ରଘୁରାଜପୁରକୁ ‘ଓସା’ର ସହାୟତା
ଆମେରିକାରେ ରହୁଥିବା ଓଡ଼ିଶାର ଲୋକମାନଙ୍କ ଦ୍ୱାରା ଗଠିତ ସାମାଜିକ ସଂଗଠନ ଓଡ଼ିଶା ସୋସାଇଟି ଅଫ୍ ଆମେରିକା ( ଓସା) ପକ୍ଷରୁ ରଘୁରାଜପୁରର ପଟ୍ଟଚ୍ଚିତ୍ର ଶିଳ୍ପୀଙ୍କୁ ସହାୟତା ପ୍ରଦାନ କରାଯାଇଛି । ଫୋନୀ ବାତ୍ୟା ପରେ ସେମାନଙ୍କ ଉଜୁଡ଼ି ଯାଇଥିବା ଜୀବୀକାର ପୁନରୁଦ୍ଧାର … Read More











