ମୋଦିଙ୍କ ଶପଥ ଉତ୍ସବରେ ଯୋଗ ଦେବେନି ନବୀନ ଓ ଏନ୍ଡିଏ ବିରୋଧୀ ମୁଖ୍ୟମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାବେଶକୁ ବର୍ଜନ କରିବେ ବିରୋଧୀ ଦଳର ମୁଖ୍ୟମନ୍ତ୍ରୀମାନେ। ପ୍ରଥମେ ମମତା ବାନାର୍ଜୀଙ୍କ ପ୍ରତ୍ୟାଖ୍ୟାନ ପରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆସନ୍ତା କାଲି ଆୟୋଜନ ହେବାକୁ ଥିବା ଏହି ସାମ୍ବିଧାନିକ ଉତ୍ସବରେ ଯୋଗ … Read More











