ବିଜେଡିକୁ ‘ଉପ ବାଚସ୍ପତି’ ପଦ: ତୁଚ୍ଛାକୁ ଚର୍ଚା କହିଲେ ଭର୍ତ୍ତୃହରି

କିଏ ହେବେ ଲୋକସଭାର ଉପ ବାଚସ୍ପତି। ଅବଶ୍ୟ ବାଚସ୍ପତି ନିର୍ବାଚନ ଶେଷ ହେବା ପରେ ଯାଇ ଉପ ବାଚସ୍ପତି ନନିର୍ବାଚିତ ହୋଇଥାଆନ୍ତି। କିନ୍ତୁ ପ୍ରଥା ଅନୁସାରେ ଯେହେତୁ ଏହି ପଦବୀ ବିରୋଧୀ ଦଳ ଆସନରେ ବସିଥିବା ନେତାଙ୍କୁ ଯାଇଥାଏ, ଏଣୁ ଏ … Read More

କେବେ ଗିରଫ ହେବେ ଦବଙ୍ଗ ବିଜେଡି ବିଧାୟକ ସରୋଜ?

କନିଷ୍ଠଯନ୍ତ୍ରୀଙ୍କୁ ସର୍ବସାଧାରଣରେ ଉଠବସ କରାଇବାର ତିନିଦିନ ବିତିଗଲାଣି। ଅଥଚ ପାଟଣାଗଡ଼ର ଦବଙ୍ଗ ବିଜେଡି ବିଧାୟକ ସରୋଜ ମେହେରଙ୍କୁ ଗିରଫ କରିନାହିଁ ପୁଲିସ। ଏପରିକି ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଏ ବାବଦରେ ମୁହଁ ବି ଖୋଲିନାହାନ୍ତି। ବର୍ଷକ ତଳେ … Read More

ରାଜ୍ୟସଭାରୁ ପ୍ରତାପଙ୍କ ଇସ୍ତଫା କେବେ?

ନବନିର୍ବାଚିତ ଆଳି ବିଧାୟକ ପ୍ରତାପ ଦେବ ଏପର୍ଯ୍ୟନ୍ତ ରାଜ୍ୟସଭାରୁ କାହିଁକି ଇସ୍ତଫା ଦେଇ ନାହାନ୍ତି? ଏହାକୁ ନେଇ ଅନେକ ପ୍ରକାରର କଳ୍ପନାଜଳ୍ପନା ଆରମ୍ଭ ହୋଇଗଲାଣି। ଏଥର ନିର୍ବାଚନରେ ରାଜ୍ୟସଭାର ୪ଜଣ ସଦସ୍ୟଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା। ସେଥିମଧ୍ୟରୁ ଦୁଇଜଣ ଲୋକସଭା ପାଇଁ … Read More

ଏବେ ରାଜ୍ୟ ରାଜନୀତି ଥଣ୍ଡାବସ୍ତାରେ

ଏବେ ରାଜନୀତିରେ ଚାଲିଛି ଶୀତଳାବସ୍ଥା। ବିଜୁ ଜନତା ଦଳ କେନ୍ଦ୍ର ଅବହେଳା କଥା ଉଠାଉନାହିଁ। ଭାରତୀୟ ଜନତା ପାର୍ଟି ରାଜ୍ୟ ସରକାରଙ୍କର ଦୋଷ ଦୁର୍ବଳତାକୁ ନେଇ ଆକ୍ଷେପ କରୁନାହିଁ। କଂଗ୍ରେସ ନବୀନ ଓ ମୋଦୀ ସରକାରଙ୍କୁ ଆକ୍ଷେପ କରିବା ଅବସ୍ଥାରେ ନାହିଁ। … Read More

ମୋଦୀଙ୍କୁ ଭେଟିବାକୁ ମନ୍ତ୍ରୀଙ୍କୁ ଧରି ୮ରେ ଦିଲ୍ଲୀ ଯାଉଛନ୍ତି ନବୀନ!

ଆସନ୍ତା ୮ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଯାଉଛନ୍ତି। ଏହା ଯେ ତାଙ୍କର ପ୍ରଥମ ଦିଲ୍ଲୀ ଗସ୍ତ, ତାହା ନୁହେଁ। କିନ୍ତୁ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ହେବ ତାଙ୍କର ପ୍ରଥମ ଗସ୍ତ। ହେଲେ … Read More

ନିର୍ବାଚନ ସରିବାପରେ ଆୟୁଷ୍ମାନ ଭାରତକୁ ବଦଳିଲେ ରାଜ୍ୟ ସରକାର

ମୋଦୀ ସରକାରଙ୍କ ବହୁ ଚର୍ଚ୍ଚିତ ସ୍ୱାସ୍ଥ୍ୟବୀମା ଯୋଜନା ବା ‘ଆୟୁଷ୍ମାନ ଭାରତ’କୁ ନବୀନ ସରକାର ଆରମ୍ଭରୁ ବିରୋଧ କରିଥିଲେ। ୨୦୧୮ ସେପ୍ଟେମ୍ୱର ୨୩ ତାରିଖରୁ ଏହା ସାରା ଭାରତରେ ଲାଗୁ ହେଲା। ଏଥିପାଇଁ ୨୦୧୮କେନ୍ଦ୍ର ବଜେଟରେ ଅର୍ଥ ବ୍ୟବସ୍ଥା କରାଯାଇଥିଲା ଏବଂ … Read More

ଓଡ଼ିଶା ବିଜେପିରେ ମନ୍ତ୍ରୀ ଓ ମନ୍ତ୍ରଣାକାରୀ

ଓଡ଼ିଶାରେ ବିଜେପି ଫାଳ ଫାଳ ହୋଇଥିବା ନେଇ ‘ଓଡ଼ିଶା ଟାଇମ୍‌’ରେ ପୂର୍ବରୁ ଖବର ପ୍ରକାଶ ପାଇଛି। ନିର୍ବାଚନ ପୂର୍ବର ଏ ସ୍ଥିତି ଏବେ ବି ନିରନ୍ତର ରହିଛି। ଆଉ ଏହି ଫାଳଗୁଡ଼ିକର ପ୍ରମୁଖ ନେତୃତ୍ଵ ନେଉଛନ୍ତି ଦୁଇ ତୁଙ୍ଗ ନେତା। ଜଣେ … Read More

ଜିଓରେ ଧମାକାଦାର ୱର୍ଲ୍ଡକପ୍‍ ଅଫର

ୱର୍ଲ୍ଡକପ୍‍ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟର ପ୍ରତିଟି ମ୍ୟାଚ୍‍ ଲାଇଭ୍‍ ଦେଖିବାଲାଗି ଜିଓ ଆଣିଛି ଏକ ଧମାକାଦାର ଅଫର । ଯଦି ଆପଣ ଜିଓ ଗ୍ରାହକ ତେବେ ଏହି ଅଫରକୁ ମାଗଣାରେ ଉପଭୋଗ କରିପାରିବେ। ପୁଣି ଯଦି ପୂରା ଟୁଣ୍ଣାମେଣ୍ଟ ସମସ୍ତ ମ୍ୟାଚ୍‌କୁ ଦେଖିବାକୁ … Read More

ଆଦିବାସୀ ଜିଲାରେ କମୁନି ଶିଶୁ ମୃତ୍ୟୁ

ବିଦେଶରେ ଓଡ଼ିଶାର ପରିଚୟ କ’ଣ? ନିକଟରେ ଫୋନି ବାତ୍ୟା ଉପରେ ଆମେରିକାର ନ୍ୟୁୟର୍କ ଟାଇମ୍ସରେ ଲିଖିତ ଏକ ରିପୋର୍ଟରେ ଓଡ଼ିଶାକୁ ଭାରତର ଦରିଦ୍ର ରାଜ୍ୟ ବୋଲି ଦର୍ଶାଯାଇଥିଲା। ଶିଶୁ ବିକାଶ ସଂକ୍ରାନ୍ତ ଅନେକ ରିପୋର୍ଟରେ ନଗଡ଼ାକୁ ଓଡ଼ିଶା (ଭାରତ)ର ପରିଚୟ ବୋଲି … Read More

ବିଜେଡି-ବିଜେପିର ପଶ୍ଚିମ ଓଡ଼ିଶା କାର୍ଡ

ବିଜେପୁର ଭୋଟର ୧୬/୧୭ ମାସ ବ୍ୟବଧାନରେ ଦ୍ୱିତୀୟ ଉପନିର୍ବାଚନ ଦେଖିବାକୁ ଯାଉଛନ୍ତି। ଅର୍ଥାତ ୧୮ମାସ ଭିତରେ ଗୋଟିଏ ଆସନରେ ତିନିଟି ନିର୍ବାଚନ ହେବା ଓଡ଼ିଶା ଇତିହାସରେ ପ୍ରଥମ ଘଟଣା। ତେବେ ବିଜେପୁର ଆସନକୁ ନେଇ ପୁଣି ଥରେ ଯେ, ବିଜୁ ଜନତା … Read More