କନ୍ଧମାଳରେ ମାଓ ହିଂସା : ଗୁଳିମାଡରେ ମହିଳା ପୋଲିଂ ସୁପରଭାଇଜରଙ୍କ ମୃତ୍ୟୁ

ଓଡ଼ିଶାର ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନରେ ଆସନ୍ତାକାଲି ହେବ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଏଥିପାଇଁ ନକ୍ସଲ ପ୍ରବଣ କନ୍ଧମାଳ ଜିଲ୍ଲାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହା ସତ୍ତ୍ୱେ ପୁଲିସକୁ ଚ୍ୟାଲେଞ୍ଜ ଦେଇଛନ୍ତି ନକ୍ସଲ। ଗୁଳି କରି … Read More

ତୃଣମୂଳ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ବାଲାଂଦେଶୀ ହିରୋର ଭିସା ଜବତ

ବାଂଲାଦେଶୀ କଳାକାର ଫିରଦୋସ୍ ଅହମଦ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ଦଳ ତୃଣମୁଳ କଂଗ୍ରେସ ପାଇଁ ପ୍ରଚାର କରି ଅଡୁଆରେ ପଡ଼ିଛନ୍ତି। ବାହାର ଦେଶର ବ୍ୟକ୍ତି ଭାରତରେ ଆସି ନିର୍ବାଚନ ପ୍ରଚାର କରିବା ଆଚରଣ ବିଧି ଉଲ୍ଲଂଘନ ବୋଲି ବିଜେପି ନିର୍ବାଚନ … Read More

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ପ୍ରଚାର

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର କରି ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। କେନ୍ଦୁଝର ଜିଲ୍ଲାରେ ପାଞ୍ଚ ବର୍ଷ ମଧ୍ୟରେ କେନ୍ଦ୍ର କ’ଣ କରିଛି? ଜିଲ୍ଲାର ଜାତୀୟ ରାଜପଥ ବାବଦରେ ଆପଣ ପଚାରନ୍ତୁ। ରେଳବାଇରେ ଜିଲ୍ଲା କେତେ ରାଜସ୍ୱ ଦେଉଛି … Read More

ସମ୍ବଲପୁରୀ ଜ୍ୟାକେଟ୍‌ରେ ମୋଦି

ସମ୍ବଲପୁର, (ପ୍ରଫୁଲ୍ଲ କୁମାର ଦାଶ): ମୋଦିଙ୍କ ଜ୍ୟାକେଟ୍‌ ଫ୍ୟାଶନକୁ ଆହୁରି ଚମକଦାର କରିବାକୁ ଚାହିଁଛନ୍ତି ସମ୍ବଲପୁରବାସୀ। ତାହା ପୁଣି ସ୍ଵତନ୍ତ୍ର ଭାବେ ତିଆରି ହୋଇଥିବା ସମ୍ବଲପୁରୀ ବସ୍ତ୍ରରେ। ଅର୍ଥାତ୍‌ ସମ୍ପୂଣ୍ଣ ଭାବେ ସୂତା ଓ ସମ୍ବଲପୁରୀ ବୁଣା କାରିଗରୀରେ ଏହା ତିଆରି … Read More

ମସ୍‌ଜିଦ୍‌ରେ ମହିଳା ପ୍ରବେଶ: ସୁପ୍ରିମ୍‌କୋର୍ଟରେ ହେବ ଶୁଣାଣି

ଇସ୍‌ଲାମ୍‌ ସମ୍ପ୍ରଦାୟର ଧର୍ମପୀଠ ମସ୍‌ଜିଦ୍‌ ଭିତରେ ମହିଳାଙ୍କ ପ୍ରବେଶ ଓ ତାଙ୍କ ପୂଜାର୍ଚନା ନେଇ ଥିବା ପ୍ରତିବନ୍ଧକ ଉଠାଇବାକୁ ହୋଇଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମ୍‌କୋଟର୍ର୍ ରାଜି ହୋଇଛନ୍ତି। କୋର୍ଟଙ୍କ ପୂର୍ବ ବିଚାର ଏବଂ ସାବରିମାଳା ମାମଲାକୁ ଆଖିରେ ରଖି କୋର୍ଟ … Read More

ବିଜେପିରୁ ୧୫ ବହିଷ୍କୃତ

ଭୁବନେଶ୍ୱର,(ଓଟି): ଅନୁଶାସନ ଭଙ୍ଗ ଏବଂ ବିଶୃଙ୍ଖଳିତ କାର୍ଯ୍ୟ କାରଣରୁ ରାଜ୍ୟ ବିଜେପିର ୧୫ ଜଣ ସଦସ୍ୟଙ୍କୁ ବିଷ୍କାର କରାଯାଇଛି। ସେମାନେ ତୃଣମୂଳସ୍ତରରେ ବିଭିନ୍ନ ଦଳୀୟ ପଦପଦବୀ ଗ୍ରହଣ କରୁଥିଲେ । ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅନୁମୋଦନ କ୍ରମେ ତାଙ୍କୁ ବହିଷ୍କାର … Read More

ସମ୍ବଲପୁରରେ ମୋଦି: ଚାଷୀ ଓ ଚାଷ ନେଇ ନବୀନଙ୍କ ଉପରେ ବର୍ଷିଲେ ମୋଦି

ସମ୍ବଲପୁର, (ପ୍ରଫୁଲ୍ଲ କୁମାର ଦାଶ): ମହାନଦୀ ଓ ହୀରାକୁଦ ନଦୀବନ୍ଧ ସତ୍ତେ୍ବ ସମ୍ବଲପୁର ଓ ଆଖପାଖ ଅଞ୍ଚଳରେ ଉପଯୁକ୍ତ ଜଳସେଚନ ବ୍ୟବସ୍ଥା ହୋଇପାରୁ ନାହିଁ। କ୍ଷେତକୁ ପାଣି ପହଞ୍ଚିପାରୁ ନାହିଁ। ବିଜେଡି ସରକାର ଚାଷୀଙ୍କୁ ପ୍ରତାରଣ କରୁଛି ବୋଲି ଅଭିଯୋଗ କରିଛନ୍ତି … Read More

୧୮ରୁ ଖରା ଛୁଟି

ଭୁବନେଶ୍ଵର, (ଓଟି): ବଢ଼ୁଥିବା ରୌଦ୍ରତାପକୁ ଆଖିରେ ରଖି ରାଜ୍ୟ ସରକାର ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି। ଏହିକ୍ରମରେ ୧୮ ତାରିଖରୁ ସମସ୍ତସ୍କୁଲ୍‌ କଲେଜ୍‌, ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଏ ବାବଦରେ ସ୍ଵତନ୍ତ୍ର ରିଲିଫ୍‌ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି। ଏବେ … Read More

ତିନି ବରିଷ୍ଠ ନେତା ଗୁରୁତର ଅସୁସ୍ଥ

ଭୁବନେଶ୍ଵର, (ଓଟି): ଏକଦା ବିଜୁ ଜନତା ଦଳର ଆଗଧାଡ଼ି ମଣ୍ଡନ କରୁଥିବା ତିନି ବରିଷ୍ଠ ନେତା ଗୁରୁତର ଅସୁସ୍ଥ ଅଛନ୍ତି। ଗୁରୁତ୍ଵପୂଣ୍ଣ କଥା ହେଉଛି ଏହି ତିନି ନେତା ଏବେ ଗୋଟିଏ ହସ୍‌ପିଟାଲ୍‌ର ଆଇସିୟୁରେ ଚିକିତ୍ସାଧୀନ। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା … Read More

ଦାଗୀ ନେତାଙ୍କୁ ପ୍ରାର୍ଥୀ କରିବାରେ ବିଜେପି-କଂଗ୍ରେସ ଆଗରେ

କଲେଜ ମାଟି ମାଡି ନାହାଁନ୍ତି ୬୮ ପ୍ରାର୍ଥୀ ବିଜେପିର ସଙ୍ଗୀତା ସିଂହଦେଓ ଧନୀ ସାଂସଦ ପ୍ରାର୍ଥୀ ବିଧାନସଭା ପ୍ରାର୍ଥୀ ତାଲିକାରେ ନବୀନ ପଟ୍ଟନାୟକ ଧନୀ ପ୍ରାର୍ଥୀ ବିଜେପିର ୧୮ଜଣ, କଂଗ୍ରେସର ୧୦ଜଣ, ବିଜେଡିର ୧୧ଜଣ ଏବଂ ବିଏସପିର ୪ଜଣ ପ୍ରାର୍ଥୀଙ୍କ ବିରୋଧରେ … Read More