ଶୁକ୍ରବାର ରାତିକୁ ସାବଧାନ, ୨୦ ସେଣ୍ଟିମିଟରରୁ ବି ଅଧିକ ବର୍ଷା ଆଶଙ୍କା

ଉପକୂଳ ଓଡ଼ିଶା ବିଶେଷକରି ପୁରୀ, ଗୋପାଳପୁର, ଚାନ୍ଦବାଲି ଅଞ୍ଚଳରେ ଶୁକ୍ରବାର ରାତି କାଳରାତି ଭାବେ ଆକଳନ କରାଯାଉଛି। ଏହି ଅଞ୍ଚଳରେ ସନ୍ଧ୍ୟାବେଳେ ସାମୁଦ୍ରିକ ଝଡ଼ବାତ୍ୟା ଫନି ବା ଫୋନି ସ୍ଥଳଭାଗ ଛୁଇଁବ। ଏହି ସମୟରେ ଏବଂ ତାହାର କିଛି ସମୟ ପୂର୍ବରୁ … Read More

ଫନି ଚିନ୍ତା: ମଧ୍ୟାହ୍ନ ୧୨ଟାରେ ପୁରୀ -ଶାଲିମାର ସ୍ଵତନ୍ତ୍ର ଟ୍ରେନ୍‌

ସାମୁଦ୍ରିକ ଝଡ଼ ବାତ୍ୟା ‘ଫନି’ ଯେପରି କମ୍‌ରୁ କମ୍‌ ଧନଜୀବନ କ୍ଷତି କରିବ ସେଥିଲାଗି ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏହିକ୍ରମରେ ବିଭିନ୍ନ ସ୍ଥାନରେ ସେନା, ନୌବାହିନୀ ଓ ଆକାଶାବାହିନୀର ଅଭିଜ୍ଞ ଉଦ୍ଧାରକାରୀ ଦଳ ପ୍ରସ୍ତୁତ ରହିଥିବା ବେଳେ ଓଡ଼ିଶା ବିପର୍ଯ୍ୟୟ … Read More

ଫନି ଚିନ୍ତା: ଶ୍ରୀମନ୍ଦିରରୁ ବାନା ଖସିଗଲା

ପୁରୀ, ( ଭୀମସେନ ପଲଙ୍କଧାରୀ): ଶ୍ରୀ ଜଗନ୍ନାଥ ମନ୍ଦିରରୁ ବାନା ଉଡ଼ି ଯାଇଛି। ସକାଳ ୮ଟା ସମୟରେ ଶ୍ରୀ ନୀଳଚକ୍ର ଶ୍ରୀହୀନ ଥିବା ଦେଖାଯାଇଛି। ସାମୁଦ୍ରିକ ଝଡ଼ ବତାସ ‘ଫନି’କୁ ଆଖିରେ ରଖି ପ୍ରଶାସନ ଛୋଟ ବାନା (୫ ହାତ) ବାନା … Read More

ପୁରୀରୁ ୫୧୦ କିମି ଦୂରରେ ରହିଛି ଫନି

ଘଣ୍ଟା ପ୍ରତି ୭ କିଲୋମିଟର ବେଗରେ ଓଡ଼ିଶା ମୁହାଁ ହେଉଛି ଫନିବିଭିନ୍ନ ଜିଲ୍ଲା ପାଇଁ ଅରେଞ୍ଜ, ୟଲୋ ଓ ରେଡ୍ ୱାର୍ଣ୍ଣିଂ ଜାରି ଅତି ପ୍ରବଳ ବାତ୍ୟାର ରୂପ ନେଇ ପାଖେଇ ଆସୁଛି ସାମୁଦ୍ରିକ ଝଡ଼ ଫନି। ପୁରୀଠାରୁ ଏହା ୫୧୦ … Read More

ଫନି ମୁକାବିଲା : ୮ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା

ଓଡିଶା ଉପକୂଳରେ ଫନି ପହଞ୍ଚିବା ପୂର୍ବରୁ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ୮ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ମହିଳା ,ଶିଶୁ ଓ ଦିବ୍ୟାଙ୍ଗଙ୍କୁ ପ୍ରଥମେ ସ୍ଥାନାନ୍ତର କରାଯିବ ଓ ଏହାପରେ ଅନ୍ୟମାନଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯିବ। ଅତୀତରେ ଓଡ଼ିଶାରେ … Read More

ବିଶ୍ୱ ନେତୃତ୍ୱ ପାଇଁ ମୁଣ୍ଡବିନ୍ଧା ପାଲଟିଛି କିମଙ୍କ ଲିମୋଜିନ କାର

ଉତ୍ତରକୋରିଆର ମୁଖ୍ୟ କିମ ଜୋଙ୍ଗ ଉନଙ୍କୁ ନେଇ ଚର୍ଚ୍ଚା ସବୁବେଳେ ରହିଆସିଛି। ଏହି ରାଷ୍ଟ୍ରମୁଖ୍ୟଙ୍କ ନେତୃତ୍ୱ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଥିଲା ବେଳେ ତାଙ୍କ ଜୀବନଶୈଳୀ ଠାରୁ ଆରମ୍ଭ କରି ଏହି ଦେଶର ବିକାଶ ଓ ସାମାଜିକ ବ୍ୟବସ୍ଥା ରହସ୍ୟମୟ ରହିଛି। … Read More

ନିର୍ବାଚନ ହାରିବାରେ କରିଲେଣି ରେକର୍ଡ

ଜିତିବା ପାଇଁ ଲୋକେ ନିର୍ବାଚନ ଲଢିଥାଆନ୍ତି, ଏହା ସମସ୍ତେ ଜାଣନ୍ତି। ମାତ୍ର ଭାରତରେ ଏପରି ଅନେକ ଅଛନ୍ତି ଯେଉଁମାନେ ନିର୍ବାଚନ ଲଢନ୍ତି ହାରିବା ପାଇଁ। ସେମାନଙ୍କୁ ଧରତି ପକଡ଼ ବୋଲି କୁହାଯାଇଥାଏ। ଏମାନଙ୍କ ମଧ୍ୟରୁ ଅନେକ ମନୋରଞ୍ଜନ ପାଇଁ ନିର୍ବାଚନ ମଇଦାନକୁ … Read More

ଦିଗବିଜୟଙ୍କ ବିଜୟ ପାଇଁ୫ କ୍ୱିଣ୍ଟାଲ ନାଲି ଲଙ୍କାରେ କରିବେ ଯଜ୍ଞ

ହାରିଗଲେ ସମାଧି ନେବେ ଏହି ସନ୍ଥ ଭୋପାଳ ଲୋକସଭା ଆସନ ଲଢେଇ ଏବେ ରୋଚକ ସ୍ଥିତିରେ ପହଞ୍ଚିଛି। କଂଗ୍ରେସ ପକ୍ଷରୁ ଦଳର ମହାସଚିବ ତଥା ରାଜ୍ୟସଭା ସାଂସଦ ଦିଗବିଜୟ ସିଂ ମଇଦାନରେ ଥିଲାବେଳେ ତାଙ୍କର ମୁକାବିଲା ହେଉଛି ହିନ୍ଦୁତ୍ୱର ନୂଆ ଚେହେରା … Read More

ଭାରତର ବିଜୟ : ମାସୁଦ ଆଝାର ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷିତ

ଭାରତ ଏକ ବୃହତ କୂଟନୈତିକ ବିଜୟ ହାସଲ କରିଛି। ପାକିସ୍ତାନୀ ଆତଙ୍କବାଦୀ ତଥା ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ପ୍ରତିଷ୍ଠାତୀ ମାସୁଦ ଆଝାରକୁ ଜାତିସଂଘ ଏକ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିଛି। ଜାତିସଂଘରେ ଅବସ୍ଥାପିତ ଭାରତର ସ୍ଥାୟୀ ରାଷ୍ଟ୍ରଦୂତ ସୟଦ ଆକବରୁଦ୍ଦିନ ଏ … Read More

ଫନି ପାଇଁ ୭୪ ଟ୍ରେନ ବାତିଲ

ଭୟଙ୍କର ବାତ୍ୟାର ରୂପ ନେବାକୁ ଯାଉଥିବା ଫନି ପାଇଁ ରେଳ ବିଭାଗ ପକ୍ଷରୁ ୭୪ଟି ଟ୍ରେନକୁ ବାତିଲ କରାଯାଇଛି। ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ବାତ୍ୟା ସମୟରେ ଟ୍ରେନ ଚଳାଚଳ ଉପରେ ଯଥେଷ୍ଟ … Read More