କଂଗ୍ରେସର କ୍ଷତିରେ ବିଜେଡିର ଲାଭ
୭୭ଆସନରେ ଦ୍ୱିତୀୟ ସ୍ଥାନରେ ବିଜେପି ୨୦୧୪ରେ ବିଜେପିର ୭୭ଜଣ ପ୍ରାର୍ଥୀଙ୍କର ଅମାନତ ନଥିଲା କଂଗ୍ରେସର ୮୫ଜଣ ବିଧାୟକ ପ୍ରାର୍ଥୀ ଅଛନ୍ତି ଚତୁର୍ଥ ସ୍ଥାନରେ ଲୋକସଭାରେ କଂଗ୍ରେସର ୧୧ଜଣ ଅମାନତ ହରାଇଛନ୍ତି ବିଜେପିର କଂଗ୍ରେସର ଭୋଟ ହାର ୧୦ରୁ ୧୩ ପ୍ରତିଶତ କମିଛି … Read More











