ଏକ୍‌ଜିଟ୍‌ ପୋଲ୍‌ ପ୍ରଭାବ: ସେନ୍‌ସେକ୍ସରେ ୯୨୪ ପଏଣ୍ଟ ଅଭିବୃଦ୍ଧି

ବିଜେପି ନେତୃତ୍ଵାଧୀନ ଏନ୍‌ଡିଏ ପୁଣିଥରେ କ୍ଷମତାକୁ ଆସିବ ବୋଲି ଭାରତର ସମସ୍ତ ଏକଜିଟ୍‌ ପୋଲ୍‌ ମତ ଦେବା ଅର୍ଥନରତିକ କାରବାର ଉପରେ ପ୍ରଭାବ ପକାଇଛି। ଉଭୟ ନିଫ୍ଟି ଓ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜରେ ସକରାତ୍ମକ ପ୍ରଭାବ ପରିଲକ୍ଷିତ ହୋଇଛି। ସେମାବାର ବିଏସ୍‌ଇ … Read More

ସାବଧାନ ୪୭ ଟପିପାରେ ଆଜିର ତାତି, ସଞ୍ଜବେଳେ କାଳ ବୈଶାଖୀ

ଭୁବନେଶ୍ଵର, (ଓଟି) : ବଢ଼ି ଚାଲିଛି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ। ପାଣିପାଗ ବିଭାଗ ପକ୍ଷରୁ କେତେକ ସ୍ଥାନରେ ଆଜି ତାପମାତ୍ରା ୪୭ ଡିଗ୍ରୀ ପାର କରିବା ଆଶଙ୍କା ବ୍ୟକ୍ତ କରାଯାଇଛି। ଆଜି ଓ ଆସନ୍ତା କାଲି ଦୁଇଦିନ ଧରି ପରିସ୍ଥିତି ଅସହ୍ୟ … Read More

ରାଜ୍ୟର ୭ ସହରରେ ଚାଲିଛି ‘ନିଟ୍‌’ ପରୀକ୍ଷା

ଭୁବନେଶ୍ଵର, (ଓଟି) : ରାଜ୍ୟର ୭ଟି ସହରରେ ଚାଲିଛି ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍‌) ପରୀକ୍ଷା। ନିର୍ଦ୍ଧାରିତ ସମୟ ଅନୁସାରେ ସକାଳ ୧୦ଟାରୁ ଏହି ପରୀକ୍ଷା ଆରମ୍ଭ ହୋଇଛି। ରାଜ୍ୟ ତଥା ଦେଶର ପ୍ରମୁଖ ମେଡିକାଲ୍‌ କଲେଜଗୁଡ଼ିକରେ ନାମ … Read More

୨୧ରେ ପ୍ରକାଶ ପାଇପାରେ ମାଟ୍ରିକ୍‌ ପରୀକ୍ଷାଫଳ

ଭୁବନେଶ୍ଵର, (ଓଟି): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ମାଟ୍ରିକ, ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା ଫଳ ଆସନ୍ତା ୨୧ତାରିଖ ମଙ୍ଗଳବାର ପୂର୍ବାହ୍‌ଣରେ ପ୍ରକାଶ ପାଇବା ସମ୍ଭାବନା ରହିଛି। ଏନେଇ ବୋର୍ଡ଼ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା … Read More

ପୂର୍ବତନ କୋଲକତା ପୁଲିସ ମୁଖ୍ୟଙ୍କ ଉପରୁ ଗିରଫ ରହିତାଦେଶ ଉଠାଇଲେ ସୁପ୍ରିମ୍‌କୋର୍ଟ

ବହୁ ଚର୍ଚିତ ଶାରଦା ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା କୋଲକତା ପୁଲିସ ମୁଖ୍ୟଙ୍କ ଉପରେ ଥିବା ଆଭ୍ୟନ୍ତରୀଣ ଗିରଫ ରହିତାଦେଶକୁ ଉଠାଇ ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ୭ ଦିନ ଭିତରେ ଉଦ୍ଦିଷ୍ଟ ମଞ୍ଚରେ ନିଜର ଆଭିମୁଖ୍ୟ ରଖିବା ପାଇଁ ନିର୍ଦେଶ ଦେଇଛନ୍ତି। … Read More

ଖରାଦିନେ ଚମକିବେ କେମିତି

ଖରାଦିନରେ ଚମକଦାର ତ୍ୱଚା ପାଇବା କାଠିକର ପାଠ । କିନ୍ତୁ ମାତ୍ର ୩ଟି ଘରୋଇ ଉପାୟ ଦ୍ୱାରା ଆପଣ ଏହି କଷ୍ଟକର କାମକୁ ପୁରା ସହଜ କରିପାରିବେ । ଏହା କେବଳ ଗରମ ଦିନରେ ନୁହେଁ, ବରଂ ସବୁ ସମୟରେ ଆପଣଙ୍କ … Read More

ଉଚ୍ଚ ରକ୍ତଚାପ ରୋଗୀ ଜଳଖିଆରେ କ’ଣ ଖାଇବା ଉଚିତ

ସ୍ୱାସ୍ଥ୍ୟବିଜ୍ଞାନୀମାନେ ମତ ଦେଇଥାନ୍ତି ଯେ ବ୍ରେକଫାଷ୍ଟ୍ କରିବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ । ତେଣୁ ସକାଳର ଜଳଖିଆ ବା ବ୍ରେକଫାଷ୍ଟକୁ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ । କିନ୍ତୁ ଏ କ୍ଷେତ୍ରରେ ଉଚ୍ଚ ରକ୍ତଚାପ ରୋଗୀମାନେ କ’ଣ ଖାଇବେ … Read More

ଗୀତା ମାହାତ୍ମ୍ୟ-୩୬ : ସୂର୍ଯ୍ୟ ପରି ଆତ୍ମା ଶରୀରକୁ ଆଲୋକିତ କରେ

ଯେଉଁ ପୁରୁଷ ସର୍ବତ୍ର ସମଭାବରେ ପରମେଶ୍ୱରଙ୍କୁ ସମାନରୂପେ ଦେଖନ୍ତି, ସେମାନେ ପରମଗତି ପ୍ରାପ୍ତ ହୁଅନ୍ତି ଓ ଯେଉଁ ବ୍ୟକ୍ତି ସକଳକର୍ମ ପ୍ରକୃତି ଦ୍ୱାରା କରାଯାଉଛି ବୋଲି ଦେଖିବା ସହ ଆତ୍ମାକୁ ଅକର୍ତ୍ତା ଭାବେ ବିଚାର କରନ୍ତି ସେମାନେ ଯଥାର୍ଥରେ ପରମେଶ୍ୱରଙ୍କୁ ପାଇପାରୁଥିବା … Read More

ରାଜ୍ୟରେ ଆନ୍ତର୍ଜାତୀୟ ବିପର୍ଯ୍ୟୟ ପ୍ରଶମନ କେନ୍ଦ୍ର ପ୍ରତିଷ୍ଠା ପାଇଁ ପ୍ରସ୍ତାବ

ଭୁବନେଶ୍ୱର, (ଓଟି): ଓଡ଼ିଶାରେ ଆନ୍ତର୍ଜାତିକ ବିପର୍ଯ୍ୟୟ ପ୍ରଶମନ ଓ ପୁନରୁଦ୍ଧାର କେନ୍ଦ୍ର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଳିତ ଜାତିସଂଘ ଅଧିକାରୀମାନଙ୍କୁ ପ୍ରସ୍ତାବ ଦେଇଛନ୍ତି । କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ଅର୍ଥନୈତିକ ବ୍ୟାପାର ବିଭାଗ ନେତୃତ୍ୱରେ ଓଡ଼ିଶା ଗସ୍ତରେ ଆସିଥିବା … Read More

ର୍ଦୁଗନ୍ଧ ଝାଳ ସମସ୍ୟାରୁ ମୁକ୍ତି ଦେବ ତରଭୂଜ ଚୋପା

ଖରାଦିନେ ଦୁର୍ଗନ୍ଧ ଝାଳ ସମସ୍ୟାରୁ ମୁକ୍ତି ପାଇବା ପାଇଁ ସମସ୍ତେ ସୁଗନ୍ଧଯୁକ୍ତ ଡିଓ କିମ୍ବା ପରଫ୍ୟୁମ୍ ବ୍ୟବହାର କରିଥାନ୍ତି । ଏହା କିଛି ସମୟ ରହିବା ପରେ ପୁଣିଥରେ ଝାଳ ସମସ୍ୟା ଆସିଥାଏ । ଏହା ବ୍ୟତୀତ ଏହାର ଅଧିକ ବ୍ୟବହାର … Read More