ବିପର୍ଯ୍ୟୟ ପରିଚାଳନା ଅର୍ଥ ଅନ୍ୟ ଉଦ୍ଦେଶ୍ୟରେ ଖର୍ଚ୍ଚ ନହେଉ : ନିରଞ୍ଜନ

ଓଡ଼ିଶାକୁ ପ୍ରଭାବିତ କରିଥିବା ବାତ୍ୟା ‘ଫନି’ ଦ୍ୱାରା ପ୍ରଭାବିତ ହେଉଥିବା ଅଞ୍ଚଳରେ ରିଲିଫ, ଉଦ୍ଧାର, ଥଇଥାନ ଏବଂ ପୁନର୍ବାସ କାର୍ଯ୍ୟ ନିମନ୍ତେ କେନ୍ଦ୍ର ସରକାର ଆଗୁଆ ୩୪୦ କୋଟି ୮୭ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଏହି ଅର୍ଥ ଅତିପ୍ରବଳ ସାମୁଦ୍ରିକ … Read More

ପୁରୀ ଉପକୂଳ ପାର କଲା ‘ଫୋନି’

ଭୁବନେଶ୍ଵର, (ଓଟି): ମହାବାତ୍ୟା ପରର ସବୁଠାରୁ ଶକ୍ତିଶାଳୀ ସାମୁଦ୍ରିକ ଝଡ଼ ତୋଫାନ ‘ଫେନୀ’ ପୁରୀ ଉପକୂଳ ଛୁଇଁ ଉତ୍ତର ଓ ଉତ୍ତର ପୂର୍ବ ଦିଗକୁ ଗତିକରିଛି। କାଳକ୍ରମେ ଏହା ଦୁର୍ବଳ ମଧ୍ୟ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଅର୍ଥାତ୍‌ … Read More

ପୁରୀ ଓ ରାଜଧାନୀରେ ଫନିର ତାଣ୍ଡବ

ସାମୁଦ୍ରିକ ଝଡ଼ ଫନିର ପଭ୍ରବାରେ ପୁରୀରେ ଘଣ୍ଟାପ୍ରତି ପବନ ୧୮୦ କିଲୋମିଟର ବେଗରେ ବୋହିଛି। ରାଜଧାନୀ ଭୁବନେଶ୍ୱରରେ ଘଣ୍ଟାପ୍ରତି ବେଗ ୧୭୦ କିଲୋମିଟରରେ ବୋହୁଥିବା ଜଣାପଡ଼ିଛି। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଫନିର ତାଣ୍ଡବ ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିବ। … Read More

ଫନିର ଶକ୍ତି ଆଶା ତୁଳନାରେ କମ ରହିଛି

ଭୀଷଣ ସାମୁଦ୍ରିକ ବାତ୍ୟା ଫନି ପୁରୀ ନିକଟରେ ଲାଣ୍ଡଫଲ କରିଛି । ତେବେ ଏହାର ଆଖି ଏବେ ମଧ୍ୟ ପ୍ରାୟ ୩୦ କିଲୋମିଟର ଦୂରରେ ରହିଛି । ଏହା ସ୍ଥଳଭାଗ ଛୁଇଁବା ପରେ ପବନର ବେଗ ଘଣ୍ଟାପ୍ରତି ୨୦୦ କିଲୋମିଟର ଟପିବା … Read More

ପୁରୀରେ ସ୍ଥଳଭାଗ ଛୁଇଁଲା ‘ଫନି’

ପୁରୀ ସମେତ ଉପକୂଳ ଓଡ଼ିଶାରେ ପ୍ରବଳ କ୍ଷୟଯତି ସନ୍ଧ୍ୟା ପର୍ଯ୍ୟନ୍ତ ଲାଗି ରହିବ ବର୍ଷା, ପବନ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଆଜି ଦିନ ୧୦ ଘଣ୍ଟା ସମୟରେ ପୁରୀ ନିକଟରେ ସ୍ଥଳଭାଗ ଛୁଇଁଛି ବା ଲାଣ୍ଡଫଲ କରିଛି । ଆଜି … Read More

ଶନିବାର ଅପରାହ୍ଣ ଯାଏ କୋଲକାତାରୁ ସବୁ ବିମାନ ବାତିଲ

ଭୁବନେଶ୍ଵରରୁ ସମସ୍ତ ବିମାନକୁ ଆଜି ରାତି ୧୨ଟା ଯାଏ ବାତିଲ କରିବା ପରେ ବିମାନ ଚଳାଚଳ ନିୟନ୍ତ୍ରକ ଡିଜିସିଏ କୋଲକତା ବିମାନବନ୍ଦରରୁ ସମସ୍ତ ବିମାନ ଚଳାଚଳ ବାତିଲ୍‌ କରିଛନ୍ତି। ଅତିଶୟ ବର୍ଷା ଓ ସାମୁଦ୍ରିକ ଝଡ଼ ‘ଫୋନୀ’ର ପ୍ରଭାବକୁ ଆଶଙ୍କା କରି … Read More

ରାଜଧାନୀ ସମେତ ୧୦ ଟ୍ରେନ୍‌ ବାତିଲ୍‌

ଫନି ପାଇଁ ନୂଆଦିଲ୍ଲୀ-ଭୁବନେଶ୍ଵର ରାଜଧାନୀ ଏକ୍ସପ୍ରେସ୍‌ ସମେତ ୧୦ ଟ୍ରେନ୍‌କୁ ବାତିଲ୍‌ କରାଯାଇଛି। ସାମୁଦଅିକ ଝଡ଼ ତୋଫାନ ଫନିର ପ୍ରଭାବକୁ ଆଖିରେ ରଖି ଏହି ପଦକ୍ଷେପ ନିଆଯାଇଥିବା ରେଳବାଇ ପକ୍ଷରୁ କୁହାଯାଇଛି। ଏହି ୧୦ ଟ୍ରେନ୍‌ ଭିତରେ ରହିଛି ନୀଳାଚଳ ଏକ୍ସପ୍ରେସ୍‌, … Read More

ପୁରୀରେ ୧୭୫ କିଲୋମିଟର ପବନ, ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ: ଏସ୍‌ଆର୍‌ସି

ପୁରୀରେ ୧୭୫ କିଲୋମିଟର ବେଗରେ ପବନ ପ୍ରବାହିତ ହେଉଛି। ପୁରୀ ସହର ଏବଂ ପାଖାପାଖି ଅଞ୍ଚଳରେ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ଯେକୌଣସି ସମୟରେ ବାତ୍ୟା ଫନିର କେନ୍ଦ୍ରସ୍ଥଳ ସ୍ଥଳଭାଗ ଛୁଇପାରେ ବୋଲି କହିଛନ୍ତି ସ୍ଵତନ୍ତ୍ର ରିଲିଫ୍‌ କମିଶନର ବିଷ୍ଣୁପଦ ସେଠୀ। … Read More

ଫୋନୀର ଲ୍ୟାଣ୍ଡଫଲ୍‌ ଆରମ୍ଭ

ଭାରତ ଇତିହାସରେ ଏକ ଶକ୍ତିଶାଳୀ ସାମୁଦ୍ରିକ ଝଡ଼ ‘ଫୋନୀ’ର ଲ୍ୟାଣ୍ଡଫଲ ଆରମ୍ଭ ହୋଇଛି। ସକାଳ ୭ଟା ସମୟରେ ଏହା ପୁରୀ ନିକଟଟବର୍ତ୍ତୀ ସ୍ଥାନ ସ୍ପର୍ଶ କରୁଛି ବୋଲି ଜଳବାୟୁ ବିଶେଷଜ୍ଞ ତଥା ଲେଖକ ଏରିକ୍‌ ହୋଲ୍‌ଥାସ୍‌ ତାଙ୍କ ଟ୍ବିଟ୍‌ରେ ଜଣାଇଛନ୍ତି। ପାଣିପାଗ … Read More

ଆଉ ୪୦ଟି ଟ୍ରେନ୍‌ ବାତିଲ

ବାତ୍ୟା ଫନି ପାଇଁ ପୂର୍ବତଟ ରେଲୱେ ଆଜି ଆଉ ୪୦ଟି ଟ୍ରେନ୍‌ବାତିଲ କରିଛି। ଯାତ୍ରୀଙ୍କ ନିରାପତ୍ତା ଓ ସୁରକ୍ଷାକୁ ଦେଖି ପୂର୍ବତଟ ରେଲୱେ ଏପରି ପଦକ୍ଷେପ ନେଇଛି। ଆଜି ପାଇଁ ୩ଟି, ଆସନ୍ତାକାଲି ୨୧ଟି ଓ ୪ ତାରିଖ ପାଇଁ ୧୬ଟି … Read More