ଫେବୃୟାରୀ ୧୪ରେ ସାରା ଅଲ୍ଲୀ-କାର୍ତ୍ତି ଆର୍ଯ୍ୟାନ୍‌ଙ୍କ ନୂଆଫିଲ୍ମ: ଶୁଟିଂ ଶେଷ

ହିମାଚଳ ପ୍ରଦେଶର ପ୍ରାକୃତିକ ପରିବେଶରେ ଶେଷ ହୋଇଛି ଇମ୍‌ତିଆଜ୍‌ ଅଲ୍ଲୀଙ୍କ ନିର୍ଦେଶିତ ଆଉଏକ ଫିଲ୍ମ। ଫିଲ୍ମର ନାଁ କ’ଣ ଦିଆଯିବ ତାହା ପ୍ରଚାର କରାଯାଇ ନାହିଁ କିନ୍ତୁ ଲହା ୨୦୧୨ରେ ରିଲିଜ୍‌ ହୋଇଥିବା ଲଭ୍‌ ଆଜ୍‌କଲ୍‌ର ସିକ୍ଵେଲ୍‌ ହେବ ବୋଲି ଅନୁମାନ … Read More

ଆଜି ଅବପାତ, ୨ ଦିନ ପ୍ରବଳ ବର୍ଷିବ, ଗୁଣ୍ଡିଚାକୁ ଆକାଶ ସଫା ସମ୍ଭାବନା

ଭୁବନେଶ୍ଵର, (ଓଟି): ଓଡ଼ିଶା ଓ ପଶ୍ଚିମବଙ୍ଗ ସନ୍ନିକଟ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା କିଛଇ ଘଣ୍ଟା ଭିତରେ ଅବପାତ ହେବ। ଏହାରି ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ଦୁଇଦିନ ଯାଏ … Read More

ରୋଷେଇ ଗ୍ୟାସ୍‌ ଦର କମିଲା: ଘରୋଇ ବ୍ୟବହାର ପାଇଁ ସିଲିଣ୍ଡର ଦାମ୍‌ ୪୯୪.୩୫ ଟଙ୍କା

ଭୁବନେଶ୍ଵର, (ଓଟି): ବଜେଟ୍‌ର ଅଳ୍ପ କିଛିଦିନ ପୂର୍ବରୁ କେନ୍ଦ୍ର ସରକାରଙ୍କ ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ ଏଲ୍‌ପିଜି ସିଲିଣ୍ଡର ଦାମ୍‌ରେ ହ୍ରାସ ଘୋଷଣା କରିଛନ୍ତି। ଏହି ହଆସ ପରିମାଣ ଅଣ ରିଆତି ସିଲିଣ୍ଡର ପିଛା ୧୦୦ଟଙ୍କା ୫୦ ପଇସା ରହିବ। ଅନୁରୂପ ଭାବେ … Read More

ସାରା ରାଜ୍ୟରେ ବର୍ଷା ଅଭାବ; ରାୟଗଡ଼ା, ଗଜପତି ପ୍ରଭାବିତ

ଭୁବନେଶ୍ଵର, (ଓଟି): ଜୁନ୍‌ ମାସରେ ଓଡ଼ିଶାରେ ବର୍ଷା ପରିମାଣ ସାଧାରଣ ବର୍ଷାଠାରୁ ଯଥେଷ୍ଟ କମ୍‌ ରହିଛି। କେବଳ ଯାଜପୁର ଜିଲ୍ଲାକୁ ଛାଡ଼ିଦେଲେ ଅନ୍ୟ ସବୁସ୍ଥାରେ ବର୍ଷା ସାଧାରଣ ପରିମାଣଠାରୁ ଯଥେଷ୍ଟ କମ୍‌ ହୋଇଛି। ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଜୁନ୍‌ ମାସରେ … Read More

ଡାକ୍ତର ଦିବସର ଅନୁଚିନ୍ତା: କର୍ତ୍ତବ୍ୟ ଓ ଅଧିକାରର ଅନ୍ତର୍ଦ୍ବନ୍ଦ୍ଵ

ଆମେ ସମସ୍ତେ ଆମ ଅଧିକାର ପାଇଁ ଲଢ଼ୁଛୁ । ସମ୍ବିଧାନରେ ମଧ୍ୟ ଆମ ଅଧିକାର ବିଷୟ ଲେଖାଯାଇଛି କେବେ କର୍ତ୍ତବ୍ୟ କଥା କୁହାଯାଇନି । ଥରେ ଯଦି କର୍ତ୍ତବ୍ୟ ବାବଦରେ ଆମେ ସଚେତନ ହୁଅନ୍ତେ ବା କାହିଁକି ସେହି ସ୍ଥାନରେ ଆମବେ … Read More

ବଦଳିଲେ ସୁନ୍ଦରଗଡ଼ ଜିଲ୍ଲାପାଳ ଏବଂ ୪ ଆଇଏଏସ୍‌

ଭୁବନେଶ୍ଵର, (ଓଟି) ସରକାରୀ ଅର୍ଥକୁ ଅପବ୍ୟୟ କରିଥିବା ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ସୁନ୍ଦରଗଡ଼ ଜିଲ୍ଲାପାଳ ରଶ୍ମିତା ପଣ୍ଡାଙ୍କ ଦ୍ଵାୟିତ୍ଵ ଅପସାରଣ କରିଛନ୍ତି। ତାଙ୍କୁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣର ସିଇଓ ତଥା ନିୟୋଜନ ନିର୍ଦେଶକ ଭାବେ ବଦଳି କରାଯାଇଛି। … Read More

ଅଗଷ୍ଟ ପ୍ରଥମ ସପ୍ତାହରୁ କଲେଜ୍‌ ପାଠ୍ୟକ୍ରମ

ଭୁବନେଶ୍ଵର, (ଓଟି): ଏଣିକି ଅଗଷ୍ଟ ମାସ ପ୍ରଥମ ସପ୍ତାହରୁ କଲେଜ୍‌ ଖୋଲିବ। ନିର୍ଦ୍ଧାରିତ ସମୟରେ ପାଠ୍ୟକ୍ରମ ଶେଷ ଓ ପରୀକ୍ଷା ପରିଚାଳନା ତଥା ଫଳାଫଳ ପ୍ରକାଶନ ପାଇଁ ତତ୍ପର ହେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗୁରୁତ୍ଵାରୋପ କରାଯାଇଛି। ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ … Read More

‘ସମାଜ’ ଓଜସ୍ବିନୀ ଓଡ଼ିଶା ପ୍ରତିଯୋଗୀତା: ପବିତ୍ର ପଣ୍ଡା ଓ ଆକାଂକ୍ଷା କବି ପ୍ରଥମ

ଭୁବନେଶ୍ବର,(ଓଟି): ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୧ତମ ପବିତ୍ର ଶ୍ରାଦ୍ଧ ଦିବସ ଅବସରରେ ତରୁଣ ପିଢ଼ିର ଚିନ୍ତା ଓ ଚେତନାର ଅନ୍ୟାନ୍ୟ ପରିପ୍ରକାଶ ପାଇଁ ସମାଜ ପକ୍ଷରୁ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଭୁବନେଶ୍ଵରରେ ଆୟୋଜିତ ଏହି ପ୍ରତିଯୋଗୀତାର କନିଷ୍ଠ ବିଭାଗରେ ଭୀମଟାଙ୍ଗୀ … Read More

ରାଜ୍ୟସଭାକୁ ନିର୍ବାଚିତ ହେଲେ ଅଶ୍ୱିନୀ, ସସ୍ମିତ ଏବଂ ଅମର

ଭୁବନେଶ୍ୱର, (ଓଟି): ରାଜ୍ୟସଭା ଉପ ନିର୍ବାଚନ ଲାଗି ଓଡ଼ିଶାରୁ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ଅଶ୍ୱିନୀ ବୈଷ୍ଣବ, ସସ୍ମିତ ପାତ୍ର ଏବଂ ଅମର ପଟ୍ଟନାୟକ ବିଜେତା ଘୋଷଣା ହୋଇଛନ୍ତି । ସେମାନଙ୍କ ବିପକ୍ଷରେ ଅନ୍ୟ କେହି ପ୍ରତିଦ୍ୱନ୍ଦ୍ୱୀ ନାମାଙ୍କନ ଦାଖଲ କରି … Read More

ରାହୁଲ୍‍ ଇସ୍ତଫା ନଫେରାଇବା ଆଶଙ୍କା: କଂଗ୍ରେସରେ ସଙ୍କଟ

ଭୁବନେଶ୍ୱର, (ଓଟି): ଦେଶର ସର୍ବ ପୂରାତନ ରାଜନୀତିକ ଦଳ କଂଗ୍ରେସ ପାର୍ଟି ସୋନିଆ ଗାନ୍ଧିଙ୍କ ପରିବାର ହାତରୁ ବାହାରିବ କି? ଏଭଳି ଏକ ଆଲୋଚନା ଉଭୟ କଂଗ୍ରେସ ଓ ଅଣ କଂଗ୍ରେସ ମହଲରେ ଜାରି ରହିଥିଲେ ମଧ୍ୟ ସେ ନେଇ କିଛି … Read More