ଗୀତା ମାହାତ୍ମ୍ୟ-୩୧: ସେ ହିଁ ଅନନ୍ତ, ଅପ୍ରମେୟ

କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଅର୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କ ବିଶ୍ୱରୂପ ଦର୍ଶନ କରିବା ପରେ ଅଭିଭୂତ ହୋଇ କହିଲେ, ‘ମୁଁ ଆପଣଙ୍କ ଶରୀରରେ ସମସ୍ତ ଦେବତାଙ୍କୁ, ଜୀବସମୁଦାୟଙ୍କୁ, କମଳ ଆସନରେ ବିରାଜିତ ବ୍ରହ୍ମାଙ୍କୁ, ମହାଦେବଙ୍କୁ, ସମସ୍ତ ଋଷିଙ୍କୁ ଓ ଦିବ୍ୟସର୍ପଙ୍କୁ ଦେଖୁଛି । ମୁଁ … Read More

ଶ୍ରୀଲଙ୍କାରେ ଆତଙ୍କୀ ବିସ୍ଫୋରଣ: ୧୦୦ରୁ ଅଧିକ ମୃତ, ୪୫୦ ଗୁରୁତର

ଭୁବନେଶ୍ଵର, (ଓଟି): ଶ୍ରୀଲଙ୍କାରେ ସିରିଜ୍‌ ବୋମା ବିସ୍ଫୋରଣ ହୋଇଛି। ଆତଙ୍କବାଦୀଙ୍କ ଏହି କାର୍ଯ୍ୟ ଯୋଗୁ ୧୫୦ରୁ ଅଧିକ ଲୋକଙ୍କ ପ୍ରାଣ ଯାଇଥିବାବେଳେ ପାଖାପାଖି ୪୫୦ ଜଣ ଗୁରୁତର ଆହତ ହୋଇଛନ୍ତି। ରବିବାରଦିନ ଇଷ୍ଟର ରବିବାର ପଡ଼ିଥିବାରୁ ସହରରେ ଥିବା ଚର୍ଚ ଗୁଡ଼ିକରେ … Read More

ରାହୁଲ ଗାନ୍ଧୀଙ୍କ ନାଗରିକତା ନେଇ ପ୍ରଶ୍ନ

ଆମେଥି ଲୋକସଭା ଆସନରେ ପ୍ରାର୍ଥୀପତ୍ର ଦାଖଲ କରିଥିବା ସ୍ୱାଧିନ ପ୍ରାର୍ଥୀ ଧ୍ରୁବ ଲାଲଙ୍କ ଅଭିଯୋଗକ୍ରମେ ରାହୁଲ ଗାନ୍ଧୀଙ୍କ ପ୍ରାର୍ଥୀପତ୍ର ଯାଞ୍ଚ କାମ ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ଥଗିତ ରଖାଯାଇଛି। ଆମେଥିର ରିଟର୍ଣ୍ଣିଂ ଅଫିସର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପ୍ରାର୍ଥୀପତ୍ର ଯାଞ୍ଚ … Read More

ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ୍

ସହିଦ ହେମନ୍ତ କରକରେଙ୍କୁ ନେଇ ବିବାଦୀୟ ବୟାନ ଦେବା ପରେ ବିଜେପିର ଭୋପାଲ ଲୋକସଭା ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞାଙ୍କୁ ନୋଟିସ ପଠାଇଛି ନିର୍ବାଚନ କମିଶନ। ୨୪ ଘଣ୍ଟା ମଧ୍ୟରେ ସାଧ୍ୱୀ ନିର୍ବାଚନ କମିଶନ ପଠାଇଥିବା ନୋଟିସର ଜବାବ ପଠାଇବେ ବୋଲି ନିର୍ଦ୍ଦେଶ … Read More

ଭଦ୍ରକ ଲୋକସଭା : ନବାଗତଙ୍କ ମଧ୍ୟରେ କଡ଼ା ମୁକାବିଲା

ଏବେ ରାଜ୍ୟର ଉପକୂଳ ଓ ଉତ୍ତର ଓଡ଼ିଶାରେ ସରଗରମ ହେଲାଣି ନିର୍ବାଚନୀ ମାହୋଲ। ଗାଁ ଗଣ୍ଡାରୁ ସହର ଯାଏ ପ୍ରଚାର ହେଲାଣି ଜୋରଦାର। ୨୯ରେ ହେବ ନିର୍ବାଚନ। ଭଦ୍ରକ ଲୋକସଭା ଆସନର ଫଳାଫଳକୁ ନେଇ ପର୍ଯ୍ୟବେକ୍ଷକ ମହଲରେ ଆରମ୍ଭ ହୋଇଛି ପ୍ରାକ୍ … Read More

ନବୀନଙ୍କ ଭାବମୂର୍ତ୍ତି ବିଗାଡ଼ିବା ପାଇଁ ଭୟଙ୍କର ଚକ୍ରାନ୍ତ

ହାଇଟେକ ବସ ଭିଡିଓ ଭାଇରାଲ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦେହ ଭଲ ଅଛି କି ନାହିଁ ସେ ନେଇ ବାଦ ବିବାଦ ଏବଂ ତର୍କ ବିତର୍କ କିଛିଦିନ ହେଲା ଜୋରସୋରରେ ଚାଲିଛି। କେବଳ ଓଡ଼ିଶାରେନୁହେଁ, ଦେଶରେ ମଧ୍ୟ … Read More

ଭଦ୍ରକ ବିଧାନସଭା : ଅସିତ ଓ ନରେନଙ୍କ ହାତରେ ବିଜୟ ଚାବିକାଠି

ଭଦ୍ରକ ବିଧାନସଭା କ୍ଷେତ୍ର ରାଜନୀତିରେ ଦୁଇଜଣ ଯୁବନେତା ଅସିତ ଓ ନରେନଙ୍କ ଉପରେ ରାଜନୈତିକ ମହଲର ନଜର। ଅସିତ ହେଲେ ବିଧାୟକ ଯୁଗଳ ପଟ୍ଟନାୟକଙ୍କ ପୁଅ। ବିଜେଡିରେ ବେଶ ପ୍ରଭାବଶାଳୀ ଥିଲେ। ବାପା ବିଧାୟକ ଥିଲେ, ପୁଅ ଅସିତ ପୁରା ସଂଗଠନ … Read More

ଏଥର ଫୋକସ ଉପକୂଳ ଓ ଉତ୍ତର

ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଦୁଇଟି ପର୍ଯ୍ୟାୟର ମତଦାନ ସରିଛି। ଆଉ ଦୁଇ ପର୍ଯ୍ୟାୟ ବାକି ଅଛି। ସରିଯାଇଥିବା ଦୁଇ ପର୍ଯ୍ୟାୟରେ ୯ଟି ଲୋକସଭା ଏବଂ ୬୩ଟି ବିଧାନସଭା ଆସନ ପାଇଁ ଭୋଟ ସରିଛି। କେତେକ ସ୍ଥାନରେ ଇଭିଏମ ଗଡବଡ଼ି ଓ … Read More

ବେଦପ୍ରକାଶଙ୍କ ସହିତ ନ୍ୟାୟ କରି ନଥିବା ମୋର ମନେ ହୁଏ : ବିଜୟ

ବରିଷ୍ଠ ବିଜେଡି ନେତା ତଥା ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରୱାଲଙ୍କର ଆଜି ପରଲୋକ ହୋଇଯାଇଛି। ଏହି ଖବର ପାଇବା ପରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଏହା ସହିତ … Read More

ନବୀନଙ୍କ ପ୍ରଶ୍ନ :ବିଜେପି ନେତା କୋଇଲା ବେପାରରେ ସମ୍ପୃକ୍ତ ଥିବାରୁ ରାଜ୍ୟ ରାଜସ୍ୱ ହରାଉଛି କି?

କୋଇଲା ବେପାରରେ ବିଜେପି ନେତାଙ୍କ ସମ୍ପୃକ୍ତି ଯୋଗୁଁ ରାଜ୍ୟ କୋଟି କୋଟି ଟଙ୍କା ହାରାଉଛି କି ବୋଲି ଘଣ୍ଟପଡ଼ା ନୋଡାଲ୍‌ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ପଡ଼ିଆରେ ନିର୍ବାଚନୀ ପ୍ରଚାର ସଭାରେ ସମବେତ ଜନତାଙ୍କୁ ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ନିର୍ବାଚନ … Read More