ଅଜଣା ଯୁବକ ନୀଳଚକ୍ର ଉପରକୁ ଚଢ଼ି ବାନ୍ଧିଲେ ଗାମୁଛା, ଖୋଲି ଆଣିଲେ ମହାପ୍ରଭୁଙ୍କ ବାନା

ଆଜି ପୁରୀ ଶ୍ରୀମନ୍ଦିର ପରିସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସକାଳ ପ୍ରାୟ ୮.୩୦ ସମୟରେ ଜଣେ ବ୍ୟକ୍ତି ମନ୍ଦିର ଉପରକୁ ଚଢ଼ି ମହାପ୍ରଭୁଙ୍କ ବାନା ଖୋଲି ଆଣିଥିବା ଅଭିଯୋଗ ହୋଇଛି। ବ୍ୟକ୍ତି ଜଣକ ସକାଳୁ ସକାଳୁ ନୀଳଚକ୍ର ଉପରକୁ ଚଢ଼ି … Read More

କଂଗ୍ରେସକୁ ପାଇଁ ମହଙ୍ଗା ପଡ଼ିବେ ସାଧ୍ୱୀ ପ୍ରଜ୍ଞା: ମୋଦୀ

ମାଲେଗାଁଓ ବିସ୍ଫୋରଣ ଘଟଣାର ଅଭିଯୁକ୍ତ ସାଧ୍ୱୀ ପ୍ରଜ୍ଞାଙ୍କୁ ବିଜେପି ଭୋପାଳ ଲୋକସଭା ଆସନରୁ ପ୍ରାର୍ଥୀ କରିବା ନେଇ ବିରୋଧୀଙ୍କ ପ୍ରଶ୍ନର ଜବାବ ରଖିଛନ୍ତି ପ୍ରଧାନମନ୍ତ୍ରୀ। ଜାତୀୟ ଗଣମାଧ୍ୟମ ଟାଇମ୍ସ ନାଓକୁ ସାକ୍ଷାତକାରରେ ଦେବା ବେଳେ ସେ ବିରେଧୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି। … Read More

୭୨ ହଜାର ଟଙ୍କା ଦେବାର ଘୋଷଣା ମାମଲା ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟରେ

କଂଗ୍ରେସ ଦଳ ଏବଂ ନିର୍ବାଚନ କମିସନଙ୍କୁ ନୋଟିସ୍‌ ଜାରି  କଂଗ୍ରେସ ଦଳର ନିର୍ବାଚନୀ ଇସ୍ତାହାରରେ ସରକାର ଆସିଲେ ୭୨ ହଜାର ଟଙ୍କା ଗରିବ ଲୋକଙ୍କୁ ଦେବାର ଘୋଷଣା ପ୍ରସଙ୍ଗ ଏବେ ନ୍ୟାୟାଳୟରେ ପହଞ୍ଚିଛି। ସରକାର ଆସିଲେ ୭୨ ହଜାର ଟଙ୍କା ଗରିବ … Read More

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ

ରଞ୍ଜନ ଗୋଗଇ କହିଲେ ବଡ଼ ଷଡ଼ଯନ୍ତ୍ର ଭାରତର ପ୍ରଧାନ ବିଚାରପତିଙ୍କ ବିରୋଧରେ ଜଣେ ପୂର୍ବତନ ମହିଳା କର୍ମଚାରୀ ଆଣିଥିବା ବ୍ୟଭିଚାର ଅଭିଯୋଗ ମାମଲା ପାଇଁ ଶନିବାର ଦିନ ସୁପ୍ରିମ୍‌କୋର୍ଟ ଏକ ଜରୁରୀ ଶୁଣାଣି ଆୟୋଜନ କରାଯାଇଛି। ଏଥିରେ ତାଙ୍କ ବିରୋଧରେ ଆଗତ … Read More

ଭାରତ ବର୍ଷରେ ପିନାକୀ ଏବେ ସବୁଠୁ ଅଧିକ ରୋଜଗାରୀ ପ୍ରାର୍ଥୀ

ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଆଉ ମାତ୍ର ଅଳ୍ପ କେଇଦିନ ବାକି। ଆସନ୍ତା ୨୩ ତାରିଖରେ ଏଥିଲାଗି ମତଦାନ ହେବ। ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରସ୍ଥୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏ ଭିତରେ ଇଲେକ୍ସନ୍‌ ୱାଚ ପକ୍ଷରୁ ପ୍ରାର୍ଥୀ ସତ୍ୟପାଠ ଯାଞ୍ଚ … Read More

ବେଦପ୍ରକାଶ ଅଗ୍ରୱାଲ୍‌ଙ୍କ ଦେହାନ୍ତ, ପାଟକୁରା ନିର୍ବାଚନ ବାତିଲ ଆଶଙ୍କା

ବରିଷ୍ଠ ରାଜନେତା, ପୂର୍ବତନ ମନ୍ତ୍ରୀ ତଥା ପାଟକୁରାରୁ ବିଜେଡିର ବିଧାୟକ ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲ୍‌ଙ୍କ ଦେହାନ୍ତ ହୋଇଛି। ଭୁବନେଶ୍ଵରସ୍ଥିତ କେୟାର ହସ୍‌ପିଟାଲ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଦୀର୍ଘଦିନ ହେଲା ସେ ଏହି ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ତାଙ୍କ ଅବସ୍ଥା ସଙ୍କଟାପନ୍ନ … Read More

ଭୋଟ୍ ଦେବା କାହାକୁ 

୨୦୧୯ ଲୋକସଭା ତଥା କେତେକ ରାଜ୍ୟର ନିର୍ବାଚନ ପାଇଁ ୨ଟି ପର୍ଯ୍ୟାୟ ମତଦାନ  ଶେଷ ହୋଇଛି । ଭୋଟରମାନଙ୍କ ମନରେ ଅନେକ ପ୍ରଶ୍ନ… କିଏ ଭାବୁଛି ଦଳକୁ ପ୍ରାଧାନ୍ୟ ଦେଇ ଭୋଟ ଦବ ତ କିଏ ଭାବୁଛି ଯୋଗ୍ୟ ପ୍ରାର୍ଥୀଙ୍କୁ ଭୋଟ୍ … Read More

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ରାଜ୍ୟରେ ୭୨ ପ୍ରତିଶତ ମତଦାନ

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୫ ଲୋକସଭା ଓ ୩୫ ବିଧାନସଭାରେ ୭୨ ପ୍ରତିଶତ ମତଦାନ ହୋଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ପରମାଣିକ ଆଜି ଏହି ସୂଚନା ଦେଇଛନ୍ତି। ଗତକାଲି ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୪ ପ୍ରତିଶତ ମତଦାନ … Read More

ରିଲାଏନ୍ସ ଜିଓର ଚତୁର୍ଥ ତ୍ରୟମାସ ନିଟ୍ ଲାଭ ୬୪% ବୃଦ୍ଧି ପାଇ ୮୪୦ କୋଟି ଟଙ୍କା

ରିଲାଏନସ ଜିଓ ପକ୍ଷରୁ ୨୦୧୮-୧୯ ଅ।ର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ ଅ।ର୍ଥିକ ଫଳାଫଳ ଘୋଷଣା କରାଯାଇଛି । କଂପାନୀ ଏହି ସମୟରେ ୬୪.୭% ଅଭିବୃଦ୍ଧି ସହ ୮୪୦ କୋଟି ଟଙ୍କାର ନିଟ ଲାଭ କରିଛି । ଗତବର୍ଷ ଏହି ସମୟରେ କଂପାନୀ … Read More

ଇନଷ୍ଟାଗ୍ରାମ୍ ଡେବ୍ୟୁ କଲେ ବାହୁବଳୀ

ବାହୁବଳୀ ଫେମ୍ ପ୍ରଭାସଙ୍କ ଅଗଣିତ ପ୍ରଶଂସକ ଏବେ ବହୁତ ଖୁସି ଜଣାପଡ଼ୁଛନ୍ତି । ଏହାର କାରଣ କ’ଣ ଜାଣିଛନ୍ତି କି? ଏହାର କାରଣ ହେଉଛି ପ୍ରଭାସ ଏବେ ଇନଷ୍ଟାଗ୍ରାମରେ ଡେବ୍ୟୁ କରିଛନ୍ତି । କିନ୍ତୁ ତାଙ୍କ ଆକାଉଣ୍ଟରେ ବ୍ଲୁଟିକ୍ ଆସିବା ଡେରି … Read More