ମୁଖ୍ୟମନ୍ତ୍ରୀ ନବୀନଙ୍କ କାରକେଡ୍‌ ଉପରକୁ ଅଣ୍ଡାମାଡ଼!

ପୂର୍ବତନ ବିଧାୟକ ବାଲଗୋପାଳ ମିଶ୍ର ଓ ତାଙ୍କ ସମର୍ଥକ ଅଟକ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ କାରକେଡ ଉପରକୁ ଲୋଇସିଂହା ବ୍ଲକ ଅନ୍ତର୍ଗତ ସାଲେଭଟ୍ଟାଠାରେ ଅଣ୍ଡାମାଡ଼ ହୋଇଥିବା ଆଲୋଚନା ହେଉଛି। ନବୀନଙ୍କ ଉପରକୁ ଅଣ୍ଡାମାଣ୍ଡ ପରେ ପୁଲିସ ଲାଠିଚାର୍ଜ ଓ ଫ୍ଲାଗ୍‌ମାର୍ଚ୍ଚ … Read More

ଦିଲ୍ଲୀରେ କଂଗ୍ରେସ ଓ ଆମ୍‌ ଆଦମୀ ପାର୍ଟି ମେଣ୍ଟ ସପକ୍ଷରେ ଟ୍ଵିଟ୍‌ କଲେ ରାହୁଲ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ସହ ମେଣ୍ଟ ଗଢ଼ିବା ନେଇ ୟୁଟର୍ଣ୍ଣ ନେଇଛନ୍ତି। କଂଗ୍ରେସ ଦିଲ୍ଲୀରେ ଆପ୍‌ ସହ ମେଣ୍ଟ୍‌ ଗଢ଼ିବ ନାହିଁ ବୋଲି ପୂର୍ବରୁ ପ୍ରକାଶ ପାଇଥିଲେ ବି ରାହୁଲ କିନ୍ତୁ ଭିନ୍ନ ଇଙ୍ଗିତ ଦେଇଛନ୍ତି। … Read More

ମୋଦିଙ୍କ ପାଇଁ ଆଗୁଆ ବାଟ ସଫା କଲେ ନବୀନ

ବଦଳିଲା ନବୀନଙ୍କ ସମଦୂରତ୍ୱ ଡ଼ାଏଲଗ୍‌ ସ୍ଥିତି ଦେଖି ନୀବନ ଛାନିଆଁ ବିଜେପି ସହିତ ମୂଲଚାଲ ମୁଡ଼ରେ ଆଗରୁ କ’ଣ ଓଡ଼ିଶା ସ୍ୱାର୍ଥ ମନେ ନଥିଲା? ହଠାତ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର “ସମଦୂରତା” ନୀତି ବଦଳିଯାଇଛି। କଂଗ୍ରେସ ଓ … Read More

ଅଫିସର ଲଢ଼େଇ : ଅରୁପଙ୍କଠାରୁ ଅପରାଜିତା ଆଗରେ

କଇଁଛକୁ ହେୟଜ୍ଞାନ କରି ଠେକୁଆ ଦୌଡରେ ହାରିଯିବା କଥା ସମସ୍ତେ ଜାଣନ୍ତି। ପିଲାବେଳେ ବହିରେ ସମସ୍ତେ ନିଶ୍ଚୟ ପଢ଼ିଥିବେ, ନହେଲେ ଗପଟି କାହାଠୁ ଶୁଣିଥିବେ। ବର୍ତ୍ତମାନ ଏମିତି ଜଣେ ଚତୁର ଠେକୁଆକୁ ଦେଖିବାକୁ ମିଳିଛି ଓଡ଼ିଶା ରାଜନୀତିରେ। ତାହା ପୁଣି ରାଜଧାନୀର … Read More

ଓୟୁଏଟି କ୍ଵାର୍ଟରରେ ବନ୍ଧୁକ କାରଖାନା

ଓଡ଼ିଶା କୃଷି ବିଶ୍ଵବିଦ୍ୟାଳୟ ( ଓୟୁଏଟି)ର ଷ୍ଟାଫ୍‌ କ୍ଵାର୍ଟରରେ ଚାଲିଛି ବନ୍ଧୁକ କାରଖାନା। ବିଶ୍ଵାସ ହେଉ ନଥିଲେ ବି ଏହା ସତ। ସରକାରୀ ଘରକୁ ସୁରକ୍ଷିତ ଭାନି ଦୀର୍ଘଦିନ ହେଲା ଏଠାରେ ବନ୍ଧୁକ ଓ ବିସ୍ଫୋରକ ତିଆରି ହେଉଥିବା ସଳଚନା ମିଳିଛି। … Read More

ରାଫେଲ୍‌ ଡିଲ୍‌: ରାହୁଲ୍‌ ଗାନ୍ଧିଙ୍କୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ୍‌

କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧିଙ୍କୁ ସୁପ୍ରିମ୍‌କୋର୍ଟ ନୋଟିସ୍‌ ପଠାଇଛନ୍ତି। ‘ରାଫେଲ୍‌ ଡିଲ୍‌ ପ୍ରସଙ୍ଗରେ ନିଜ ମନ୍ତବ୍ୟକୁ ସୁପ୍ରିମ୍‌କୋର୍ଟଙ୍କ ମନ୍ତବ୍ୟ’ ବୋଲି ପ୍ରଚାର କରୁଥିବା ଅଭିଯୋଗର ଜବାବ ରଖିବାକୁ ତାଙ୍କୁ କୁହାଯାଇଛି। ଆସନ୍ତା ସୋମବାର ସୁଦ୍ଧା ସେ ନିଜର ବୟାନ ରଖିବେ ଏବଂ … Read More

ଜଳନ୍ତା ବାଇକ୍‌ରେ ୪ କିଲୋମିଟର ଚାଲିଲେ ପରିବାର

ସିନେମା ପରି ଲାଗିପାରେ। କିନ୍ତୁ ଏ ଘଟଣା ଏକ ବାସ୍ତବ କାହାଣୀକୁ ବୟାନ କରୁଛି। ଏ ନେଇ ପୁଲିସରେ ମାମଲା ମଧ୍ୟ ହୋଇଛି। କଥା ଏମିତି ଯେ, ପୁଲିସ ସହାୟତାରେ ହିଁ ଏହି ପରିବାର ନିରାପଦ ଭାବେ ଅଟକି ପାରିଛନ୍ତି। ଆଉ … Read More

ଏତେ ପଦପଦବୀ କେଉଁଠୁ ଆଣିଲେ ନବୀନ!

ଜାତୀୟ ଦଳର ସଭାନେତ୍ରୀରୁ ଏକ ଆଞ୍ଚଳିକ ଦଳର ସାଧାରଣ ସମ୍ପାଦକ ସୁମିତ୍ରା ଅସନ୍ତୁଷ୍ଟଙ୍କୁ ନବୀନଙ୍କ ପଦବୀ ଥୋପ କାମ ଦେବ ତ ? ଦଳର ଛାଗୁଆ ସଂଗଠନର କୌଣସି ନେତାଙ୍କୁ ଟିକଟ ମିଳିନି ନିଯୁକ୍ତ ପାଇଥିବା ନେତାମାନେ ପଦପଦବୀକୁ ବଜାଇ ରଖିପାରିବେ … Read More

ପ୍ରଫୁଲ୍ଲ ଘଡ଼ାଇଙ୍କୁ ନୂଆ ଦାୟିତ୍ୱ

ଗତମାସରେ  ସୁକିନ୍ଦାର ପୂର୍ବତନ ବିଧାୟକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇଙ୍କ ଉପରୁ ବହିଷ୍କାର ଆଦେଶ ଉଠିବା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ନୂଆ ଦାୟିତ୍ୱ ଦେଇଛନ୍ତି। ତାଙ୍କୁ ଖୋର୍ଦ୍ଧା, ରଣପୁର ଓ ଚିଲିକାର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ … Read More

ଏହି କାରଣଗୁଡ଼ିକ ବିଜେପିର ଆସନ ସଂଖ୍ୟା ସ୍ଥିର କରିବ

୨୦୧୪ରେ ସାଧାରଣ ନିର୍ବାଚନ ପ୍ରଚାରବେଳେ କ୍ଷମତାରେ ନଥିଲା ଏନଡିଏ। ତେଣୁ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦୀଙ୍କୁ ଅଲ ଆଉଟ ଆଟାକ ମୋଡ଼ରେ ଯାଇ ପ୍ରଚାର କରିବାକୁ ମିଳିଯାଇଥିଲା ସୁବିଧା। ୟୁପିଏ ସରକାର ଉପରେ ମୋଦୀଙ୍କର ତୀବ୍ର ଭାଷଣ ବାଜି ବଡ଼ … Read More