ବିଜୁ ଯୁବ ବାହିନୀ ଏବେ ସ୍ଥାଣୁ

ରାଜ୍ୟରେ ଗତ କିଛି ବର୍ଷ ହେଲା ବେକାରଙ୍କ ସଂଖ୍ୟା ଉତ୍କଟ ରୂପ ଧାରଣ କରିବାରେ ଲାଗିଛି। ୨୦୧୪ ବେଳକୁ ପଞ୍ଜିକୃତ ବେକାରଙ୍କ ସଂଖ୍ୟା ୧୫ଲକ୍ଷରେ ପହଞ୍ଚିଥିବା ବେଳେ ଏହାକୁ ନେଇ ବେକାରମାନଙ୍କ ପକ୍ଷରୁ ଶାସନତନ୍ତ୍ର ବିରୋଧରେ ସ୍ୱର ଉଠିଥିଲା। ଏହାକୁ ଦୃଷ୍ଟିରେ … Read More

ପାଟକୁରାରେ ନେତା ମାଳ ମାଳ

ପାଟକୁରା ଆସନ ପାଇଁ ନିର୍ବାଚନ ତାରିଖ ଏପର୍ଯ୍ୟନ୍ତ ଘୋଷିତ ହୋଇନାହିଁ। କାହିଁକି ନିର୍ବାଚନ କମିଶନ ଏଭଳି ଟାଳଟୁଳ ନୀତି ଗ୍ରହଣ କରିଛନ୍ତି, ତାହା ମଧ୍ୟ ସନ୍ଦେହ ଘେରରେ। ମାତ୍ର ସରକାରଙ୍କ ମନ୍ତ୍ରୀମାନେ ପାଟକୁରାରେ ଟହଲ ମାରୁଛନ୍ତି। ସେମାନଙ୍କ ଭିତରେ ଡେରାବିଶ, ଗରଦପୁର … Read More

ଏବେ ସିବିଆଇ ନିଦରୁ ଉଠିବ ନାଁ ଶୋଇବ?

ରାଜ୍ୟର ଅଧିକାଂଶ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରିବାରେ ଲାଗିଛି। ରାଜ୍ୟର ଗରିବ ଲୋକଙ୍କଠାରୁ ସେମାନଙ୍କ ଝାଳବୁହା ପଇସା ଠକି ନେଇଥିବା ଚିଟଫଣ୍ଡ ମାଲିକଙ୍କ ଦୁର୍ନୀତିର ସିବିଆଇ ତଦନ୍ତରେ ଡୋର ଲାଗିଯିବ ନା, ନୂଆ ସରକାରରେ ଅମିତ ଶାହ ସ୍ୱରାଷ୍ଟ୍ର … Read More

୭ଟି ରାଜନୈତକ ଦଳର ଭୋଟ‌୍‍ ଅଧପ୍ରତିଶତରୁ କମ‌୍‍

ସତରତମ ଲୋକସଭା ଗଠନ ପାଇଁ ଗତ ମାସରେ ଶେଷ ହୋଇଥିବା ନିର୍ବାଚନରେ ୩୬ଟି ରାଜନୈତିକ ଦଳ କ୍ଷମତା ହାସଲ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେମାନଙ୍କ ମଧ୍ୟରୁ ୧୫ଟି ରାଜନୈତିକ ଦଳ ନୋଟା ଭୋଟ‌୍‍ ପରିମାଣଠାରୁ କମ‌୍‍ ଭୋଟ‌୍‍ ପାଇଛନ୍ତି। ଏହି ଦଳମାନେ … Read More

ଦେଶରେ ମୃତ୍ୟୁସଂଖ୍ୟାର ୯୦ ପ୍ରତିଶତ ରୋଗଜନିତ

ନିକଟରେ ଶେଷ ହୋଇଥିବା ନିର୍ବାଚନରେ ଆତଙ୍କବାଦୀ ପ୍ରସଙ୍ଗ ଯେପରି ସ୍ଥାନ ପାଇଲା ସ୍ୱାସ୍ଥ୍ୟ ସମସ୍ୟା ପ୍ରସଙ୍ଗ ସେପରି ସ୍ଥାନ ପାଇନି। ଦେଶରେ ମୃତ୍ୟୁବରଣ କରୁଥିବା ଲୋକମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ରୋଗଜନିତ ମୃତ୍ୟୁ ବୋଲି ଭାରତ ସରକାରଙ୍କ ପୂର୍ବତନ ସ୍ୱାସ୍ଥ୍ୟ ସଚିବ … Read More

ଓବିସି ସଂରକ୍ଷଣ ୩ ଭାଗରେ ବିଭକ୍ତ ହେବ

ଦେଶର ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ମାନଙ୍କ ପାଇଁ ଥିବା ୨୭ଞ୍ଝ ସଂରକ୍ଷଣକୁ ପରିବର୍ତ୍ତନ କରି ୩ ଭାଗରେ ବିଭକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଏକ କମିଟି ସୁପାରିଶ କରିଛି। କମିଟିର ଏହି ସୁପାରିଶକୁ ଯଦି କେନ୍ଦ୍ର ସାମାଜିକ ନ୍ୟାୟ … Read More

ବିଜେପିର ଅଳ୍ପସଂଖ୍ୟକ ତୁଷ୍ଟୀକରଣ ଆରମ୍ଭ

କଂଗ୍ରେସ ଅଳ୍ପସଂଖ୍ୟକ ତୁଷ୍ଟୀକରଣ ରାଜନୀତି କରୁଛି ବୋଲି ଯେଉଁ ବିଜେପି ଦଳ ବାରମ୍ୱାର ଅଭିଯୋଗ କରିଆସିଥିଲା, ଏବେ ସେହି ମୋହରେ ବିଜେପି ପଡିଛି। ଅଳ୍ପସଂଖ୍ୟକମାନଙ୍କୁ ନିଜର ଭୋଟବ୍ୟାଙ୍କରେ ପରିଣତ କରିବା ପାଇଁ ଆଗାମୀ ୫ବର୍ଷ ମଧ୍ୟରେ ୫କୋଟି ଛାତ୍ରଙ୍କୁ ପାଠପଢ଼ିବା ଉଦ୍ଦେଶ୍ୟରେ … Read More

ଓଡ଼ିଶାରେ କାହିଁକି ବଢୁଛି ନୋଟା ଭୋଟ‌୍‍

ଅନେକ ନିର୍ବାଚନମଣ୍ଡଳୀରେ ଖେଳ ବିଗାଡିଦେଲା ନୋଟା ରାଜ୍ୟରେ ଗତ ନିର୍ବାଚନ ତୁଳନାରେ ନିକଟରେ ଶେଷ ହୋଇଥିବା ସାଧାରଣ ନିର୍ବାଚନ ପାଇଁ ‘ନୋଟା’ (ନନ‌୍‍ ଅଫ‌୍‍ ଦି ଏବଭ) ମତଦାତାଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଯାହାକି ଚିନ୍ତାର କାରଣ ହୋଇଛି। ଏହି ମତଦାତା … Read More

ସାହିତ୍ୟ ଏକାଡେମୀ ପୁରସ୍କାର ସହ ଘୋଷଣା ହେବ ଚୂଡ଼ାନ୍ତ ପର୍ଯ୍ୟାୟର ବହି ତାଲିକା

ଭୁବନେଶ୍ୱର,(ଓଟି): ଏଣିକି କେନ୍ଦ୍ର ସାହିତ୍ୟ ଏକାଡେମୀର ପୁରସ୍କାର ଘୋଷଣା ସହିତ ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା ପୁସ୍ତକଗୁଡ଼ିକର ନାମ ତାଲିକା ବି ଘୋଷଣା କରାଯିବ । ଏକାଡେମୀ ସଚିବ କେ. ଶ୍ରୀନିବାସନ୍‍ଙ୍କ ପକ୍ଷରୁ ଭୁବନେଶ୍ଵରର ନରେନ୍ଦ୍ର ନାରାୟଣ ଦାଶଙ୍କ ନିକଟକୁ ଲେଖାଯାଇଥିବା ଏକ … Read More

ବଢ଼ିବନି ବିଜୁଳି ବିଲ୍‌, ଉପଭୋକ୍ତାଙ୍କୁ ମିଳିବ ଡବଲ୍‌ ରିହାତି

ଭୁବନେଶ୍ଵର, (ଓଟି): ଏବର୍ଷ ବିଜୁଳି ବିଲ୍‌ ବଢ଼ିବ ନାହିଁ। ବରଂ ଯେଉଁ ଉପଭୋକ୍ତାମାନେ ଠିକଣଶ ସମୟରେ ବିଲ୍‌ ପଇଠ କରୁଛନ୍ତି ସେମାନଙ୍କୁ ଡବଲ୍‌ ରିହାତି ମିଳିବ। ମାର୍ଚମାସ ରିୖାତି ବେଳେ ଏହି ଦ୍ଵିଗୁଣା ରିହାତି କାର୍ଯ୍ୟକାରୀ ହେବ ବୋଲି ଓଡ଼ିଶା ବିଜୁଳି … Read More