୧୩ ମେ’ ଯାଏ ବିଏସ୍ଏନ୍ଏଲ୍ରୁ ଏସ୍ଏମ୍ଏସ୍ ମାଗଣା
ଭୁବନେଶ୍ଵର, (ଓଟି): ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକ ଲାଗି ବିଏସ୍ଏନ୍ଏଲ୍ ସ୍ଵତନ୍ତ୍ର ସୁବିଧା ଘୋଷଣା କରିଛି। ଯେଉଁ ଅଞ୍ଚଳଗୁଡ଼ିକରେ ବିଏସ୍ଏନ୍ଏଲ୍ ସିଗ୍ନାଲ୍ ବା ତରଙ୍ଗ ମିଳୁ ନାହିଁ ସେଠାରେ ଉପଭୋକ୍ତାମାନେ ଭୋଡ଼ାଫୋନ୍, ଏୟାର୍ଟେଲ୍ ବା ଆଇଡିଆ ତରଙ୍ଗକୁ ବ୍ୟବହାର କରିପାରିବେ। ଏଥିନେଇ ଆବଶ୍ୟକ … Read More











