ନେପାଳରେ ଓଡ଼ିଆ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ, ୨ ମୃତ ୩ ଗୁରୁତର

ନେପାଳର କାଠମାଣ୍ଡୁ ଗସ୍ତରେ ଥିବା ୨୩ ଜଣିଆ ଓଡ଼ିଆ ପର୍ଯ୍ୟଟକ ଗୋଷ୍ଠୀଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦିନ ଗୋଟାଏ ବେଳେ କାଠମାଣ୍ଡୁ ନିକଟସ୍ଥ ମଙ୍ଗଳପୁରଠାରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ୩ ଜଣ ଗୁରୁତର … Read More

ଜୁଲାଇ ୧ରୁ ଟଙ୍କିକିଆ ମାଣ୍ଡିଆ ଯୋଜନା

ଭୁବନେଶ୍ଵର, (ଓଟି): ଏଣିକି ମାଣ୍ଡିଆ ଚାଷୀଙ୍କୁ ମିଳିବ ସର୍ବନିମ୍ନ ସହାୟକ ମୂଲ୍ୟ। ମିଲେଟ୍‌ ମିଶନ ଜରିଆରେ ସର୍ବନିମ୍ନ ୨୮୯୭ ଟଙ୍କା ଦେଇ ରାଜ୍ୟ ସରକାର ମାଣ୍ଡିଆ ଚାଷୀଙ୍କଠୁ ମାଣ୍ଡିଆ କିଣିବେ। ଏହାଦ୍ଵାରା ମାଣ୍ଡିଆ ଚାଷ ପ୍ରୋତ୍ସାହିତ ହୋଇପାରିବ ବୋଲି ଆଶା କରାଯାଇଛି। … Read More

କୋଇଲା ରୟାଲ୍ଟି ବୃଦ୍ଧି ପାଇଁ ଦାବି କଲେ ମୁଖ୍ୟମନ୍ତ୍ରୀ

କୋଇଲା ରୟାଲ୍ଟି ସଂଶୋଧନ ୨୦୧୨ ମସିହାରେ ହୋଇଥିଲା। ଏ ଭିତରେ ୭ ବର୍ଷ ବିତିଲାଣି। କେନ୍ଦ୍ର ସରକାର ଏହାର ପୁନଃ ନିର୍ଦ୍ଧାରଣ ପାଇଁ ନୀତିକୁ ସଂଶୋଧନ କରନ୍ତୁ ବୋଲି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୋଟିବା … Read More

୧୪ରୁ ପ୍ରାକ୍‌ ମୌସୁମୀ ବର୍ଷା, ୧୬ରେ ଛୁଇଁବ ମୌସୁମୀ

ଆଉ ଦୁଇଦିନ ପରେ ତାପମାତ୍ରା ସାମାନ୍ୟ କମିବ। କିନ୍ତୁ ଯେଉଁ ଗରମ ଓ ଗୁଳୁଗୁଳି ରହିଛି ତାହା ଅପରିବର୍ତ୍ତିତ ରହିବ। ଏହି ପାଗ ଜଳ ଭାଗରୁ ମୌସୁମୀକୁ ଟାଣିବାରେ ସହାୟକ ହେବ ବୋଲି କହିଛି ସୋଆ ବିଶ୍ଵବିଦ୍ୟାଳୟର ପାଣିପାଗ ବିଭାଗ। ବିଭାଗର … Read More

ବିପର୍ଯ୍ୟୟ ପୀଡ଼ିତ ରାଜ୍ୟଙ୍କୁ ‘ସ୍ଵତନ୍ତ୍ର ଧ୍ୟାନ କେନ୍ଦ୍ରୀତ ରାଜ୍ୟ’ ମାନ୍ୟତା ପାଇଁ ଦାବି କଲେ ନବୀନ

ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦାବିକୁ ଛାଡ଼ି ନଥିବା ବିଜେଡି ନେତୃତ୍ଵାଧୀନ ରାଜ୍ୟ ସରକାର ଓଡ଼ିଶାର ବିକାଶ ପାଇଁ ଆଉ ଏକ ନୂଆ ଦାବି କେନ୍ଦ୍ର ଆଗରେ ଉପସ୍ଥାପନ କରିଛି। ଏହା ହେଉଛି ‘ସ୍ଵତନ୍ତ୍ର ଧ୍ୟାନ କେନ୍ଦ୍ରୀତ ରାଜ୍ୟ’ ମାନ୍ୟତା। ଏହା କେବଳ … Read More

ଯୋଗୀଙ୍କ ବିରୋଧରେ ଆପତ୍ତିଜନକ ଟ୍ବିଟ୍‌: ପ୍ରଶାନ୍ତଙ୍କୁ ତୁରନ୍ତ ଖଲାସ କରିବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମ୍ପର୍କରେ ଆପତ୍ତିଜନକ ଟ୍ବିଟ୍‌ ତଥା ଭିଡିଓ ସେଆର୍ କରିବା ଘଟଣାରେ ଗିରଫ ଫ୍ରିଲାନ୍ସ ସାମ୍ବାଦିକ ପ୍ରଶଶନ୍ତ କନୌଜିଆଙ୍କୁ ତୁରନ୍ତ ଖଲାସ କରିବାକୁ ଆଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ମଙ୍ଗଳବାର ଏ ସମ୍ପର୍କରେ ଉଭୟ ଉତ୍ତର ପ୍ରଦେଶ … Read More

ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଭେଟିଲେ ନବୀନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଙ୍ଗଳବାର ଭେଟିଛନ୍ତି। ପଞ୍ଚମ ଥର ଶାସନ ଭାର ନେବା ପରେ ଏହା ନବୀନଙ୍କ ପ୍ରଥମ ସୌଜନ୍ୟମୂଳକ ସାକ୍ଷାତ ରହିଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ କିଛିଦିନ ପୂର୍ବରୁ … Read More

ପ୍ରଶାସନ ଡରିଗଲା: ସମସ୍ତଙ୍କୁ ମିଳିବ ରଥଯାତ୍ରା ସିଧା ପ୍ରସାରଣ ଅଧିକାର

ଭୁବନେଶ୍ଵର, (ଓଟି): ରଥଯାତ୍ରା ସିଧା ପ୍ରସାରଣ ମାମଲାରେ ପଛଘୁଞ୍ଚା ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ପୂର୍ବ ଭଳି ଯିଏ ଚାହିଁଲା ସେ ରଥଯାତ୍ରା ସିଧା ପ୍ରସାରଣ କରିପାରିବ ବୋଲି ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର। ଶ୍ରୀ ମହାପାତ୍ର କହିଛନ୍ତି, … Read More

ମୋଦୀଙ୍କ ନବୀନ ପ୍ରୀତି : ରାଜ୍ୟ ବିଜେପି ଅଡ଼ୁଆରେ

ଭାରତୀୟ ଜନତାପାର୍ଟି ରବିବାର ଦିନ ବିଧାନସଭା ଏବଂ ଲୋକସଭା ନିର୍ବାଚନରେ ଦଳର ଜୟ ଓ ପରାଜୟର ସମୀକ୍ଷା କରିଛି। ଓଡ଼ିଶାରେ ୧୨୦ ବିଧାନସଭା ଆସନ ଜିତିବା ପାଇଁ ବିଜେପି ନେତାମାନେ ବାରମ୍ୱାର ଆସ୍ପର୍ଦ୍ଧା କରୁଥିଲେ। କିନ୍ତୁ ଏହି ଲକ୍ଷ୍ୟ ପୂରଣରେ ଶୋଚନୀୟ … Read More

କାହା ଶରଣରେ ବିଧାୟକ ସରୋଜ?

କନିଷ୍ଠ ଯନ୍ତ୍ରୀଙ୍କୁ ସର୍ବସାଧାରଣରେ ବସଉଠ୍ କରିବାର ପାଞ୍ଚଦିନ ବିତିଗଲାଣି। ତଥାପି ବିଧାନସଭାକୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିବା ବିଜୁ ଜନତା ଦଳର ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ପୁଲିସ‍୍‌ ଗିରଫ ଗିରଫ କରିନାହିଁ। କିଏ ଦବଙ୍ଗ ନେତା ସରୋଜଙ୍କୁ ସୁରକ୍ଷା … Read More