କି ଉତ୍ତର ଦେବେ ଧର୍ମେନ୍ଦ୍ର?
୨୦୧୯ ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇଛି। ଏହି ଫଳାଫଳକୁ ନେଇ କେନ୍ଦ୍ରୀୟ ବିଜେପି କାର୍ଯ୍ୟାଳୟରେ ଉତ୍ସବର ପରିବେଶ ଥିବାବେଳେ ରାଜ୍ୟ ବିଜେପିର ନେତାମାନେ ହତୋତ୍ସାହିତ ହୋଇପଡ଼ିଛନ୍ତି। କାରଣ ସାରା ଦେଶରେ ମୋଦି ଲହର କାମ କରିଥିବାବେଳେ ଓଡ଼ିଶାରେ ଏହା ସମ୍ପୁର୍ଣ୍ଣ … Read More











