ସବୁଠୁ ବଡ଼ ଋଣୀ: ନବଜ୍ୟୋତିଙ୍କ ନାଁରେ ୧୦୭ କୋଟି ଟଙ୍କା ଋଣ

ବାଲେଶ୍ଵରର କଂଗ୍ରେସ ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ହେଉଛନ୍ତି ୪ର୍ଥ ପର୍ଯ୍ୟାୟ ନିର୍ବାଚନର ସବୁଠାରୁ ଅଧିକ ଋଣୀ ପ୍ରାର୍ଥୀ। ତାଙ୍କ ନାଁରେ ୧୦୭ କୋଟି ଋଣ ରହିଛି। ସେହିପରି ନିର୍ବାଚନ ମଇଦାନରେ ଭାଗ୍ୟ ପରୀକ୍ଷା କରିବାକୁ ଓହ୍ଲାଇଥିବା ପ୍ରାର୍ଥୀଙ୍କ ଭିତରେ ଯେଉଁତିନିଜଣଙ୍କୁ … Read More

ବିଜେଡିକୁ ବହୁମତ ମିଳିସାରିଲାଣି, ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ ଉତ୍ସବକୁ ମୋଦୀ ଅତିଥି ହୋଇ ଆସନ୍ତୁ : ନବୀନ

ଆଜି ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମାରାଥନ ପ୍ରଚାର ଚଳାଇଛନ୍ତି। ଏହି ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସିଧାସିଧା ଟାର୍ଗେଟ କରିଛନ୍ତି। ରେମୁଣାରେ ଅନୁଷ୍ଠିତ ଏକ ଜନସଭାରେ ସେ କହିଛନ୍ତି ପ୍ରଧାନମନ୍ତ୍ରୀ … Read More

ମହାରଥୀଙ୍କ ଜାମିନ ଆବେଦନର ଶୁଣାଣି ୨୭ ତାରିଖକୁ ଘୁଞ୍ଚିଲା

ଗତ ୨୨ ତାରିଖରେ ନିର୍ବାଚନ ଫ୍ଲାଇଂ ସ୍କ୍ଵାଡର ମାଜିଷ୍ଟ୍ରେଟଙ୍କ ଉପରେ ଆକ୍ରମଣ ଅଭିଯୋଗରେ ଗିରଫ ହୋଇ ପରେ ଜେଲ୍ଯାଇଥିବା ପିପିଲିର ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କର ଜାମିନ୍ଆବେଦନର ଶୁଣାଣି ୨୭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ମାମଲାର ତଦନ୍ତ ଲାଗି ତଦନ୍ତକାରୀ ଅଧିକାରୀ … Read More

ବାମପନ୍ଥୀ-କଂଗ୍ରେସ ମେଣ୍ଟ : କିଏ ଫାଇଦାରେ?

ବାମପନ୍ଥୀ ଦଳଙ୍କ ସହ କଂଗ୍ରେସର ମେଣ୍ଟ ଉଭୟ ଦଳକୁ ମହଙ୍ଗା ପଡ଼ିଲା। ପୂର୍ବରୁ ଆଶା କରାଯାଉଥିଲା ଯେ, ଅନ୍ତତଃ ବାମଦଳ ସହ ମେଣ୍ଟ କରିବା ଯୋଗୁଁ କଂଗ୍ରେସକୁ ବଡ଼ ଫାଇଦା ମିଳିବ। କିନ୍ତୁ ଏବେ ଉଭୟ କଂଗ୍ରେସ ଏବଂ ବାମପନ୍ଥୀ ଦଳ … Read More

ମଇ ୧୯ରେ ପାଟକୁରା ବିଧାନସଭା ନିର୍ବାଚନ

ଆସନ୍ତା ମଇ ୧୯ ତାରିଖରେ ପାଟକୁରା ବିଧାନସଭା ଆସନରେ ହେବ ମତଦାନ। ଏନେଇ ନିର୍ବାଚନ କମିଶନଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମଇ ୧ରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି। ମଇ ୨ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ମଇ ୪ … Read More

ଦୂରଦର୍ଶନର ପକ୍ଷପାତିତା

ନିର୍ବାଚନ କମିଶନ ବିଭିନ୍ନ ରାଜନୀତିକ ଦଳଙ୍କୁ ଦୂରଦର୍ଶନ ଓ ଅଲ୍‍ ଇଣ୍ଡିଆ ରେଡିଓରେ ସେମାନଙ୍କ ମତ ରଖିବା ଲାଗି ସମୟ ନିର୍ଦ୍ଧାରଣ କରିଛନ୍ତି । ଏଥିଲାଗି ଉଦ୍ଦିଷ୍ଟ ଭାଷଣକୁ ମୁଁ ଅନେକ ସମୟ ଆଗରୁ ଦୂରଦର୍ଶନରେ ଜମା କରିଥିଲି । କିନ୍ତୁ … Read More

ଗୀତା ମାହାତ୍ମ୍ୟ-୩୨: ମୁଁ ସବୁ କିଛି, ତୁମେ ନିମିତ୍ତମାତ୍ର

କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଅର୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କ ବିଶାଳକାୟ ରୂପକୁ ଦେଖି ଅତ୍ୟନ୍ତ ଆଶ୍ଚର୍ଯ୍ୟ ଓ ଭୟଭୀତ ହୋଇପଡ଼ିଥିଲେ । ଭୟଙ୍କର ଦିଶୁଥିବା ଭଗବାନଙ୍କ ଦନ୍ତ,ପାଟି ଓ ପ୍ରଳୟକାଳର ଅଗ୍ନିସମାନ ପ୍ରଜ୍ୱଳିତ ହେଉଥିôବା ଭଗବାନଙ୍କ ମୁଖଗୁଡ଼ିକୁ ଦେଖି ଅର୍ଜୁନ ଅତି ଭୟଭୀତ ତଥା … Read More

ଜଣେ ଭୋଟର ପାଇଁ ଗୋଟିଏ ବୁଥ

ଭାରତୀୟ ଗଣତନ୍ତ୍ରରେ ଗୋଟିଏ ଭୋଟ୍‌ ବି ମୂଲ୍ୟବାନ। ଏହି ଭୋଟ୍‌ କାହାକୁ କ୍ଷମତା ଦେଇପାରେ ତ କେତେବେଳେ ସରକାର ବି ଟଳାଇ ଦେଇପାରେ। ସେଥିପାଇଁ ପ୍ରତି ନାଗରିକଙ୍କୁ ତାଙ୍କ ଗଣତାନ୍ତ୍ରିକ ହକ୍‌ ସାବ୍ୟସ୍ତ କରିବାର ସୁଯୋଗ ଦେବା ଲାଗି ସାମ୍ବିଧାନିକ ବ୍ୟବସ୍ଥା … Read More

ତୃତୀୟ ପର୍ଯ୍ୟାୟ ଭୋଟ୍‌-ଦେଶରେ ୬୬, ରାଜ୍ୟରେ ୬୪% ପୋଲିଂ

ଦେଶର ୧୧୭ ଲୋକସଭା ମଣ୍ଡଳୀ ପାଇଁ ହୋଇଥିବା ତୃତୀୟ ପର୍ଯ୍ୟାୟ ମତଦାନରେ ସମୁଦାୟ ୬୬ ପ୍ରତିଶତ ପୋଲିଂ ହୋଇଛି। ଅର୍ଥାତ୍‌ ପାଖାପାଖି ୬ ଲକ୍ଷ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିନାହାନ୍ତି। ସନ୍ଧ୍ୟା ୬ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ ଓଡ଼ିଶାରେ … Read More

ଟ୍ରେନ୍‌ ଚଳାଚଳ ମାର୍ଗ ପରିବର୍ତ୍ତନ ସୂଚନା

ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ଅନ୍ତର୍ଗତ କପିଳାସ ରୋଡ଼ ଓ ସାଲେଗାଓଁ ଷ୍ଟେସନ ମଧ୍ୟରେ ଏପ୍ରିଲ ୨୫ ତାରିଖ ଠାରୁ ମଇ ମାସ ୮ ତାରିଖ ପର୍ଯ୍ୟନ୍ତ ଦୋହରୀକରଣ କାର୍ଯ୍ୟ ସମ୍ପାଦନ ପାଇଁ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହାତକୁ … Read More