ସକାଳ ୮ଟାରେ ଭୋଟ ଗଣତି: ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଲାଗୁ

ଭୁବନେଶ୍ଵର, (ଓଟି): ରାଜ୍ୟର ୬୩ଟି ଗଣତି କେନ୍ଦ୍ରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଛି। ଓଡ଼ିଶା ପୁଲିସ ମୁଖ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଉଭୟ ଗଣତି କେନ୍ଦ୍ର ଓ ଷ୍ଟ୍ରଙ୍ଗ୍‌ରୁମ୍‌ରେ ତଅିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଛି। ପ୍ରଥମ ସୁରକ୍ଷା … Read More

ଆସନ୍ତାକାଲି ପରିବାରବାଦର ପରୀକ୍ଷା ଫଳ

ଆସନ୍ତାକାଲି ସବୁ ଦଳର ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟର ଫଇସଲା ହେବ। କିନ୍ତୁ ଏଥର ନିର୍ବାଚନରେ ଭୋଟରମାନେ ପରିବାରବାଦକୁ ସମର୍ଥନ ନା ପ୍ରତ୍ୟାଖ୍ୟାନ କରୁଛନ୍ତି, ଏହାରି ଉପରେ ରହିବ କିନ୍ତୁ ସମସ୍ତଙ୍କ ନଜର। କାରଣ ପ୍ରଥମ ଥର ପାଇଁ ଏହି ନିର୍ବାଚନରେ ସର୍ବାଧିକ … Read More

୨୦୧୯ରେ ହୋଇଛି ୬୭.୧% ରେକର୍ଡ଼ ଭୋଟିଂ

୨୦୧୯ ଲୋକସଭା ନିର୍ବାଚନ ପାଇଁ ମତଦାନ ସରିଥିଲା ବେଳେ ଏଥର ହୋଇଛି ରେକର୍ଡ଼ ଭୋଟିଂ। ୨୦୧୪ ରେକର୍ଡ଼ ମଧ୍ୟ ଭାଙ୍ଗିଛି। ଗତ ନିର୍ବାଚନ ତୁଳନାରେ ଏଥର ୧.୧୬% ଅଧିକ ଭୋଟିଂ ହୋଇଥିଲା ବେଳେ ଏହି ସଂଖ୍ୟା ଆଉ କିଛି ବଢ଼ିପାରେ। ୨୦୧୪ରେ … Read More

ବଢ଼ିଚାଲିଛି ନେତାଙ୍କ ହାର୍ଟବିଟ‍୍‌

ମାତ୍ର ୬-୭ମାସ ତଳେ ବିରାଟ ହୋର୍ଡିଂ ରାଜଧାନୀରେ ଛାଇ ହୋଇଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଫଟୋ ପାଖରେ ଲେଖା ଥିଲା ‘ମାଇଁ ହାର୍ଟ ବିଟ୍ସ ଫର ହକି’। ଏହାପରେ ସୋସିଆଲ ମିଡିଆରେ ବିଜୁ ଜନତା ଦଳ ଓ ନବୀନ ପ୍ରଶଂସକମାନଙ୍କ ମଧ୍ୟରେ ଚାଲିଲା ପ୍ରତିଯୋଗିତା … Read More

ଏଲ୍‌ଆଇସିରେ ୮୫୬୧ ପଦବୀ ଖାଲି, ଆବେଦନ ଶେଷ ତାରିଖ ଜୁନ୍‌-୦୯

ଭାରତୀୟ ବୀମା ନିଗମ (ଏଲ୍‌ଆଇସି) ନିଜର ୮୫୮୧ଟି ଖାଲି ପଦବୀ ପୂରଣ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କଠାରୁ ଦରଖାସ୍ତ ଆହ୍ବାନ କରୁଛି। ଏ ସମସ୍ତ ପଦବୀର ନାଁ ହେଉଛି ଆପ୍ରେଣ୍ଟିସ୍‌ ଡେଭେଲପ୍‌ମେଣ୍ଟ ଅଫିସର ବା ଏଡିଓ। ଜୁନ୍‌ ୯ ତାରିଖ ଏହି ଆବେଦନର … Read More

ପାନୀୟ ଜଳ ପାଇଁ ରାଜ୍ୟବାସୀ ଡହଳବିକଳ

ଦୂଷିତ ଜଳ ବ୍ୟବହାରରେ ଓଡ଼ିଶାକୁ ଦେଶର ପଞ୍ଚମ ରାଜ୍ୟର ମାନ୍ୟତା ଦେଶ ସ୍ୱାଧୀନତାର ୭୦ ବର୍ଷ ପରେ ଓଡ଼ିଶାର ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ସମ୍ଭବ ହେଉନାହିଁ। ୧୯ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ଏକ ସ୍ଥିର … Read More

ଶିଶୁ ସୁରକ୍ଷା ନାଁରେ ହୋଟେଲରେ ମଉଜ

ବାତ୍ୟା ପରେ ଉପକୂଳ ଓଡିଶାରେ ଲକ୍ଷାଧିକ ଶିଶୁ ଅସୁରକ୍ଷିତ ହୋଇପଡିଥିବାବେଳେ ସେମାନଙ୍କ ସହାୟତା ପାଇଁ ଥିବା ୟୁନିସେଫ୍ ଅଧିକାରୀମାନେ ରାଜଧାନୀର ଏକ ବିଳାସପୂର୍ଣ୍ଣ ହୋଟେଲରେ ମଉଜ କରୁଛନ୍ତି। ଶୀତତାପ ନିୟନ୍ତ୍ରିତ କୋଠରୀରେ ମିଟିଂ ପରେ ମିଟିଂ ଚାଲିଥିବାବେଳେ କ୍ଷେତ୍ର ସ୍ତରରେ ଶିଶୁଙ୍କ … Read More

ଜୁନ୍‌ ୧ରୁ ଭୁବନେଶ୍ଵରରେ ଆମ୍ବ ମହୋତ୍ସବ

ଭୁବନେଶ୍ୱର, (ଓଟି): ଜୁନ୍‌୧ରୁ ଆରମ୍ଭ ହେବ ରାଜ୍ୟସ୍ତରୀୟ ଆମ୍ବ ମହୋତ୍ମବ ‘ଆମ ଆମ୍ବ ବଜାର’ । ଭୁବନେଶ୍ଵରର ଏସ୍‌ଆଇଆର୍‌ଡି ପରିସରରେ ଏହି ମହୋତ୍ସବ ଆୟୋଜନ କରାଯାଇଛି। ୫ ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବରେ ଓଡ଼ିଶା ଚାଷୀଙ୍କ ଦ୍ଵାରା ଅମଳ … Read More

ଗୀତା ମାହାତ୍ମ୍ୟ- ୩୭: ଆତ୍ମା ହେଉଛି କ୍ଷେତ୍ରଜ୍ଞ, ଶରୀରକୁ ଆଲୋକିତ କରିଥାଏ

କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଅର୍ଜୁନଙ୍କ ବିଷାଦ ଓ ସଂଶୟ ଦୂର ପାଇଁ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ କ୍ଷେତ୍ର ଓ କ୍ଷେତ୍ରଜ୍ଞ ମଧ୍ୟରେ ଥିବା ପାର୍ଥକ୍ୟ ସମ୍ପର୍କରେ ବୁଝାଇବାକୁ ଯାଇ କହିଥିଲେ, ଜୀବର ଶରୀର ହେଉଛି କ୍ଷେତ୍ର ଓ ଶରୀର ମଧ୍ୟରେ ଥିବା ଜୀବାତ୍ମା … Read More

ଆଞ୍ଚଳିକ ଦଳ ବିଜେଡିର ଚାନ୍ଦା ସର୍ବାଧିକ

ନିର୍ବାଚନ କମିଶନଙ୍କ ନିକଟରେ ଦେଶର ୧୫ଟି ଆଞ୍ଚଳିକ ଦଳ ୨୦ହଜାର ଟଙ୍କାରୁ କମ୍‍ ପରିମାଣର ଚାନ୍ଦା ଆଦାୟର ବିବରଣୀ ପ୍ରଦାନ କରିଛନ୍ତି। ସେମାନଙ୍କ ମଧ୍ୟରେ ବିଜେଡି ସବୁଠାରୁ ଆଗରେ ରହିଛି। ୨୦୧୭-୧୮ ଆର୍ଥିକ ବର୍ଷରେ ଅନ୍ୟ ଦଳ ତୁଳନାରେ ବିଜେଡି ସର୍ବାଧିକ ୧୩ … Read More