ୍ଥାନ ସଭ୍ୟତା: ଚଳିତ ନିର୍ବାଚନର ଆହ୍ୱାନ

ବିଭୂତି ପତି ସଫ୍ଦରଜଙ୍ଗ୍ ଏନ୍କ୍ଲେଭ, ନୂଆଦିଲ୍ଲୀ ୯୯୧୦୭୪୦୮୩୯ ବିଶ୍ୱ ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ସଂଙ୍କଟର ସମାଧାନ ପାଇଁ ପରିସଂସ୍ଥାନ ସଭ୍ୟତା ସୃଷ୍ଟି କରି ମାନବଜାତିକୁ ସୁରକ୍ଷିତ କରିବାର ସମୟ ଆସିଛି । ପରିବେଶ ଅବକ୍ଷୟ, ଜଳବାୟୁ ପରିବର୍ତ୍ତନ ଓ … Read More

ଦ୍ୱିତୀୟ ପର୍ଯ୍ୟାୟ ସରିବାକୁ ବସୁଛି ; କଂଗ୍ରେସର ଦିଲ୍ଲୀରୁ କେହି ଆସୁନାହାଁନ୍ତି

୧ମ ପର୍ଯ୍ୟାୟ ନିର୍ବାଚନ ୧୧ ତାରିଖରେ ସରିଲା। ୧୮ ତାରିଖରେ ହବାକୁ ଯାଉଛ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ୧୬ ତାରିଖ ସନ୍ଧ୍ୟାରେ ପ୍ରଚାର ଶେଷ। କହିବାକୁ ଗଲେ ହାତରେ ଆଉ ଦି’ଦିନ। ୧୬ ତାରିଖରେ ଆସୁଛନ୍ତି ମୋଦୀ। ଭୁବନେଶ୍ୱର ଓ ସମ୍ୱଲପୁରରେ … Read More

ଗୀତା ମାହାତ୍ମ୍ୟ-୨୯: ବିଶ୍ୱରୂପ ଦର୍ଶନ

କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଅର୍ଜୁନଙ୍କ ସଂଶୟ ଓ ବିଷାଦ ଦୂର ପାଇଁ ଭଗବାନ ଶ୍ରୀକୃଷ୍ଣ ନିଜର ଦିବ୍ୟ ବିଭୁତିଗୁଡ଼ିକ ସମ୍ପର୍କରେ କହିବା ପରେ ଅର୍ଜୁନଙ୍କ ସଂଶୟ ଦୂର ହୋଇଥିଲା ଓ କହିଥିଲେ, ‘ଆପଣ ଅନୁଗ୍ରହ କରି ଯେଉଁ ପରମ ଗୋପନୀୟ ଆଧ୍ୟାତ୍ମିକ ବିଷୟ … Read More

ଏବେ ମିଳୁଛି ‘ଚୌକିଦାର ପରଠା’

ଥାଳିର ଓଜନ ୧୦ କିଲୋ, ରହିଛି ୨୮ ରାଜ୍ୟର ବ୍ୟଞ୍ଜନ ଏହି ଥାଳି ପ୍ରଥମ ପର୍ଯ୍ୟାୟ ଲୋକସଭା ଦିନ ଅର୍ଥାତ ଏପ୍ରିଲ ୧୧ ତାରିଖରେ ଲଞ୍ଚ କରାଯାଇଛି। ଦେଶରେ ଏବେ ନିର୍ବାଚନ ପ୍ରଚାର ପ୍ରସାର ଜୋରସୋରରେ ଚାଲିଛି। ନିର୍ବାଚନୀ ପ୍ରଚାର ଲୋକଙ୍କ … Read More

ଗୁଣାତ୍ମକ ଶିକ୍ଷାଦାନ ପାଇଁ ବିଦ୍ୟାଭବନକୁ ଜାତୀୟ ପୁରସ୍କାର

କେନ୍ଦୁଝର ଜିଲ୍ଲାର ଖୁଦପଶିଠାରେ ଥିବା ଆବାସିକ ବିଦ୍ୟାଳୟ ବିଦ୍ୟାଭବନକୁ ଗୁଣାତ୍ମକ ଶିକ୍ଷାଦାନ ପାଇଁ ଜାତୀୟ ସ୍ତରରେ ପୁରସ୍କୃତ ଓ ସମ୍ୱର୍ଦ୍ଧିତ କରାଯାଇଛି। ଇଣ୍ଡିଆ ଟୁଡେ ୱାର‍୍‌ଲଡ ୱାଇଡ଼ ଆଚିଭର‍୍‌ସ ଦ୍ୱାରା ନୂଆଦିଲ୍ଳୀରେ ଆୟୋଜିତ ଜାତୀୟ ଶିକ୍ଷା ସମ୍ମିଳନୀରେ ପୂର୍ବତନ ମାନବସମ୍ୱଳ ବିକାଶ … Read More

ଜଗତସିଂହପୁରରେ ତ୍ରିମୁଖୀ ଲଢ଼େଇ

ଜଗତସିଂହପୁର ଜିଲ୍ଳାରେ ଏକଛତ୍ର ରାଜ କରୁଥିବା ବିଜେଡି ଏବେ ବିରୋଧର ସମ୍ମୁଖୀନ ହେଉଛି। ଜଗତସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳିଛି ତ୍ରିମୁଖୀ ଲଢେଇ। ନାମାଙ୍କନପତ୍ର ଦାଖଲ ପରେ ଶାସକ ଦଳ ବିଜେଡି ଭିତରେ ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳିଛି। ବିଜେଡିର କର୍ମୀମାନେ … Read More

ବୌଦ୍ଧ ବିଧାନସଭା : ବିଜେଡି-ବିଜେପି କଡ଼ା ଟକ୍କର

ଏବେ ଚୈତ୍ର ମାସ ଟାଣ ଖରା। ଦିନ ବେଳା ଘରୁ ବାହାରିବା ବଡ ମୁସ୍କିଲ। ଦିନ ୧୧ଟା ହେଲେ ରାସ୍ତା ଘାଟ ଶୁନଶାନ ହୋଇପଡୁଛି। କିନ୍ତୁ ବର୍ତ୍ତମାନ ସାରା ଦେଶରେ ସାଧାରଣ ନିର୍ବାଚନ ଚାଲିଥିବାରୁ ଖରା ତାତିକୁ ପଛରେ ପକାଇଛି ଏହି … Read More

ସୁନ୍ଦରଗଡ଼ରେ ଦାନା ଧରୁନି ନବୀନଙ୍କ ମହିଳା କାର୍ଡ଼

ଆଦିବାସୀ ବହୁଳ ମତଦାତା ଥିବା ସୁନ୍ଦରଗଡ଼ ଲୋକସଭା ପାଇଁ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱୀତା ହେବ ବୋଲି ପ୍ରଥମରୁ ଆକଳନ କରାଯାଉଥିଲା। । ବିଜେପିର ଜୁଏଲ ଓରାମ, କଂଗ୍ରେସର ଜର୍ଜ ତିର୍କୀ ଏବଂ ବିଜେଡିର ସୁନୀତା ବିଶ୍ୱାଳ। ଜଣେ ସାଂସଦ, ଜଣେ ବିଧାୟକ ଆଉ … Read More