ପୁରୀରେ ଘର, ଜାଗା କିଣୁଛନ୍ତି, ଧ୍ୟାନ ଦିଅନ୍ତୁ-ଏହି ୧୨ ମୌଜାରେ ଅନୁମତି ରଦ୍ଦ କରିଛନ୍ତି ଶ୍ରୀମନ୍ଦିର
ପୁରୀ (ଓଟି): ମରାଠା ଓ ମୋଗଲଙ୍କ ସମୟରେ ବିବଦ ଭିତରେ ଫସିଥିବା ସତେଇଶ ହଜାର ମହାଲ ଏବେ ଶ୍ରୀମନ୍ଦିର ସମ୍ପତ୍ତି ବୋଲି ରେକଡର୍ର୍ ପାଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ଏହିକ୍ରମରେ ଏହି ପୁରାତନ ସତେଇଶ ହଜାର ମହାଲରେ ଆଉ ଗୃହ ବା କୌଣସି … Read More











