ନିମାପଡ଼ା : କିଏ ମାରିବ ବାଜି ?

ଏପ୍ରିଲ ୨୯ ତାରିଖରେ ଚତୁର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନ। ମଇ ୨୩ରେ ହେବ ଫଳାଫଳ ଘୋଷଣା। କାହା ମୁଣ୍ଡରେ ହାତି ସୁନା କଳସ ଢାଳିବ ତାହା ଦେଖିବାକୁ ସମସ୍ତଙ୍କ ଉତ୍କଣ୍ଠା ବଢିଚାଲିଛି। ଏହି ନିର୍ବାଚନମଣ୍ଡଳୀଟି ୪୬ଟି ଗ୍ରାମ ପଞ୍ଚାୟତ ଓ ଗୋଟିଏ … Read More

‘ବୈଜୟନ୍ତଙ୍କୁ ଭୋଟ ଦିଅ ପଛେ ମୋତେ ଛାଡ଼ ନାହିଁ’

ଉେତ୍ତଜିତ ଲୋକଙ୍କୁ ବିନତୀ ହେଲେ ପ୍ରତାପ କେନ୍ଦ୍ରାପଡ଼ା ଲୋକସଭା ଆସନ ଅନ୍ତର୍ଗତ ମାହଙ୍ଗା ବିଧାନସଭା କ୍ଷେତ୍ରରେ ନିଜ ସପକ୍ଷରେ ଅଧିକ ଭୋଟ ହାତେଇବା ପାଇଁ ବିଜେଡି ପ୍ରାର୍ଥୀ ମନ୍ତ୍ରୀ ପ୍ରତାପ ଜେନା କରିଥିବା ଉଦ୍ୟମ ଫସର ଫାଟିଯାଇଛି। ଗତ ସୋମବାର ଦିନ … Read More

ନବୀନଙ୍କ ୨୧ରୁ ୨୧ଲୋକସଭା ସ୍ୱପ୍ନକୁ ବିଧାୟକ ପ୍ରାର୍ଥୀ ଚୁରମାର କରିଦେଲେ

କଂଗ୍ରେସକୁ ଛାଡ଼ି ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟି ମତଦାନ ପର୍ଯ୍ୟାୟ ସମ୍ପୂର୍ଣ୍ଣ ନହେଉଣୁ ବିଜୟ ସମ୍ଭାବନାକୁ ନେଇ ଦୃଢ଼ୋକ୍ତି କରିବା ଆରମ୍ଭ କରିଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ରାପଡ଼ା ଏବଂ ବାଲେଶ୍ୱର ସମାବେଶରେ ନବୀନବାବୁଙ୍କ ଯିବା ସୁନିଶ୍ଚିତ … Read More

ନିଆଁ ସାଙ୍ଗରେ ଖେଳ ନାହିଁ: ସୁପ୍ରିମ୍‌ କୋର୍ଟ

ଏ ଦେଶର ଧନୀ ଓ କ୍ଷମତାଶାଳୀମାନଙ୍କୁ କହିବାର ସମୟ ଆସି ଯାଇଛି ଯେ ସେମାନେ ନିଆଁ ସାଙ୍ଗରେ ଖେଳୁଛନ୍ତି। ସେମାନେ ତାହା କରନ୍ତୁ ନାହିଁ ବୋଲି ନ୍ୟାୟପାଳିକା ଉପରେ ହୋଇଥିବା ବିଧିବଦ୍ଧ ଆକ୍ରମଣ ସଂକ୍ରାନ୍ତରେ କ୍ଷୋଭ ପ୍ରକାଶ କରି ଗୁରୁବାର ଦିନ … Read More

ଏପ୍ରିଲ୍‌ ୩୦ ଯାଏ ଟାଣ ଖରା, ମେ’୧ରେ ଝଡ଼ତୋଫାନ

ଭୁବନେଶ୍ଵର, (ଓଟି): ଆଜିଠୁ ୩୦ ତାରିଖଯାଏ ଉଦୁଉଦିଆ ଖରା ପାଗ ରହିବ। ଦିନବେଳର ତାପମାତ୍ରା ଯଥେଷ୍ଟ ଅଧିକ ରହିବ। ଏପରିକି ଏହା କୌଣସି ସ୍ଥାନରେ ୩୯ରୁ ୪୩ ଯାଏ ପହଞ୍ଚିପାରେ। ପୁଣି ସବୁଠାରୁ ଉଦ୍‌ବେଗର କାରଣ ହେଉଛଇ ଯେଉଁ ସନ୍ଧ୍ୟାବେଳିଆ କାଳ … Read More

୯ ବୁଥରେ ଚାଲିଛି ସାନି ମତଦାନ

ଭୁବନେଶ୍ଵର, (ଓଟି): ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ବାତିଲ୍‌ ହୋଇଯାଇଥିବା ୯ଟି ବୁଥ୍‌ରେ ଆଜି ସାନି ମତଦାନ ଚାଲିଛି। ଏହି ସବୁ ବୁଥ୍‌ ଗୁଡ଼ିକ ହେଲା- ବଣାଇ ଆସନର ୧୨୯ ନମ୍ବର ଉପରପଡ଼ା କେନ୍ଦ୍ରିକେଲା ବୁଥ୍‌, ସୁନ୍ଦରଗଡ଼ ଆସନର ୨୧୩ ନମ୍ବର … Read More

ସତ୍ୟବାଦୀ ଇଭିଏମ୍‌ ଭଙ୍ଗାରୁଜା ଘଟଣା: ବିଜେପି ପ୍ରାର୍ଥୀ ଓମ୍‌ ପ୍ରକାଶଙ୍କ ନାଁରେ ମାମଲା

ଭୁବନେଶ୍ଵର, (ଓଟି): ସତ୍ୟବାଦୀର ବିଜେପି ବିଧାୟକ ପ୍ରାର୍ଥୀ ତଥା ବ୍ୟବସାୟୀ ଓମ୍‌ ପ୍ରକାଶ ମିଶ୍ରଙ୍କ ନାଁରେ ମାମଲା ରୁଜୁ ହୋଇଛି। ଇଭିଏମ୍‌ ଭଙ୍ଗା ଓ ପୁଲିଂ ଅଧିକାରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ତାଙ୍କ ନାଁରେ ଗିରଫ ପରୱାନା ଜାରି କରାଯାଇଛି। ତେବେ … Read More

୪-ଜି ଡାଉନ୍‌ଲୋଡ୍‌ରେ ଜିଓ ସବୁଠୁ ଆଗରେ, ଅପ୍‌ଲୋଡ୍‌ରେ ଭୋଡ଼ାଫୋନ୍‌

ହାରାହାରି ଭାବେ ୪ଜି ଡାଉନଲୋଡ୍‌ ସ୍ପିଡ୍ କ୍ଷେତ୍ରରେ ରିଲାଏନ୍ସ ଜିଓ ନିଜର ସ୍ଥିତି ବଜାୟ ରଖିବା ସହିତ ମାର୍ଚ୍ଚ ମାସରେ ମଧ୍ୟ ସବୁଠୁ ଆଗରେ ରହିଥିବା ଟେଲିକମ ନିୟାମକ ପ୍ରାଧିକରଣ ଟ୍ରାଏ ପକ୍ଷରୁ ପ୍ରକାଶ କରାଯାଇଥିବା ଚାର୍ଟରେ ଦର୍ଶାଯାଇଛି । ଗତ … Read More

ଗୀତା ମାମହାତ୍ମ୍ୟ-୩୩: ଅନନ୍ୟ ଭକ୍ତିଯୁକ୍ତ ବ୍ୟକ୍ତିଙ୍କ ପ୍ରାପ୍ତ ହୁଅନ୍ତି ଭଗବାନ

ଅର୍ଜୁନ କେବଳ ନିମିତ୍ତମାତ୍ର ହୋଇ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ପ୍ରତିପକ୍ଷ କୌରବଙ୍କ ସହ ଯୁଦ୍ଧ କରିବା ପାଇଁ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ପରାମର୍ଶ ଦେବା ପରେ ଅର୍ଜୁନ କହିଥିଲେ, ‘ଭଗବାନଙ୍କ ନାମ, ଗୁଣ ଓ ପ୍ରଭାବର କୀର୍ତ୍ତନ ଦ୍ୱାରା ଜଗତ ଅତ୍ୟନ୍ତ ଆନନ୍ଦିତ … Read More

ଜେଏସପିଏଲର ସଫଳତା : ୪ମାସ ପୂର୍ବରୁ ପୁରା କଲା ରେଳବାଇ ଅର୍ଡର

ମେକ୍ ଇନ୍ ଇଣ୍ଡିଆ ଉପକ୍ରମର ଏକ ସଫଳ ନିଦର୍ଶନ ଭାବରେ, ନବୀନ ଜିନ୍ଦଲ ନେତୃତ୍ୱାଧୀନ ଜିନ୍ଦଲ ଷ୍ଟିଲ୍ ଏଣ୍ଡ୍ ପାୱାର ଲିମିଟେଡ୍ (ଜେଏସପିଏଲ), ଭାରତୀୟ ରେଳବାଇକୁ ରେଳଲାଇନ୍ ଯୋଗାଇବା ଅର୍ଡର ରେକର୍ଡ ସମୟ ମଧ୍ୟରେ ପୁରା କରଛି  । ଜୁଲାଇ ୨୦୧୮ରେ, … Read More