ମୋଦିଙ୍କ ଦ୍ଵିତୀୟ ଶାସନ: କିଏ ହେବ ମନ୍ତ୍ରୀ ସେ ନେଇ ତୁହାକୁ ତୁହାର ବୈଠକ

ନରେନ୍ଦ୍ର ମୋଦିଙ୍କ ଦ୍ଵିତୀୟ ଇନିଂସ ତଥା ଶାସନ ଆସନ୍ତା କାଲି ଗୁରୁବାରଠୁ ଆରମ୍ଭ ହେବ। ଏନେଇ ବିଭିନ୍ନ ସ୍ତରରେ ପ୍ରସ୍ତୁତି ଚୁଡ଼ାନ୍ତ ହୋଇଛି। ହେଲେ କିଏ ହେବେ ମନ୍ତ୍ରୀ, କାହାକୁ ମିଳିବ କେଉଁ ପଦବୀ ସେ ନେଇ ଚାଲିଛି ତୁହାକୁ ତୁହା … Read More

କାହାକୁ ମିଳିଲା କେଉଁ ବିଭାଗ

ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ପଞ୍ଚମ ପାଳି ଆରମ୍ଭ କରିଛନ୍ତି ନବୀନ ପଟ୍ଟନାୟକ। ନବୀନଙ୍କ ନୂତନ ମନ୍ତ୍ରିମଣ୍ଡଳରେ କେଉଁ ମନ୍ତ୍ରୀଙ୍କୁ କେଉଁ ବିଭାଗ ମିଳିଛି ତାର ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପାଖରେ ଗୃହ ଓ ସାଧାରଣ ପ୍ରଶାସନ … Read More

ପଞ୍ଚମ ଇନିଂସ ଆରମ୍ଭ : ଚିଟଫଣ୍ଡ ଦୁର୍ନୀତି ଓ ସିବିଆଇ ଭୟ ଅଧିକ ପ୍ରତିଫଳିତ

ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସହିତ ନବୀନ ପଟ୍ଟନାୟକ ଆଜି ଠାରୁ ତାଙ୍କର ନୂଆ ଇନିଂସ ଶାସନ ଆରମ୍ଭ କରିଛନ୍ତି । ସ୍ଥାନୀୟ ପ୍ରଦର୍ଶନୀ ପଡିଆ ଠାରେ ଭାଇ ଭଉଣୀଙ୍କ ଉପସ୍ଥିତିରେ ଶ୍ରୀ ପଟ୍ଟନାୟକ ଆଜି ଶପଥ … Read More

ସାରା ଓଡ଼ିଶାର ହୃଦ୍‌ସ୍ପନ୍ଦନ: ନବୀନ ପଟ୍ଟନାୟକ

ଆଉ କିଛି ଘଣ୍ଟା ପରେ ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ୫ମଥର ପାଇଁ ଶପଥ ନେବେ। ଏହା ଏକ ରେକର୍ଡ଼। ପୁଣି ଏ ଶପଥ ଗ୍ରହଣ ଖୋଲା ପଡ଼ିଆରେ ହେବ ଏହା ବି ଏକ ରେକର୍ଡ଼। ଏ ଭିତରେ ଆଶା … Read More

ଏହିଦିନ ମୁକ୍ତିଲାଭ କରିବ ଧନୁଷଙ୍କ ଇଣ୍ଟରନ୍ୟାସନାଲ୍ ଫିଲ୍ମ

ରାଞ୍ଝଣା ଫେମ୍ ଧନୁଷଙ୍କ ପ୍ରଥମ ଇଣ୍ଟରନ୍ୟାସନାଲ୍ ଫିଲ୍ମ ‘ଦ ଏକ୍ସଟ୍ରାଅଡ଼ିନାରୀ ଜର୍ଣ୍ଣି ଅଫ୍ ଦ ଫକିର୍’ ର ମୁକ୍ତିଲାଭ ତାରିଖକୁ ଅପେକ୍ଷା କରି ବସିଥିବା ଦର୍ଶକଙ୍କ ପାଇଁ ଏକ ଖୁସି ଖବର। ଏହି ଫିଲ୍ମ ଆସନ୍ତା ଜୁନ୍ ମାସ ୨୧ ତାରିଖରେ … Read More

ଅଭିନୟ ଦୁନିଆକୁ ଫେରିବେ କରିସ୍ମା

କରିସ୍ମାଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଖୁବ୍ ଶୀଘ୍ର ପୁଣିଥରେ ଅଭିନୟ ଦୁନିଆରେ କରିସ୍ମାଙ୍କ କରିସ୍ମା ଦେଖିବାକୁ ମିଳିବ। କରିସ୍ମା ତାଙ୍କର ଆଗାମୀ ପୋଜେକ୍ଟ ପାଇଁ ଡିଜିଟାଲ୍ ପ୍ଲାଟଫର୍ମକୁ ବାଛି ନେଇଛନ୍ତି। ଏକତା କପୁରଙ୍କ ପ୍ରଡକସନ୍ ହାଉସ୍ ପକ୍ଷରୁ ପ୍ରସ୍ତୁତ … Read More

ବାପା ହେବାକୁ ଯାଉଛନ୍ତି କପିଲ୍

ଲଣ୍ଡନ୍ ୱାର୍ଲଡ୍ ବୁକ୍ ଅଫ୍ ରେକର୍ଡ଼ ପକ୍ଷରୁ ବେଷ୍ଟ୍ ଷ୍ଟାଣ୍ଡଅପ୍ କମେଡ଼ିଆନ ସମ୍ମାନରେ ସମ୍ମାନିତ ହେବା ପରେ କପିଲ୍ ଶର୍ମାଙ୍କ ହାତରେ ଏବେ ଆଉ ଏକ ଖୁସି ଧରା ଦେଇଛି। ଆଉ କିଛି ମାସ ପରେ କପିଲ୍ ବାପା ହେବାକୁ ଯାଉଛନ୍ତି … Read More

ନିର୍ବାଚନରେ କମ୍ପ୍ୟୁଟର ବାବା-ମିର୍ଚ୍ଚି ବାବାଙ୍କ ହରକତ୍

ଲୋକସଭା ନିର୍ବାଚନ ପୂର୍ବରୁ ଅନେକ ଆସନ ଉପରେ ପୂରା ଦେଶର ରହିଥିଲା ନଜର। କିଛି ବଡ଼ ଧରଣର ପରିବର୍ତ୍ତନ ଘଟିବ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ମୋଦୀଙ୍କ ସୁନାମୀରେ ବିରୋଧୀଙ୍କ ସବୁ ଆଶା ଧୂଳିସାତ ହୋଇଯାଇଛି। ନିର୍ବାଚନ ସମୟରେ ଯେଉଁ ପ୍ରମୁଖ … Read More

ରାଜ୍ୟରେ ନୋଟା ଭୋଟ ସଂଖ୍ୟା ବୃଦ୍ଧି

୩ ଲକ୍ଷ ୨୮ ହଜାର ୨୭୭ ଭୋଟ‍୍‌ ନୋଟାରେ ନବରଙ୍ଗପୁର ଲୋକସଭା ଆସନରେ ସର୍ବାଧିକ ୩.୮୪% ନୋଟା ଭୋଟ‍୍‌ ଜଗତସିଂପୁର ଲୋକସଭା ଆସନରେ ସର୍ବନିମ୍ନ ୦.୪୯% ନୋଟା ଭୋଟ‍୍‌ ଚଳିତ ନିର୍ବାଚନରେ ଫଳାଫଳ ଆସିବା ପରେ ରାଜନୈତିକ ଦଳମାନଙ୍କ ମନୋନୀତ ପ୍ରାର୍ଥୀଙ୍କୁ … Read More

ମହିଳା ମନ୍ତ୍ରୀ ସଂଖ୍ୟାକୁ ନେଇ ଚିନ୍ତାରେ ନବୀନ!

ଆଗାମୀ ବୁଧବାର ୨୯ ତାରିଖ ଦିନ ପ୍ରଦର୍ଶନୀ ପଡ଼ିଆରେ ନବୀନ ପଟ୍ଟନାୟକ ନୂଆ ମନ୍ତ୍ରୀଙ୍କ ସହ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତାଙ୍କ ମନ୍ତ୍ରୀ ପରିଷଦର ଅନ୍ୟ ସଦସ୍ୟମାନେ କିଏ, ତାହାକୁ ନେଇ ଶାସକ ଦଳ … Read More