ପୁରୀ, କୋରାପୁଟ, ଆସ୍କା, ବାଲେଶ୍ଵର, କେନ୍ଦ୍ରାପଡ଼ାରେ ବିଜେଡି ଆଗୁଆ, ଭୁବନେଶ୍ଵରରେ ଟକ୍କର

ଭୁବନେଶ୍ଵର, (ଓଟି): ରାଜ୍ୟର ଗୁରୁତ୍ଵପୂଣ୍ଣ ଆସନ ଗୁଡ଼ିକରେ ବିଜେଡି ନିଜର ପତିଆରା ବଜାୟ ରଖିଛି। ବହୁ ଚର୍ଚିତ ପୁରୀ, କେନ୍ଦ୍ରାପଡ଼ା, ଆସ୍କା, କୋରାପୁଟ, ବାଲେଶ୍ଵରରେ ବିଜେପିର ପ୍ରାର୍ଥୀ ଯଥେଷ୍ଟ ପଛରେ ରହିଛନ୍ତି। ଆଇଏଏସ୍‌ ଛାଡ଼ି ସାଂସଦ ପ୍ରାର୍ଥୀ ହୋଇଥିବା ଅପରାଜିତା ଷଡ଼ଙ୍ଗୀ … Read More

ଓଡ଼ିଶାରେ ବିଜେପିକୁ ନିରାଶା ସଙ୍କେତ, ପୁଣି ନବୀନ ଢେଉ ସମ୍ଭାବନା

ଭୁବନେଶ୍ଵର, (ଓଟି): ଏକକାଳୀନ ବିଧାନସଭା ଓ ଲୋକସଭା ନିର୍ବାଚନ ହୋଇଥିବା ଓଡ଼ିଶାରେ ବିଜେପିକୁ ନିରାଶା ଦେଖିବାକୁ ମିଳିଛି। ପ୍ରଥମ ୨ ଘଣ୍ଟା ଭିତରେ ଯେଉଁ ଟ୍ରେଣ୍ଡ ଆସୁଛି ସେଥିରେ ବିଜେପିକୁ ଉଭୟ ଲୋକସଭା ଓ ବିଧାନସଭା ପାଇଁ ଭଲ ଫଳ ମିଳୁ … Read More

ସକାଳ ୧୦ ସୁଦ୍ଧା ଗଣତି: ଦେଶ ଢଳୁଛି ମୋଦିଙ୍କ ଆଡ଼କୁ, ୫୧୧ରୁ ୨୭୭ରେ ବିଜେପି ଆଗୁଆ

ଚାଲିଛି ୫୪୨ ଲୋକସଭା ଆସନରେ ଭୋଟ୍‌ ଗଣତି। ଏଥିରୁ ୫୧୧ଟି ଆସନରେ ନିର୍ବାଚନ ଫଳାଫଳ ମୋଡ଼ ନେବା ଆରମ୍ଭ କଲାଣି। ଏ ଭିତରୁ ୨୭୭ଟି ଆସନରେ ଲଗାତାର ବିଜେପି ଆଗକୁ ବଢ଼ି ଚାଲିଛି। ଆଉ କଂଗ୍ରେସର ସ୍ଥିତି ତଳ ଉପର ହୋଇ … Read More

ପ୍ରଦୀପ ଅମାତ ପଛରେ

ଓଡ଼ିଶାରେ ମୋଟ ୧୪୬ଟି ବିଧାନସଭା ଆସନ ପାଇଁ ମତଦାନ ହୋଇଥିବା ବେଳେ ୨୩ଟିର ଗଣତିର ଫଳାଫଳ ଆସୁଛି। ଏଥିରୁ ୧୭ଟିରେ ବିଜେଡି ଆଗରେ ରହିଥିବା ବେଳେ ୫ଟିରେ ବିଜେପି ଆଗରେ ରହିଛି। ସେହିପରି କଂଗ୍ରେସ ଗୋଟିଏ ଆସନରେ ଆଗରେ ଚାଲିଛି। ବିଜେଡି … Read More

ଆମେଠିରେ ରାହୁଲ ପଛୁଆ

ସାଧାରଣ ନିର୍ବାଚନ ପାଇଁ ସାରା ଦେଶରେ ଆଜି ଗଣତି ଚାଲିଛି। ତେବେ ଆମେଠିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପଛରେ ଚାଲିଥିବା ବେଳେ ବିଜେପି ନେତ୍ରୀ ସ୍ମୃତି ଇରାନୀ ଆଗରେ ଚାଲିଛନ୍ତି। ତେବେ କେରଳର ୱାଇନାଡ଼ ଆସନରେ ରାହୁଲ ଆଗରେ ଅଛନ୍ତି। … Read More

ନବରଙ୍ଗପୁର, ବଲାଙ୍ଗିରରେ ଓ ଢେଙ୍କାନାଳରେ ବିଜେପି ଆଗୁଆ

ଆଜି ସାରା ଦେଶରେ ଭୋଟ୍ ଗଣତି ଚାଲିଥିବା ବେଳେ ବିଜେପି ଆଗୁଆ ରହିଛି। ଓଡ଼ିଶାରେ ମଧ୍ୟ ପ୍ରାରମ୍ଭରୁ ବିଜେପି ଆଗରେ ଚାଲିଛି। ଏଠାରେ ଦଳ ଆଗରେ ଚାଲିଛି। ବିଜେପି ଲୋକସଭା ପ୍ରାର୍ଥୀ ବଳଭଦ୍ର  ମାଝି ନବରଙ୍ଗପୁରରେ, ବଲାଙ୍ଗିର ଲୋକସଭା ଆସନରେ ବିଜେପି … Read More

ରାଜ୍ୟର ୧୪୬ ଆସନରୁ ମିଳିବ ବଡ଼ ଫଳ: ଶଙ୍କା, ଆଶଙ୍କାରେ୧୧୩୭ ପ୍ରାର୍ଥୀ

ଭୁବନେଶ୍ଵର, (ଓଟି): କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଛାଡ଼ି ଅନ୍ୟ ୧୪୬ଟି ଆସନରେ ଆଜି ଫଳାଫଳ ସ୍ପଷ୍ଟ ହେବ। କେଉଁ ନିର୍ବାଚନ ମଣ୍ଡଳୀରେ କିଏ ପ୍ରତିନିଧି ହେବେ. ଆସନ୍ତା ୫ ବର୍ଷ ପାଇଁ ବିଧାନସଭାରେ କିଏ ସେମାନଙ୍କ ସମସମ୍ୟା … Read More

ସାରା ଦେଶ ଚାତକ, କିଏ ହେବେ ତାଙ୍କ ପ୍ରତିନିଧି

ଯଦିଓ ବିଭିନ୍ନ ଏକ୍‌ଜିଟ୍‌ ପୋଲ୍‌ ନରେନ୍ଦ୍ର ମୋଦିଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ଦେଶବାସୀ ଦେଇଛନ୍ତି ବୋଲି ଆକଳନ କରିଛନ୍ତି କିନ୍ତୁ ସନ୍ଦେହ ଏଯାଏ ଦୂର ହୋଇ ନାହିଁ। ଗଣମାଧ୍ୟମଠାରୁ ଆରମ୍ଭ କରି ସାଧରଣ ଜନତା, ଷ୍ଟକ୍‌ ମାର୍କେଟଠୁ ଆରମ୍ଭ କରି … Read More

ଗୀତା ମାହାତ୍ମ୍ୟ-୩୭: ପରଜନ୍ମରେ ସ୍ୱର୍ଗ ପ୍ରାପ୍ତି କେମିତି ହେବ

ସତ୍ୱ, ରଜ ଓ ତମଗୁଣ ଜୀବାତ୍ମାକୁ ଶରୀର ମଧ୍ୟରେ ବାନ୍ଧି ରଖୁଥିବା କହିବା ସହ ସତ୍ୱ ଗୁଣ ନିର୍ମଳ, ପ୍ରକାଶକ ଓ ବିକାରରହିତ ହୋଇଥିବା ବେଳେ ରଜଗୁଣ କାମନା ଓ ଆସକ୍ତିରୁ ଉତ୍ପନ୍ନ ହୋଇ ଜୀବକୁ କର୍ମ ତଥା କର୍ମଫଳର ବନ୍ଧନରେ … Read More

ଗଣତି ଦିନ: ରାଜ୍ୟକୁ କେନ୍ଦ୍ର ଗୃହମନ୍ତ୍ରଣାଳୟର ନୋଟିସ୍‌, ସତର୍କ ରୁହ

ଭୁବନେଶ୍ଵର, (ଓଟି): କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଭୋଟ୍‌ ଗଣତି ଦିନ ହିଂସା, ଉତ୍ତେଜନା, ସାମ୍ପ୍ରଦା୍ରିକ ଉତ୍ତେଜନା ବା ଅନ୍ୟ କୌଣସି ଅଘଟଣା ଘଟିବାର ଆଶଙ୍କା କରାଯାଇଛି। ଏଣୁ କୌଣସି ପ୍ରକାର ପରିସ୍ଥିତିକୁ ସାମ୍ନା କରିବା ଲାଗି ପ୍ରସ୍ତୁତ ରହିବାକୁ ମନ୍ତ୍ରଣାଳୟ … Read More