କିଏ ଏକ ନମ୍ବରୀ ତ କିଏ ୧୦: ସବୁଦଳରେ କୋଟିପତି ଆଉ ଅଭିଯୁକ୍ତ ପ୍ରାର୍ଥୀ

ଓଡ଼ିଶା ନିର୍ବାଚନ ମଇଦାନରେ ପ୍ରାର୍ଥୀଭାବେ ଓହ୍ଲାଇଥିବା ରାଜନେତାମାନେ କିଏ ୧ ନମ୍ବରୀ ତ କିଏ ୧୦ ନମ୍ବରୀ। ଅର୍ଥାତ୍‌ କେହି କାହାକୁ କମ୍‌ ନୁହନ୍ତି। ଆଉ ଯେଉଁମାନେ ଏହି ସଂଖ୍ୟାରେ କମ୍‌ ସେମାନଙ୍କ ନାଁ ନା ଶୁଣାଯାଉଛି ନା ଲୋକେ ଚର୍ଚା … Read More

ବିଜୟଙ୍କୁ ରୋକିବା ପାଇଁ ବିଜେଡିର ବ୍ଲୁ-ପ୍ରିଣ୍ଟ

୫୧ ପଞ୍ଚାୟତ ପାଇଁ ୧୦୨ ଜଣିଆ ଟିମ ଓଡ଼ିଶାରେ ୨୯ତାରିଖରେ ଶେଷ ହେବ ୪ଟି ପର୍ଯ୍ୟାୟର ନିର୍ବାଚନ। କିନ୍ତୁ ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ନେତାମାନେ ସେମାନଙ୍କ ସରକାର ଆସୁଥିବା ଦାବି କରିସାରିଲେଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ … Read More

ରାହୁଲ ଆଉଟ : ନୀବନ-ମୋଦୀ ଲଢ଼େଇ

ଚଳିତ ନିର୍ବାଚନରେ ବିଜେଡି-ବିଜେପି ମଧ୍ୟରେ ପ୍ରଚାର ହେଉଛି ତାହା ମତଦାତାମାନଙ୍କ ପାଇଁ ମନୋରଞ୍ଜନର ଖୋରାକ ଯୋଗାଇଛଉି। ରାଜ୍ୟର ନିର୍ବାଚନ ଲଢ଼େଇରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଉଟ ହେଇଯିବା ପରେ ଏବେ ମୋଦୀ ଆଉ ନବୀନଙ୍କ ଭିତରେ ଲଢ଼େଇ ହେଉଛି। ମୋଦୀ … Read More

ମୋଦି ବାୟୋପିକ୍ ଉପରୁ ରହିତାଦେଶ ଉଠାଇବାକୁ ମନା କଲେ ସୁପ୍ରିମ୍‌କୋର୍ଟ

ଭୁବନେଶ୍ଵର, (ଓଟି): ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ଜୀବନୀକୁ ଭିତ୍ତିକରି ନିର୍ମିତ ବାୟୋପିକ୍‌ ‘ ନରେନ୍ଦ୍ରମୋଦି’ର ମୁକ୍ତିଲାଭ ଉପରୁ ରହିତାଦେଶ ଉଠାଇବା ଲାଗି ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମ୍‌କୋର୍ଟ। ମେ ୧୯ ତାରିଖ ଯାଏ ଏହି ଆଦେଶ ବଳବତ୍ତର ରଖିବାକୁ ନିର୍ଦେଶ ଦେଇଛନ୍ତି। … Read More

ଉପହାର ପଠାଇପାରିବି, ହେଲେ ଗୋଟିଏ ଭୋଟ ଦେବିନାହିଁ : ମମତା

ନିର୍ବାଚନ ପରିବେଶ ଭିତରେ ବୁଧବାର ବଲିଉଡ ଷ୍ଟାର ଅକ୍ଷୟ କୁମାରଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନଖୋଲା ଆଳପ ବେଶ ଚର୍ଚ୍ଚାରେ ରହିଛି। ଏହି ସାକ୍ଷାତକାର ସମୟରେ ମୋଦୀ ନିଜ ଜୀବନର ଅନେକ ଲୁକାୟିତ ବିଷୟକୁ ଉଜାଗର କରିଥିଲେ। ଏହା ଭିତରେ … Read More

ବିଜେଡିର ନିର୍ବାଚନୀ ପର୍ଯ୍ୟଟନ ଅଭିଯୋଗ କେତେ ବାସ୍ତବତା

୫ବର୍ଷରେ ୧୩ଥର ଓଡ଼ିଶା ଆସିଛନ୍ତି ମୋଦୀ ବାଜପେୟୀ ଆସିଥିଲେ ୫ଥର, ମନମୋହନ, ରାଜୀବ ଥରେ ରାଜ୍ୟ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳର ନିର୍ବାଚନ ବିଜ୍ଞାପନଗୁଡ଼ିକ ମୁଖ୍ୟତଃ ନକାରାତ୍ମକ। ଏଥିରେ ମୁଖ୍ୟତଃ ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନେତୃତ୍ୱକୁ ଦାୟୀ … Read More

ଗୀତା ମ।।ହାତ୍ମ୍ୟ-୩୪: କର୍ମଫଳରୁ ଆଶା ତ୍ୟାଗ-ଇଶ୍ୱରପ୍ରାପ୍ତିର ସୁଗମ ମାର୍ଗ

ଅର୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କର ସାକାର ତଥା ଶାନ୍ତ ଚତୁର୍ଭୁଜରୂପ ଦର୍ଶନ କରିବା ପରେ ଅଧିକ ଜିଜ୍ଞାସୁ ହୋଇ ଭଗବାନଙ୍କୁ ପଚାରିଥିଲେ ଯେଉଁ ଭକ୍ତମାନେ ଆପଣଙ୍କ ସଗୁଣରୂପ(ସାକାରରୂପ)କୁ ନିରନ୍ତର ଭଜନ କରନ୍ତି ଓ ଯେଉଁମାନେ କେବଳ ଆପଣଙ୍କ ନିରାକାର ବ୍ରହ୍ମଙ୍କୁ ଶ୍ରେଷ୍ଠ ବିବେଚନା … Read More

ସିଜେଆଇ ଯୌନ ନିର୍ଯାତନା ମାମଲାର ତଦନ୍ତ କରିବେ ପୂର୍ବତନ ବିଚାରପତି ଜଷ୍ଟିସ ଏକେ ପଟ୍ଟନାୟକ

ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଦେଶର ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗେଇଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗ ଓ ଏହା ପଛରେ ରହିଥିବା ଷଡ଼ଯନ୍ତ୍ରର ତଦନ୍ତ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକ କରିବେ ବୋଲି ସୁପ୍ରିମକୋର୍ଟଙ୍କ … Read More

ପାଟକୁରା : କିଏ ହେବ ବିଜେଡି ପ୍ରାର୍ଥୀ

ପାଟକୁରା ବିଜେଡି ବିଧାନସଭା ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ହେବାରୁ ୨୯ ତାରିଖରେ ହେବାକୁ ଥିବା ଭୋଟ ଗ୍ରହଣ କାର୍ଯ୍ୟକ୍ରମକୁ ନିର୍ବାଚନ ଅଧିକାରୀ ସ୍ଥଗିତ ରଖିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଉପରେ ରାଜ୍ୟ ନିର୍ବାଚନ ଅଧିକାରୀ ଭାରତର ନିର୍ବାଚନ … Read More

କେନ୍ଦ୍ରାପଡ଼ାକୁ ନେଇ କାହିଁକି ଏତେ ବିବ୍ରତ ନବୀନ?

ବିଜୁ ଜନତା ଦଳ ଫୋକସରେ ଆରମ୍ଭରୁ ବିଜେପି ଥିଲା। କିନ୍ତୁ ଏବେ ବିଜେପି ସହିତ ଯୋଡ଼ି ହୋଇଯାଇଛି ବୈଜୟନ୍ତ। ଶାସକ ଦଳ ଏହି ଦୁଇ ‘ବି’କୁ ଟାର୍ଗେଟ କରୁଛି। ନବୀନଙ୍କ ପାଇଁ କେନ୍ଦ୍ରାପଡ଼ା ଏକ ମର୍ଯ୍ୟାଦୋର ପ୍ରଶ୍ନ ହୋଇଯାଇ ସାରିଛି। ୧୯ … Read More