ଫନି ପାଇଁ ଜାରି ହେଲା କଣ୍ଟ୍ରୋଲ ରୁମ ନମ୍ବର

ବାତ୍ୟା ଫୋନିକୁ ଦୃଷ୍ଟିରେ ରଖି ଇଷ୍ଟକୋଷ୍ଟ ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି । ପୁରୀ ପାଇଁ ୦୬୭୫୨-୨୨୫୯୨୨, ଭୁବନେଶ୍ୱର ପାଇଁ ୦୬୭୪-୨୩୦୩୦୬୦/ ୨୩୦୧୫୨୫/ ୨୩୦୧୬୨୫, ଖୋର୍ଦ୍ଧା ରୋଡ ପାଇଁ ୦୬୭୪-୨୪୯୦୦୧୦/ ୨୪୯୨୫୧୧/ ୨୪୯୨୬୧୧, କଟକ ପାଇଁ ୦୬୭୧-୨୨୦୧୮୬୫, ବ୍ରହ୍ମପୁର … Read More

ବାତ୍ୟା ଟଳିଲା ଯାଏ ଘର ଭିତରେ ରୁହ: ମୁଖ୍ୟମନ୍ତ୍ରୀ

ରାଜ୍ୟର ୧୦ ହଜାର ଗାଁ ଓ ୫୨ ସହରାଞ୍ଚଳ ‘ଫୋନୀ’ରେ ପ୍ରଭାବିତ ହେବାର ଆଶଙ୍କା ରହିଛି। ବିଶେଷକରି ପୁରୀ ଜିଲ୍ଲାର ଉପକୂଳ ଗାଁଗୁଡ଼ିକ ସର୍ବାଧିକ ପ୍ରଭାବିତ ହେବ। ଏଣୁ ଏ ଅଞ୍ଚଳରେ ସମସ୍ତେ ଆବଶ୍ୟକ ସତର୍କ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି … Read More

୧୯୯୯ ମହାବାତ୍ୟା ଭଳି ଭୟଙ୍କର, ଶକ୍ତିଶାଳୀ: ଅପେକ୍ଷା କରିଛି ସାରା ବିଶ୍ଵ

ବଳଶାଳୀ ହୋଇଚାଲିଛି ସାମୁଦ୍ରିକ ଘୂଣ୍ଣିଝଡ଼ ଫନି ବା ‘ଫୋନୀ’। ତିନିଦିନ ତଳେ ଯେଉଁ ଝଡ଼ ଓଡ଼ିଶା ଆସିବ ନାହିଁ ବୋଲି ଅନୁମାନ କରାଯାଉଥିଲା ତାହା ଏବେ ଓଡ଼ିଶାରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି କରିଛି। ପାଣିପାଗ ବିଭାଗ ତଥ୍ୟ ଅନୁସାରେ … Read More

ଫନିର ଆଖି ଫିଟିଲା

ବାତ୍ୟା ଫନିର ଆଖି ଫିଟିଛି। ସମୁଦ୍ର ମଧ୍ୟରେ ଶକ୍ତି ଗୋଟାଉଥିବା ଫନିର ଆଖି ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି । ଆଉ ଏହାସହ ଅଶାନ୍ତ ହୋଇ ଉଠିଛି ସମୁଦ୍ର। ସ୍ଥଳଭାଗ ଛୁଇଁବା ପୂର୍ବରୁ ଫନିର ଆଖି ଦେଖାଯିବା ପରେ ଏହା ଉପରେ … Read More

ଫନି ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଲ୍ୟାଣ୍ଡଫଲ ପରେ ଦୁର୍ବଳ ହୋଇ ପଶ୍ଚିମବଙ୍ଗ ଯିବ ଫନି ଜାତୀୟ ବିପର୍ଯ୍ୟୟ ପ୍ରଶମନ କମିଟିର ଏକ ବୈଠକ ଆଜି କ୍ୟାବିନେଟ ସଚିବ ପି.କେ. ସିହ୍ନାଙ୍କ ଅଧ୍ୟକ୍ଷତାରେ ସାମୁଦ୍ରିକ ଝଡ଼ ଫନୀର ମୁକାବିଲା ନେଇ ପ୍ରସ୍ତୁତି ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରାଯାଇଛି । … Read More

ପୁରୀ ସହରରେ ଲ୍ୟାଣ୍ଡଫଲ୍‌ କରିପାରେ ଫୋନି

 ବାଲୁଖଣ୍ଡ କିମ୍ବା କୃଷ୍ଣପ୍ରସାଦର ଉଦୟଗିରି ନୁହେଁ ସାମୁଦ୍ରିକ ଘୂର୍ଣ୍ଣିଝଡ଼୍‌ ଫନି ସିଧାସଳଖ ପୁରୀ ସହର ଓ ଏହାର ଆଖପାଖ ଅଞ୍ଚଳରେ ଲ୍ୟାଣ୍ଡଫଲ୍‌ କରିବ। ଏହି ସମୟରେ ପବନର ବେଗ ୧୮୦ କିମି ରହିବ। ଫଳରେ ବ୍ୟାପକ କ୍ଷୟକ୍ଷତି ଘଟିବ ବୋଲି ଆଜି … Read More

ସବୁ ବିମାନ ବାତିଲ, ମଧ୍ୟରାତ୍ରୀରୁ ବିଜୁଳି କାଟ୍‌, ସକାଳ ୮ରେ ଲ୍ୟାଣ୍ଡଫଲ୍‌

ଭୁବନେଶ୍ଵର, (ଓଟି): ସାମୁଦ୍ରିକ ଝଡ଼ବାତ୍ୟା ‘ଫୋନି’ ଶୁକ୍ରବାର ସକାଳ ୮ଟାରୁ ୧୦ଟା ଭିତରେ ସ୍ଥଳଭାଗ ଛୁଇଁବ। ମଧ୍‌ୟାହ୍ନ ଯାଏ ଏହି ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଜାରି ରହିବ। ଏହି ସମୟରେ ପବନ ତୀବ୍ର ହେବା ସହ ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି। … Read More

ଫନି ଚିନ୍ତା: ବିପିୟୁଟି ପରୀକ୍ଷା ୨୫କୁ ଘୁଞ୍ଚିଲା

ଭୁବନେଶ୍ଵର, (ଓଟି): ସାମୁଦ୍ରିକ ଝଡ଼ବାତ୍ୟା ଫନି ( ଫୋନି) ପ୍ରଭାବକୁ ଆଖିରେ ରଖି ବିପିୟୁଟି ପକ୍ଷରୁ ଇଭିନ୍‌ ସେମିଷ୍ଟାର ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ୨ ତାରିଖରେ ହେବାକୁ ଥିବା ପରୀକ୍ଷା ୨୫ ତାରିଖରେ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି … Read More

ସ୍ଵତନ୍ତ୍ର ଟ୍ରେନ୍‌ର ସୁବିଧା ନେବାକୁ ପୁରୀରେ ରେଳବାଇର ସ୍ଵତନ୍ତ୍ର ଘୋଷଣା

ପୁରୀ, (ଓଟି): ଦିନ ୧୨ଟାରେ ପୁରୀରୁ ଶାଲିମାର ଅଭିମୁଖେ ବାହାରିବାକୁ ଥିବା ଟ୍ରେନ୍‌ର ସୁବିଧା ନେବାକୁ ପୁରୀରେ ପୂର୍ବତଟ ରେଳବାଇ ପକ୍ଷରୁ ସ୍ଵତନ୍ତ୍ର ପଦକ୍ଷେପ ନିଆଯାଉଛି। ସମୁଦ୍ରକୂଳରେ ଥିବା ହୋଟେଲଗୁଡ଼ିକ ନିକଟରେ ପ୍ରଚାର ଗାଡ଼ି,, ମାଇକ୍‌ ସହାୟତାରେ ଘୋଷଣା କରାଯାଉଛି। ପୂର୍ବତଟ … Read More

ଫନି ଚିନ୍ତା: ସ୍ଵତନ୍ତ୍ର ଶାଲିମାର ଟ୍ରେନ୍‌ ସହ ହାଓଡ଼ା ପାଇଁ ୨ ଅତିରିକ୍ତ ଟ୍ରେନ୍‌ ଘୋଷଣା

ପୁରୀରୁ ବଙ୍ଗୀୟ ପର୍ଯ୍ୟଟକଙ୍କୁ ସୁବିଧାରେ କଲିକତା ଏବଂ ଏହାର ଆଖପାଖ ଅଞ୍ଚଳରେ ପହଞ୍ଚାଇବା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ସ୍ଵତନ୍ତ୍ର ଟ୍ରେନ୍‌ ବ୍ୟବସ୍ଥା କରାଯାଇଛି। ଦିନ ୧୨ଟାରେ ସ୍ଵତନ୍ତ୍ର ଶାଲିମାର ଟ୍ରେନ୍‌ ପୁରୀ ଷ୍ଟେସନ୍‌ ଛାଡ଼ିବ। ଏହା ସହ ପୁରୀରୁ ହାଓଡ଼ା … Read More