୫ ଲକ୍ଷ ଟଙ୍କା ଉପରକୁ ଆୟ ହେଲେ ଆୟକର, ୪୦୦ କୋଟି କାରବାରରେ ୨୫% କର୍ପୋରେଟ୍‌ ଟ୍ୟାକ୍ସ

ଦେଶର ବିକାଶ, ସହଜ ଘୃହ ବ୍ୟବସ୍ଥା, ଏବଂ ଔଦ୍ୟଗିକ ବ୍ୟବସ୍ଥାର ଅଭିବୃଦ୍ଧି ଲାଗି ସରକାର ଟିକସ ଦାତାଙ୍କ ଉପରେ ଚାପ ଲାଘବ କରିଛନ୍ତି। ୫ଲକ୍ଷ ଟଙ୍କାଯାଏ ବାର୍ଷିକ ରୋଜଗାରରେ କୌଣସି ଟିକସ ଦେବାକୁ ହେବ ନାହିଁ। ସେହିପରି ବ୍ୟବସାୟିକ ଅଭିବୃଦ୍ଧି ପାଇଁ … Read More

ସରକାରୀ ବ୍ୟାଙ୍କ୍‌ଙ୍କୁ ୭୦ ହଜାର କୋଟି

ସରକାରଙ୍କ ଅଧୀନସ୍ଥ ଜାତୀୟ ବ୍ୟାଙ୍କଉଗୁଡ଼ିକ ପାଇଁ ଖୁସି ଖବର। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ଵାରା ପ୍ରସ୍ତୁତ ବଜେଟ୍‌ ୨୦୧୮-୧୯ରେ ଏହି ବ୍ୟାଙ୍କଗୁଡ଼ିକରେ ସଂସ୍କାର ପ୍ରକ୍ରିୟାକୁ ତ୍ଵରାନ୍ବିତ କରାଯାଇଛି। ପରିଚାଳନାଗତ ସଂସ୍କାର ପାଇଁ ବାଟ ଉନ୍ମୁକ୍ତ ରହିଥିବାବେଳେ ସେଗୁଡ଼ିକରେ ଋଣ ବୋଝକୁ କମାଇବା … Read More

ମୋଦି ସରକାରଙ୍କ ଦ୍ଵିତୀୟ ପାଳିର ପ୍ରଥମ ବଜେଟ୍‌ ଉପସ୍ଥାପନ କଲେ ନିର୍ମଳା ସୀତାରମଣ

ଦେଶର ପ୍ରଥମ ସ୍ଵାଧୀନ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ମୋଦି ସରକାରଙ୍କ ଦ୍ଵିତୀୟ ପାଳିର ପ୍ରଥମ ବଜେଟ୍‌ ଉପସ୍ଥାପନ କରିଛନ୍ତି। ବାଚସ୍ପତି ଓମ୍‌ ବିର୍‌ଲାଙ୍କ ଉପସ୍ଥିତିରେ ସେ ୨୦୧୮-୧୯ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରି କହିଛନ୍ତି ଯେ, ଏହା ମଜବୁତ … Read More

ଗୀତା ମାହାତ୍ମ୍ୟ-୩୯: ସମସ୍ତଙ୍କଠୁ ଆଗରେ ଆଦିପୁରୁଷ ନାରାୟଣ

ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସତ୍ତ୍ୱ, ରଜୋ ଓ ତମୋଗୁଣ ସମ୍ପର୍କରେ ସବିଶେଷ କହିବା ସହ ଭକ୍ତିଯୋଗ ଦ୍ୱାରା ଈଶ୍ୱରଙ୍କୁ ଭଜନ କରୁଥିବା ବ୍ୟକ୍ତିମାନେ ସତ୍ୱ, ରଜୋ ଓ ତମୋଗୁଣକୁ ଅତିକ୍ରମ କରି ପରମବ୍ରହ୍ମଙ୍କୁ ପ୍ରାପ୍ତ ହୁଅନ୍ତି ଓ ଯେଉଁ ଜୀବ ଇଶ୍ୱରଙ୍କୁ … Read More

ରାଜ୍ୟବାସୀଙ୍କ ମୁଣ୍ଡପିଛା ଋଣଭାର ୧୭ ହଜାର ୬୩୦ ଟଙ୍କା

ଭୁବନେଶ୍ୱର,(ଓଟି): ୨୦୧୮-୧୯ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ଋଣଭାର ୭୯,୮୬୬.୦୬ କୋଟି ଟଙ୍କା । ଫଳରେ ରାଜ୍ୟବାସୀଙ୍କ ଉପରେ ମୁଣ୍ଡପିଛା ଋଣଭାର ୧୭,୬୩୦.୪୮ ଟଙ୍କା ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି । ବିଧାନସଭାରେ ବିଜେପି ବିଧାୟକ ମୋହନ ଚରଣ … Read More

ସରକାର ଜାଣି ନାହାନ୍ତି ବିଚାରାଧୀନ ସରକାରୀ ମାମଲା ସଂଖ୍ୟା

ଭୁବନେଶ୍ୱର, (ଓଟି): ସର୍ବଶେଷ ତଥ୍ୟ ଅନୁଯାୟୀ ଓଡ଼ିଶା ହାଇକୋର୍ଟ, ନିମ୍ନ ଅଦାଲତ, ବିଭିନ୍ନ ଟ୍ରିବ୍ୟୁନାଲ୍‍ ଆଦିରେ କେତେସଂଖ୍ୟକ ମାମଲା ବିଚାରାଧୀନ ରହିଛି । ସେଥିମଧ୍ୟରୁ କେତେସଂଖ୍ୟକ ମାମଲା ୧୦ ବର୍ଷ, ୫ ବର୍ଷ ଓ ୩ ବର୍ଷରୁ ଅଧିକ ପୁରୁଣା? ଏ … Read More

ଜମ୍ମୁ ଓ କଶ୍ମୀରରେ ବଢ଼ିଲା ରାଷ୍ଟ୍ରପତି ଶାସନ କାଳ

ଜମ୍ମୁ ଓ କଶ୍ଵୀରରେ ରାଷ୍ଟ୍ରପତି ଶାସନକାଳକୁ ଆହୁରି ୬ ମାସ ବଢ଼ାଇ ଦିଆଯାଇଛି। ଏ ସେମ୍ପର୍କରେ ଆବଶ୍ୟକ ବିଲ୍‌ ଆଜି ରାଜ୍ୟସଭାରେ ବାଚନିକ ଭୋଟ୍‌ରେ ଗୃହୀତ ହୋଇଛି। ଉଭୟ ଟିଏମ୍‌ସି ଓ ବିଜେଡି ରାଜ୍ୟସଭା ସାଂସଦମାନେ ଏହାକୁ ସମର୍ଥନ କରିବାରୁ ବିଲ୍‌ … Read More

ବିଜେପି ପ୍ରତିଶୃତିର ଫାଇଦା ନେବାକୁ ପିନାକୀଙ୍କ ପ୍ରୟାସ

ଭୁବନେଶ୍ଵର, (ଓଟି): ଦୀର୍ଘସମୟ ହେଲା ପୁରୀ ସାଂସଦ ଭାବେ ନିର୍ବାଚିତ ହୋଇ ଆସୁଥିବା ସାଂସଦ ପିନାକୀ ମିଶ୍ରଙ୍କର ରଥଯାତ୍ରା ସମୟରେ ପୁରୀର ଯାତାୟାତ ସୁବିଧା କଥା ମନେ ପଡ଼ିଛି, ତାହା ପୁଣି ଦୀର୍ଘକାଳୀନ ଭିତ୍ତିଭୂମି ପ୍ରସଙ୍ଗକୁ ନେଇ। ଏହିକ୍ରମରେ କେନ୍ଦ୍ର ସଡ଼କ … Read More

ଇଷ୍ଟକୋଷ୍ଟ ରେଲ୍ଓ୍ବେର ସ୍ଵତନ୍ତ୍ର ରଥଯାତ୍ରା ମୋବାଇଲ୍‌ ଆପ୍‌ ‘ECOR Yatra’

ବିଶ୍ଵପ୍ରସିଦ୍ଧ ରଥଯାତ୍ରା ସମୟରେ ଶ୍ରୀ ଜଗନ୍ନାଥଙ୍କ ବଭିନ୍ନ ବିବରଣୀ ସହ ପୁରୀକୁ ଚଳାଚଳ କରୁଥିବା ଟ୍ରେନଗୁଡ଼ିକ ସମ୍ପର୍କରେ ବିବରଣୀ ପ୍ରଦାନ ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ସ୍ଵତନ୍ତ୍ର ଉଦ୍ୟମ ଆରମ୍ଭ କରାଯାଇଛି। ଲୋକଙ୍କୁ ମୋବାଇଲ୍‌ରେ ଆବଶ୍ୟକ ଅପ୍‌ଡେଟ୍‌ ଯୋଗାଇବା ନିମନ୍ତେ ସ୍ଵତନ୍ତ୍ର … Read More